Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ହରିଶଙ୍କର ମନ୍ଦିରର ୱେବ୍ ସାଇଟ୍ ଲୋକାର୍ପିତ
ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରର ୱେବ୍ ସାଇଟ୍ ଶୁକ୍ରବାର ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଭବ୍ୟ ସମାରୋହ ବି.ଡି.ଓ ରଶ୍ମିରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ରୂପେ!-->…
Read More...
Read More...
୪୮ଲକ୍ଷ ହିତାଧିକାରୀଙ୍କୁ ମିଳିବ ଶୀତ ସହାୟତା
ମୋଟ ୧୪୬ କୋଟି ଟଙ୍କା ମଞ୍ଜୁର
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ଅନୁଯାୟୀ,ରାଜ୍ୟର ଗରିବ ଲୋକମାନଙ୍କୁ ମିଳିବ ଶୀତ ସହାୟତା । ଆସନ୍ତା ମଙ୍ଗଳବାର ଅର୍ଥାତ ଡିସେମ୍ବର ପହିଲା ପୂର୍ବରୁ ରାଜ୍ୟର ସମସ୍ତ ୪୮ଲକ୍ଷ ହିତାଧିକାରୀଙ୍କୁ କମ୍ବଳ ବାବଦରେ!-->…
Read More...
Read More...
ପ୍ରି-ୱେଡିଙ୍ଗ ସୁଟିଙ୍ଗ କରିବାକୁ ଆସି କାର ଦୁର୍ଘଟଣାଗ୍ରସ୍ତ, ଦୁଇ ଗୁରୁତର
କୋଣାର୍କ: ଗୁରୁବାର ଅପରାହ୍ଣରେ ପୁରୀ-କୋଣାର୍କ ବେଳାମାର୍ଗ ରାସ୍ତା ରାମଚଣ୍ଡୀ ଥାନା ନିକଟ ଖାଲକଟା ପାଟଣାଠାରେ ଭାରସାମ୍ୟ ହରାଇ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ଖବରୁ ଜଣାପଡିଛି ଯେ, ଭୁବନେଶ୍ୱର ଧର୍ମ ବିହାର ଅଂଚଳରୁ କୋଣାର୍କ ଚନ୍ଦ୍ରଭଗା!-->…
Read More...
Read More...
ଓଡିଶା ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ସୁବର୍ଣ୍ଣପୁର : ଓଡିଶା ସାମ୍ବାଦିକ ସଂଘ (ଓ.ଜେ.ୟୁ) ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ୧୦ ଦଫା ସମ୍ବଳିତ ଏକ ଦାବି ପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ!-->…
Read More...
Read More...
ଭିଜିଲାନ୍ସ ଜାଲରେ ଜହ୍ନାପଙ୍କ ଫାଣ୍ଡି ଅଧିକାରୀ
ବୌଦ୍ଧ,୨୫/୧୧:- ପନ୍ଦର ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୌଦ୍ଧ ଜହ୍ନାପଙ୍କ ଫାଣ୍ଡି ଅଧିକାରୀ ମଦନ ମୋହନ ପ୍ରଧାନଙ୍କୁ ଧରିଛି ଭିଜିଲାନ୍ସ ବିଭାଗ । ସୂଚନା ମୁତାବକ ବୌଦ୍ଧ ନୂଆସାହିରେ ଅବସ୍ଥିତ ବୈଜୟନ୍ତୀ ଆଗ୍ରୋ ମେସିନରୀର ମାଲିକ ସପ୍ନେଶ୍ୱର ଖୁଣ୍ଟିଆ ତାଙ୍କର ସେଲସମ୍ୟାନ ମନୋଜ କୁମାର!-->…
Read More...
Read More...
ପୁଣି ମନମୋହିବ କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତୀକ ବାଲୁକା କଳା ମହୋତ୍ସବ
ପୁରୀ : ପୁଣି ମନମୋହିବ କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତୀକ ବାଲୁକା କଳାମହୋତ୍ସବ । ଚଳିତ ଉତ୍ସବରେ ନାମିଦାମୀ କଳାକାରଙ୍କ ଦ୍ୱାରା କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ହେବ ନୃତ୍ୟ ପରିବେଷଣ । ଚନ୍ଦ୍ରଭାଗା ବେଳା ଭୂମିରେ ନିଖୁଣ କଳା ପରିଦର୍ଶନ କରିବେ ବାଲୁକା ଚିତ୍ର ଶିଳ୍ପୀ । କୋଣାର୍କ!-->…
Read More...
Read More...
ଶ୍ରୀମନ୍ଦିରରେ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ମନା
ପୁରୀ : ଶ୍ରୀମନ୍ଦିରରେ ପ୍ରବେଶ ଏବଂ ଡିୟୁଟି ସମୟରେ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ବାରଣ କରାଯାଇଛି । ବିଶେଷ କାର୍ଯ୍ୟରେ ନିୟୋଜିତ ଏବଂ ଆପାତକାଳିନ ସେବାରେ ନିଯୁକ୍ତି ଥିବା କିଛି ଅଧିକାରୀଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ମନା କରାଯାଇଛି । ପୁରୀ!-->…
Read More...
Read More...
ସାମ୍ପ୍ରଦାୟିକ ସଦଭାବନା ସପ୍ତାହ ଉଦଯାପିତ
ଦଶପଲ୍ଲା : ଓଡ଼ଗାଁ ବ୍ଳକ ଅଧିନସ୍ଥ କୁରାଳ ସଂସ୍କୃତ ମହାବିଦ୍ୟାଳୟରେ ସାମ୍ପ୍ରଦାୟିକ ସଦଭାବନା ସପ୍ତାହ ଉଦଯାପିତ ହୋଇଯାଇଛି । ବିଭିନ୍ନତା ମଧ୍ୟରେ ଏକତା ମନ୍ତ୍ରରେ ଅଭିମନ୍ତ୍ରିତ ମୋ ଦେଶ ଭାରତ ବର୍ଷ ନାନା ଧର୍ମ, ଅନେକ ବର୍ଣ୍ଣ,ଭିନ୍ନ ଭିନ୍ନ ସମ୍ପ୍ରଦାୟକୁ ନେଇ ଏକତାର ମନ୍ତ୍ରଗାନ କରୁଥିବା!-->…
Read More...
Read More...
ପୁରୁଷୋତ୍ତମପୁର ବ୍ଲକର ୩୩୬ ଏନପିଏସ ଶିକ୍ଷକ ୩ଦଫା ଦାବିନେଇ ସାମୂହିକ ଛୁଟିରେ ଯିବେ
ଗଞ୍ଜାମ: ପୁରୁଷୋତ୍ତମପୁର ବ୍ଲକର ନୂତନ ପେନସନଭୁକ୍ତ ୩୩୬ ଜଣ ଶିକ୍ଷକ ୩ଦଫା ଦାବିନେଇ ଏଇମାସ ୨୭ ତାରିଖରୁ ସାମୂହିକ ଛୁଟିରେ ଯାଇ ଭୁବନେଶ୍ୱରରେ ରାଜ୍ୟ ମିଳିତ ଶିକ୍ଷକ ସଙ୍ଘଙ୍କ ସହିତ ସାମିଲ ହୋଇ ଧାରଣାରେ ବସିବେ ବୋଲି ବ୍ଲକ ସଭାପତି ଇସ୍ୱା ରମେଶ ସୂଚନା ଦେଇଛନ୍ତି । ଏମାନେ ୨୭ ତାରିଖରୁ!-->…
Read More...
Read More...
ଫୁଟବଲ୍ ଖେଳାଳୀ ମହେଶ୍ୱର ସେଠୀଙ୍କ ବିୟୋଗରେ ଶୋକସଭା
ବୌଦ୍ଧ,୨୫/୧୧: ସ୍ଥାନୀୟ କଚେରୀ ପଡିଆଠାରେ ଫୁଟବଲ ଖେଳାଳୀ ମହେଶ୍ୱର ସେଠୀ (୩୪)ଙ୍କ ଅକାଳ ବିୟୋଗରେ ଆଜି ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକସଭାରେ ସମସ୍ତ କ୍ରୀଡାଅନୁଷ୍ଠାନ ତଥା ସ୍ଥାନୀୟ କ୍ରୀଡାବିତ୍ମାନେ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ!-->…
Read More...
Read More...