Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଯୁବକ ଗିରଫ
ଘୁ ଉଦୟଗିରି: ସ୍ଥାନୀୟ ସହରର ଜଣେ ନାବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ସ୍ଥାନୀୟ ଥାନା ଅଧୀନରେ ଥିବା ପଠାଣ ସାହିର ସଂଗ୍ରାମ ଜିତ୍ ପ୍ରଧାନ (୩୩) ନାମକ ଜଣେ ଯୁବକକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି । ସୂଚନା ଅନୁସାରେ ସ୍ଥାନୀୟ ଥାନା ଅନ୍ତର୍ଗତ ଜଣେ ନାବାଳିକା ଟିଉସନ୍ ସାରି!-->…
Read More...
Read More...
ସେଣ୍ଟ୍ ଜାଭିୟର୍ସ ପବ୍ଲିକ ସ୍କୁଲ ବୌଦ୍ଧର ବାର୍ଷିକ କ୍ରୀଡା
ବୌଦ୍ଧ,୨୫/୧୧: ସ୍ଥାନୀୟ କଚେରୀ ଖେଳ ପଡିଆଠାରେ ଆଜି ସେଣ୍ଟ୍ ଜାଭିୟର୍ସ ପବ୍ଲିକ ସ୍କୁଲ ବୌଦ୍ଧର ବାର୍ଷିକ କ୍ରୀଡା ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ସ୍କୁଲ ଚେୟାରମ୍ୟାନ ଯୁଗଳ କିଶୋର ସାମଲ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବୌଦ୍ଧ!-->…
Read More...
Read More...
ଓଜେୟୁ ବୌଦ୍ଧଜିଲ୍ଲା ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ
ବୌଦ୍ଧ,୨୫/୧୧: ଓଡିଶା ସାମ୍ବାଦିକ ସଂଘ (ଓ. ଜେ. ୟୁ ) ବୌଦ୍ଧ ଜିଲ୍ଲା ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତା ରାଣୀ!-->…
Read More...
Read More...
ଗଞ୍ଜାମ ଜୁନିୟର ବାଳକ ଓ ବାଳିକା ହ୍ୟାଣ୍ଡବଲ୍ ଦଳର ପୁରୀ ଗସ୍ତ
ଗଞ୍ଜାମ/ବ୍ରହ୍ମପୁର:ଚଳିତ ମାସ ୨୬ ଓ ୨୭ ତାରିଖରେ ପୁରୀର ତାଳବଣିଆ ଇଣ୍ଡର ଷ୍ଟାଡିୟମରେ ହେବାକୁ ଥିବା ୨୮ତମ ଜୁନିୟର ରାଜ୍ୟ ସ୍ତରୀୟ ବାଳକ ଓ ବାଳିକା ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଗଞ୍ଜାମ ଦଳ ତରଫରୁ ୧୬ ଜଣିଆ ବାଳକ ଓ ୧୨ ଜଣିଆ ବାଳିକା ଦଳ ୨୫ ତାରିଖ ଦିନ ପୁରୀ ଜିଲ୍ଲା!-->…
Read More...
Read More...
ଜିଲ୍ଲାବ୍ୟାପୀ ଏନ୍ଏସ୍ଭି ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଜିଲ୍ଲାପାଳ
ସୁବର୍ଣ୍ଣପୁର : ପୁରୁଷଙ୍କ ପାଇଁ ଏନ.ଏସ.ଭି. ଏକ ସହଜ, ଫଳପ୍ରଦ ଓ ସୁରକ୍ଷିତ ଉପାୟ । ଏହି ବାର୍ତ୍ତା ନେଇ ଆଜି ଜିଲ୍ଲାସ୍ତରୀୟ ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳନତ୍ସୋବରେ ଏକ ସଚେତନତା ରାଲି ସୁବର୍ଣ୍ଣପୁର ସହର ପରିକ୍ରମା କରିଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ସବୁଜ ପତାକା!-->…
Read More...
Read More...
ଖପ୍ରାଖୋଲ ସେବା ସମବାୟ ସମିତିର ସଂପାଦକଙ୍କ ମନମୁଖି କାର୍ଯ୍ୟରେ ଚାଷୀ ହନ୍ତସନ୍ତ
ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେ ଆଜି ଜିଲାପାଳ ମଣ୍ଡି ଶୁଭାରମ୍ଭ କରିଛନ୍ତି । ଖପ୍ରାଖୋଲ ସେବା ସମବାୟ ସମିତିର ଧାନ ମଣ୍ଡି ଉପରେ ଖପ୍ରାଖୋଲ ପଞ୍ଚାୟାତ, ଓଡ଼ିଆପାଳି ଓ ସାହାଜ ପାଣି ପଞ୍ଚାୟାତର ଚାଷି ମାନେ ନିର୍ଭର କରିଥାନ୍ତି । ଏହି ଧାନମଣ୍ଡିରେ ଧାନ ବିକ୍ରି କରିବା!-->…
Read More...
Read More...
ସଚେତନତା ହିଁ ଦେବ ଶିଶୁଙ୍କୁ ସୁରକ୍ଷା
ନବରଙ୍ଗପୁର : ପୋଷ୍ୟସନ୍ତାନ ଗ୍ରହଣ, ଶିଶୁଙ୍କୁ ଚେଙ୍କ ନଦେବା, ବାଲ୍ୟବିବାହ ନିଷେଧ, ଶିଶୁ ଅପରାଧ ନିରାକରଣ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲା ଶିଶୁସୁରକ୍ଷା ୟୁନିଟ ପକ୍ଷରୁ ଏକ ଶିଶୁ ସୁରକ୍ଷା ଅଧିକାର ସଚେତନତା ରଥର ଶୁଭାରମ୍ଭ ହୋଇଛି । ଜିଲ୍ଲାର ସମସ୍ତ!-->…
Read More...
Read More...
ଓଜେୟୁ ପୁରୀ ଜିଲ୍ଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲପାଳଙ୍କ ଜରିଆରେ ୧୦ ଦଫା ଦାବିପତ୍ର
ପୁରୀ: ଓଡିଶା ସାମ୍ବାଦିକ ସଂଘ (ଓ.ଜେ. ୟୁ), ପୁରୀଜିଲ୍ଲା ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦଶ ଦଫା ସମ୍ମିଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଦାବିପତ୍ର ଗ୍ରହଣ କରିଥିଲେ!-->…
Read More...
Read More...
ଓଜେୟୁ ନବରଙ୍ଗପୁର ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ୧୦ ଦଫା ସମ୍ବଳିତ ଦାବିପତ୍ର
ନବରଙ୍ଗପୁର:- ୨୬ ନଭେମ୍ବର ଦିନ ଜାତୀୟ ସମ୍ବିଧାନ ଦିବସ ପାଳନ ଅବସରରେ ଆଜି ନବରଙ୍ଗପୁର ଜିଲ୍ଲା ଓଡିଶା ସାମ୍ୱାଦିକ ସଙ୍ଘ (ଓଜେୟୁ) ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦଶ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳ ଡ଼ଃ. କମଳଲୋଚନ ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା । ଓଜେୟୁ ରାଜ୍ୟ ସଂଗଠନ!-->…
Read More...
Read More...
ଏଡସ୍ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
ଫୁଲବାଣୀ: ବିଶ୍ୱ ଏଡସ୍ ଦିବସ ପାଳନ ୨୦୨୨ ଅବ୍ୟବ୍ୟହିତ ପୂର୍ବରୁ ଏଡସ୍ ନିୟନ୍ତ୍ରଣ ନିମନ୍ତେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତି ଓ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ଭୁବନେଶ୍ୱରଙ୍କ ମିଳିତ ଉଦ୍ୟମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଜିଲ୍ଲା!-->…
Read More...
Read More...