Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଚାଲିପାରୁନି ଗୃହ : ପୁଣି ୪ଟା ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି
ଭୁବନେଶ୍ବର: ସାଢ଼େ ୧୧ଟା ବେଳେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥର ପୁଣି ଚାଷୀ ସମସ୍ୟା ନେଇ ପୁଣି ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଏହାପରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।ସୂଚନାଯୋଗ୍ୟ, ଆଜି ବିଧାନସଭାର ଶୀତକାଳୀନ!-->…
Read More...
Read More...
ବିଶ୍ୱକପ ହକି ନିମନ୍ତେ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ
ସମ୍ବଲପୁର: ଆଗାମୀ ବର୍ଷ ଜାନୁଆରୀ ୧୩ରୁ ୨୯ ପର୍ଯ୍ୟନ୍ତ ଆମ ରାଜ୍ୟର ଭୁବନେଶ୍ୱର ଓ ରାଉରକେଲା ଠାରେ ହକି ବିଶ୍ୱକପ ଅନୁଷ୍ଠିତ ହେବ । ସେଥିପାଇଁ କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଲାଣି । ହକି ବିଶ୍ୱକପ ପାଇଁ ରାଜ୍ୟରେ ହକି ଖେଳର ପ୍ରଚାର ପ୍ରସାର ସହ ଖେଳର ବାତାବରଣ!-->…
Read More...
Read More...
ପୌର ପରିଷଦରେ ଡ୍ରେନ ନିର୍ମାଣ ନେଇ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ପରାମର୍ଶ
ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦର ସର୍କୁଲାର ରୋଡରେ ବହୁ ଅବ୍ୟବସ୍ଥାରେ ଡ୍ରେନ ନିର୍ମାଣ ହେଉଛି । କନ୍ଧମାଳ ଜିଲ୍ଲା ଓ ଫୁଲବାଣୀ ସହରର ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ରାସ୍ତା ଚଉଡା ହେବା ଆବଶ୍ୟକ । ଟାଉନ ପ୍ଲାନିଂ ତଥ୍ୟ ଅନୁସାରେ ୬୬ଫୁଟ ରାସ୍ତା ରହିଛି ଏବଂ ଭିଜନ!-->…
Read More...
Read More...
ଇ- ଶ୍ରମିକ ହିତାଧିକାରୀଙ୍କ ନିମନ୍ତେ ପ୍ରଶିକ୍ଷଣ ଶିବିର
ପାରଳାଖେମୁଣ୍ଡି : କାଶୀନଗର ବ୍ଳକ ସିଧାମଡଙ୍ଗ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଏକ ଇ-ଶ୍ରମିକ ହିତାଧିକାରୀଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଦୁଇ ଦିନ ଧରି ଗଡସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡ ବ୍ରହ୍ମପୁରର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଛି । ଏହି ଶିବିରରେ!-->…
Read More...
Read More...
ପଦ୍ମଶ୍ରୀ ବାବା ବଳିଆଙ୍କ କର କମଳରେ ଉନ୍ମୋଚନ ହେଲା ସଙ୍ଗୀତ “ମୋ ଗଣିଆ’
ଦଶପଲ୍ଲା : - ଗଣିଆର ଐତିହ୍ୟ, ପରମ୍ପରା ଏବଂ ସଂସ୍କୃତିକୁ ନେଇ ବିକାଶ କୁମାରଙ୍କ ଦ୍ୱାରା ରଚିତ ତଥା ମଣିଭଦ୍ରା ଖବରର ପ୍ରଥମ ଅବଦାନ "ମୋ ଗଣିଆ' ସଙ୍ଗୀତ ଉନ୍ମୋଚିତ ହୋଇଯାଇଛି । ରଘୁନାଥ ଜୀଉ ମନ୍ଦିରରେ ଉନ୍ମୋଚନ ଉତ୍ସବରେ ପଦ୍ମଶ୍ରୀ ବାବା ବଳିଆ ଯୋଗଦେଇ ଆନୁଷ୍ଠାନିକ ଭାବେ ମୋ ଗଣିଆ!-->…
Read More...
Read More...
ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା
ଧର୍ମଗଡ: ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କଲେ ଲାଲବାହିନୀ l କଳାହାଣ୍ଡି ଜିଲ୍ଲା ସଦରଥାନା ଯୁଗଶାଇପାଟଣା ଅଞ୍ଚଳ ତଳପଞ୍ଚକୁଲ ଗାଁ ର ଜଣେ ବ୍ୟକ୍ତିକୁ ରାତି ଅଧରେ ଘରୁ ଡାକି ନେଇ ହତ୍ୟା କଲେ ଲାଲବାହିନୀ l ଘଟଣା ସ୍ଥଳରେ ପୋଲିସ ପହଞ୍ଚି କମ୍ବିଂ ଜୋରଦାର କରିଥିବା ବେଳେ ପୋଲିସ!-->…
Read More...
Read More...
ଓଡିଶାର ଦୀର୍ଘସ୍ଥାୟୀ ବିକାଶ ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା ଉଦଘାଟିତ
ସମ୍ବଲପୁର : ଓଡିଶାର ଦୀର୍ଘସ୍ଥାୟୀ ବିକାଶ ପାଇଁ ୨୦୩୦ ସୁଦ୍ଧା ଜାତିସଂଘ ଦ୍ୱାରା ନିର୍ଦ୍ଧାରିତ ୧୭ ଟି ଲକ୍ଷ୍ୟକୁ "ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି ) କିପରି ହାସଲ କରିହେବ ସେ ନିମନ୍ତେ ରାଜ୍ୟ ସରକାର ଯୋଜନା ରଖିଛନ୍ତି । ଏହି ଲକ୍ଷ୍ୟ କିପରି ଜିଲ୍ଳା ସ୍ତରରୁ ହାସଲ କରାଯାଇ ପାରିବ!-->…
Read More...
Read More...
ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ଉଠିଲା ବୃତ୍ତଙ୍ଗ ଦାବି
ଦଶପଲ୍ଲା : ଗତକାଲି ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ । ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ଉଠିଛି ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ଦାବି । ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାର ଜୀବନରେଖା ତଥା ବହୁ ପ୍ରତିକ୍ଷୀତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପ୍ରଶ୍ନ!-->…
Read More...
Read More...
ଗନ୍ଧମାର୍ଦ୍ଦନ ପାହାଡ଼ରେ ପୋଲିସ ମାଓବାଦୀ ଗୁଳି ବିନିମୟ : ଦୁଇ କ୍ୟାଡର ମାଓବାଦୀ ମୃତ
ପାଟଣାଗଡ/ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଗୁରୁବାର ଭୋର ସକାଳେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଦୁଇ କ୍ୟାଡ଼ର ମାଓବାଦୀ ନିହତ ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ ଡିଭିଏଫ ଓ ଏସଓଜି ମିଳିତ ଭବେ ବୁଧବାର ରାତିରୁ!-->…
Read More...
Read More...
ଦୁଇଟି ବାଇକ୍ ଓ ସାଇକେଲକୁ ଜାଲି ଦେଲେ ଦୁର୍ବୃତ୍ତ
ପୁରୀ : ପୁରୀରେ ବିଳମ୍ୱିତ ରାତିରେ ଦୂର୍ବୃତ୍ତଙ୍କ ଆତଙ୍କରାଜ । ପୁରୀ ସଦର ଥାନା ଅନ୍ତର୍ଗତ ନୀଳଚକ୍ର ନଗରରେ ଦୁଇଟି ବାଇକ ଓ ସାଇକେଲରେ ପେଟ୍ରୋଲ ଢ଼ାଳି ଲଗାଇଦେଲେ ନିଆଁ ।ବୁଧବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ନୀଳଚକ୍ର ନଗରର ସଞ୍ଜୟ କୁମାର ଦାସଙ୍କ ବାଇକ ଓ ସାଇକେଲରେ ଦୁର୍ବୃତ୍ତ!-->…
Read More...
Read More...