Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ହୋଟେଲରୁ ପର୍ଯ୍ୟଟକ ନିଖୋଜ
ପୁରୀ : ହୋଟେଲରୁ ପର୍ଯ୍ୟଟକ ନିଖୋଜ । ପୁରୀ ସମୁଦ୍ର କୂଳ ଥାନା ଚକ୍ରତୀର୍ଥ ରୋଡରେ ଥିବା ହୋଟେଲ ଶାନ୍ତି ପ୍ୟାଲେସରୁ ଜଣେ ୧୮ ବର୍ଷୀୟା ଯୁବତୀ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ବୁଧବାର ସକାଳେ ଯୁବତୀ ଜଣକ ହୋଟେଲ ବାହାରକୁ ଆସିଥିବା ବେଳେ ଆଉ ରୁମକୁ ଫେରିନଥିବା ଅଭିଯୋଗ ହୋଇଛି!-->…
Read More...
Read More...
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ମୃତ ସୌମ୍ୟଶେଖର ମାଁଙ୍କ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଶେଷ
ପାଟଣାଗଡ଼: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲରେ ଗତକାଲି ୧୩ ନମ୍ବର ସାକ୍ଷୀ ଭାବରେ ମୃତ ସୌମ୍ୟଶେଖରଙ୍କ ମାଁ ସଂଯୁକ୍ତା ସାହୁ ଅତିରିକ୍ତି ଜିଲ୍ଲା ଦୌରା ଜଜରେ ସାକ୍ଷ୍ୟ ଗ୍ରହଣ ଦେଇଥିଲେ । କୋର୍ଟର ସମୟ ପ୍ରକ୍ରିୟା ସରିଯାଇଥିବାରୁ ଶ୍ରୀମତୀ ସାହୁ ଏହି ମାମଲା!-->…
Read More...
Read More...
ରଟିଙ୍ଗିଆ ପଞ୍ଚାୟତରେ ବିଶ୍ୱ ପାଇଖାନା ଦିବସ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ରଟିଙ୍ଗିଆ ପଞ୍ଚାୟତ ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ବିଶ୍ୱ ପାଇଖାନା ଦିବସର ସାପ୍ତାହିକ ପାଳନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମୀଣ ଜଳ ଯୋଗାଣ ଓ ସ୍ୱଚ୍ଛତା କନିଷ୍ଠ ଯନ୍ତ୍ରୀ ନରେଶ କୁମାର ପ୍ରଧାନ, ସ୍ୱେଚ୍ଛାସେବୀ ତଥା ମୋ ସ୍କୁଲ୍!-->…
Read More...
Read More...
ପୁରୁଣାକଟକଠାରେ ବସ ମାଲିକ ସଂଘର ବୈଠକ
ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଠାରେ ଘରୋଇ ବସ ମାଲିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ, ଫୁଲବାଣୀ, ଦଶପଲ୍ଲା ଓ ଆଠମଲ୍ଲିକର ଘରୋଇ ବସ ମାଲିକ ସଂଘର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଫୁଲବାଣୀର ସଭାପତି ଟୁଲୁ ପଟ୍ଟନାୟକ, ବୌଦ୍ଧର ସେକ ସମିମୁଲ୍ଲାଙ୍କ ସମେତ ପ୍ରାୟ ତିରିଶ!-->…
Read More...
Read More...
ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ
ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାଡର ନିରୀକ୍ଷକ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ସତ୍ୟବାଦୀ ଥାନା ଅଧୀନ ପଟ୍ଟନାୟିକା ଛକଠାରେ ଚଢ଼ାଉ କରି ରମେଶ ଚନ୍ଦ୍ର ପ୍ରଧାନ(୩୨)ଙ୍କୁ ଗିରଫ କରି ତାଙ୍କଠାରୁ!-->…
Read More...
Read More...
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି କର୍ମୀଙ୍କ ଗଣ ଧାରଣା
ଫୁଲବାଣୀ: କନ୍ଧମାଳ ଜିଲ୍ଲାର କାର୍ଯ୍ୟରତ ସମସ୍ତ ଅଙ୍ଗନବାଡି କର୍ମୀ ଆଜି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଅଙ୍ଗନବାଡି କର୍ମୀମାନେ ଧାରଣାରେ ବସିଛନ୍ତି । କାରଣ ରାଜ୍ୟରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀମାନେ ୨୦୨୧ କୋଭିଡ ମହାମାରୀ ଭଳି ସମୟରେ ନିଜ ଜୀବନକୁ ବାଜି!-->…
Read More...
Read More...
ଅଇଁଠାପାଲି ଥାନାରେ ରକ୍ତଦାନ ଶିବିର
ସମ୍ବଲପୁର:ସମ୍ବଲପୁର ଓ ବୁର୍ଲାର ବିଭିନ୍ନ ସରକାରୀ ଓ ଘରୋଇ ହସ୍ପିଟାଲ ମାନଙ୍କରେ ଚିକିତ୍ସାଧୀନ ରୋଗୀଙ୍କ ପାଇଁ ନିରନ୍ତର ରକ୍ତର ଚାହିଦାକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ପୁଲିସ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ସ୍ଥାନୀୟ ଅଇଁଠାପାଲି ଥାନାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।!-->…
Read More...
Read More...
ଜଗନ୍ନାଥ ଏକ୍ସପ୍ରେସରେ ଡକାୟତି ଓ ଛୁରା ମାଡ ଘଟଣାରେ ୨ ଗିରଫ
ପୁରୀ : ଜଗନ୍ନାଥ ଏକ୍ସପ୍ରେସରେ ଡକାୟତି କରିବା ସହ ଛୁରା ମାଡ ଘଟଣାରେ ଗିରଫ ହେଲେ ଦୁଇ ଅଭିଯୁକ୍ତ । ପୁରୀ ଜିଆରପି ଓ ଆରପିଏଫ ପକ୍ଷରୁ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ବୋଲୋଗଡ ଅଞ୍ଚଳର ରାକେଶ ରଞ୍ଜନ ମଲ୍ଲିକ ଓ ପୁରୀ କୁମ୍ଭାରପଡ଼ାର ବିକାଶ!-->…
Read More...
Read More...
୪୫ ଗ୍ରାମ ବ୍ରାଉନ ସୁଗାର ଜବତ, ୨ ଗିରଫ
ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ କୋଣାର୍କ ଅବକାରୀ ଥାନା ଉପ-ନିରୀକ୍ଷକ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ଗୋପ ଥାନା ଅଧୀନ ଗୋଠ ଚୌକ ଛକ ଠାରେ ଚଢ଼ାଉକରି ବାୟାଳିଶିବାଟି ଗ୍ରାମର ଦୁଇ ଜଣ ହେରୋଇନ ବ୍ୟବସାୟୀ ତ୍ରିନାଥ ଭୋଇ(୩୨)!-->…
Read More...
Read More...
ବାଇଶିପଲ୍ଲୀ ଅଂଚଳରେ ଅନୁଷ୍ଠିତ ହେଲା ସ୍ୱାସ୍ଥ୍ୟମେଳା
ଦଶପଲ୍ଲା : ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଓଡିଶା ଦ୍ୱାରା ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ନୟାଗଡ଼ ଜିଲ୍ଲାର ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ବଡ଼ଶିଲିଙ୍ଗା ଉପକେନ୍ଦ୍ର ଠାରେ ଆଜି ଉପକେନ୍ଦ୍ର ସ୍ତରୀୟ ସ୍ୱାସ୍ଥ୍ୟମେଳା ଆୟୋଜିତ ହୋଇଥିଲା ।!-->…
Read More...
Read More...