Browsing Category

ରାଜ୍ୟ

କଣ୍ଟାବାଞ୍ଜି ଜିଲ୍ଲା ଦାବୀରେ ବନ୍ଦ ପାଳନ

ବଲାଙ୍ଗୀର: ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବାକୁ ବିଜେପି ସୁପ୍ରିମୋ ପ୍ରତିଶ୍ରୁତି ଦେବା ପରେ ଆଉ କେତେକ ସ୍ଥାନରେ ମଧ୍ୟ ସମାନ ଦାବିକୁ ନେଇ ଆନ୍ଦୋଳନ ଆରମ୍ଭ ହୋଇଛି । କଂଟାବାଞ୍ଜି ଜିଲ୍ଲା ଦାବୀରେ କଂଟାବାଞ୍ଜି ଓ ଆଖପାଖ ଅଞ୍ଚଳରେ ଆଜି ଜିଲ୍ଲା ଦାବୀରେ ୧୨ ଘଣ୍ଟିଆ ବନ୍ଦ ପାଳନ
Read More...

ସୁଖଦ ମୃତ୍ୟୁ : ନାମ ସଂକୀର୍ତ୍ତନ୍ୟ କରୁ କରୁ ଲିଭିଗଲା ଜୀବନଦୀପ

ସୋନପୁର : ବରଗଡ଼ ଜିଲ୍ଲା ଟୁକୁରା ଗାଁରେ ଚାଲିଥିଲା ସତସଙ୍ଗ କାର୍ଯ୍ୟକ୍ରମ । ସତସଙ୍ଗ କାର୍ଯ୍ୟକ୍ରମ ଯଜ୍ଞର ପୂର୍ଣ୍ଣାହୁତି ବି ପଡି ସାରିଥିଲା । ମୁଖ୍ୟ ପୂଜକ ତଥା ପ୍ରସିଦ୍ଧ ପାରାୟଣ ଓ କୀର୍ତ୍ତନ୍ୟ ଗାୟକ ମହାମନ୍ତ୍ର ହରେ କୃଷ୍ଣ ହରେ ରାମ ବୋଲାଉଥିଲେ ।ମହାମନ୍ତ୍ର ଜୟ ଜଗଦୀଶ ହରେ ସ୍ୱରରେ
Read More...

ତାରା ତାରିଣୀ ମହାବିଦ୍ୟାଳୟରେ ଯୁବ ଭୋଟର ପଞ୍ଜୀକରଣ ସଚେତନତା କାର୍ଯ୍ୟକ୍ରମ

ଗଞ୍ଜାମ:ପୁରୁଷୋତ୍ତମପୁର ସହର ସ୍ଥିତ ତାରା ତାରିଣୀ ମହାବିଦ୍ୟାଳୟରେ ଯୁବ ଭୋଟର ପଞ୍ଜୀକରଣ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୀମାଞ୍ଚଳ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୁରୁଷୋତ୍ତମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର
Read More...

ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରେ ଆଣ୍ଟି ରାଗିଂ କମିଟି ଗଠନ ନିମନ୍ତେ ବୈଠକ

ଗଞ୍ଜାମ/ବ୍ରହ୍ମପୁର:ବ୍ରହ୍ମପୁର ପୋଲିସ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ବ୍ରହ୍ମପୁର ପୋଲିସ ଏବଂ ବ୍ରହ୍ମପୁର ର ବିଭିନ୍ନ ମହାବିଦ୍ୟାଳୟର ପ୍ରିନସିପାଲ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ୨୯ଟି କଲେଜର ପ୍ରିନସିପାଲ ଏବଂ ଆଣ୍ଟି ରାଗିଂ କମିଟିର କିଛି ସଦସ୍ୟ ଯୋଗ ଦେଇଥିଲେ ।
Read More...

ଆଠ ଦଫା ଦାବି ନେଇ ଅଙ୍ଗନବାଡି କର୍ମୀ ମାନଙ୍କ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଠାରେ ଭାରତୀୟ ମଜଦୂର ସଙ୍ଘ ସହ ଅନୁବନ୍ଧିତ ଅଲ ଓଡ଼ିଶା ଅଙ୍ଗନବାଡି ଲେଡିଜ ୱାକର୍ସ ଆସୋସିଏସନ ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଶାଖା ପକ୍ଷରୁ ୮ ଦଫା ଦାବି ନେଇ ବିଶାଳ ଶୋଭାଯାତ୍ରାରେ ବାହାରି ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
Read More...

ଶୀତକାଳୀନ ଅଧିବେଶନ ଆରମ୍ଭ : ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ, ୫ଟା ଯାଏଁ ମୁଲତବୀ

ଭୁବନେଶ୍ୱର : ବିଧାନସଭା ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ଗୃହ କାର୍ଯ୍ୟ ପ୍ରାରମ୍ଭର ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଆଗତ ହୋଇଛି ଶୋକ ପ୍ରସ୍ତାବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ
Read More...

ବରିଷ୍ଠ ନାଗରିକ ମାନଙ୍କ ବୈଠକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନା ପରିସରରେ ବରିଷ୍ଠ ନାଗରିକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ଗଜପତି ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ଏହି ବୈଠକରେ ଗଜପତି ଜିଲ୍ଲାପାଳ
Read More...

ଜିଲ୍ଲା ଗଠନ ଦାବୀରେ ୧୨ଘଣ୍ଟିଆ ଟିଟିଲାଗଡ ବନ୍ଦ

ବଲାଙ୍ଗୀର : ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଡାକରାରେ ଟିଟିଲାଗଡ ସହର, ସଇଁତଲା ଓ ଆଖପାଖ ଅଞ୍ଚଳରେ ବନ୍ଦ ରହିଛି ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ । ୬ରୁ ସନ୍ଧ୍ୟା ୬ ଯାଏ ୧୨ଘଣ୍ଟିଆ ବନ୍ଦ ଯୋଗୁଁ ଯାତାୟତ ସମେତ ସାଧାରଣ ଗତିବିଧି ଅଟକି ଯାଇଛି । ପରୀକ୍ଷା ଚାଲୁଥିବା ସ୍କୁଲ,
Read More...

ଗଜପତି ଉତ୍ସବ ପାଇଁ ସାଂସ୍କୃତିକ କମିଟିର ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି : ଆସନ୍ତା ଜାନୁୟାରୀ ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଗଜପତି ଜିଲ୍ଲା ସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହେବ । ଏଥି ନିମନ୍ତେ ପୂର୍ବ ନିଷ୍ପତ୍ତି କ୍ରମେ ସବୁ କାର୍ଯ୍ୟକ୍ରମ ନିମନ୍ତେ ବିଭିନ୍ନ କମିଟି ଗଠନ କରାଯିବ । ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ସମସ୍ତ
Read More...

ବାଲିଗୁଡ଼ାରେ ଜଳ କଷ୍ଟ : ତିନି ଦିନ ହେଲା ସହରରେ ବନ୍ଦ ରହିଛି ଜଳ ଯୋଗାଣ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧିକାଂଶ ସମୟରେ ଜଳ କଷ୍ଟ ଦେଖିବାକୁ ମିଳୁଛି । ସହର ପାଇଁ ଏ ସମସ୍ୟା ନୁଆ ନୁହେଁ । ଖରା, ବର୍ଷା, ଶୀତ ସବୁ ବେଳେ ସମାନ ପରିସ୍ଥିତି । ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁନଥିବା ବେଳେ କର୍ମଚାରୀ ମାନଙ୍କୁ ସମସ୍ୟା
Read More...