Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଧାନସଭାରୁ ହଟିଲା କୋଭିଡ କଟକଣା
ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ସୁପରିଚାଳନା ନେଇ ବାଚସ୍ପତିଙ୍କ ଅଧକ୍ଷତାରେ ସର୍ବଦଳୀୟ ବୈଠକ ଶେଷ ହୋଇଛି । ସର୍ବଦଳୀୟ ବୈଠକ ପରେ ବାଚସ୍ପତି ବିକ୍ରମ ଆରୁଖ କହିଛନ୍ତି ଯେ ରାଜ୍ୟରେ ଥିବା କୋଭିଡ କଟକଣା ହଟିଥିବା ହେତୁ ପୂର୍ବ ଅପେକ୍ଷା ବିଧାନସଭା ଅବଧି ୧ ଘଣ୍ଟା ବୃଦ୍ଧି ହୋଇଛି ।!-->…
Read More...
Read More...
ମହୁମାଛି ଆକ୍ରମଣରେ ବୃଦ୍ଧ ଗୁରୁତର
ବାଲିଗୁଡ଼ା:ଜଙ୍ଗଲରେ ଗାଈ ଚରାଇବାକୁ ଯାଇଥିବା ବେଳେ ଅଘଟଣ । ମହୁମାଛି ଆକ୍ରମଣରେ ବୃଦ୍ଧ ଗୁରୁତର । ଏଭଳି ଘଟଣା ଘଟିଛି ଦାରିଙ୍ଗବାଡ଼ି ଥାନା ଶ୍ରୀପଙ୍କା ଗ୍ରାମରେ । ଗୁରୁତର ବୃଦ୍ଧ ଜଣକ ହେଲେ ଦାରିଙ୍ଗବାଡ଼ି ଥାନା ଶ୍ରୀପଙ୍କା ଗ୍ରାମର ପିରସି ପ୍ରଧାନ (୬୫) । ଗୁରୁତର ଅବସ୍ଥାରେ ତାଙ୍କୁ!-->…
Read More...
Read More...
ଘୁମରେଶ୍ୱର ଶୈବ ପୀଠରେ ଡେନମାର୍କ ଦେଶର ବିଦେଶୀ ପର୍ଯ୍ୟଟକ
ନବରଙ୍ଗପୁର:- ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଝରିଗୁମା ଗ୍ରାମପଞ୍ଚାୟତ ନିକଟସ୍ଥ ପ୍ରସିଦ୍ଧ ଘୁମରେଶ୍ୱର ଶୈବ ପୀଠ ଠାରେ ବିଦେଶୀ ପର୍ଯଟକଙ୍କୁ ଦେଖିବାକୁ ମିଳିଛି । ୟୁରୋପ ମହାଦେଶର ଡେନମାର୍କ ସହରର ଦିହାନେ ଆଣ୍ଡ୍ରେସନ ଓ ଛତିଶଗଡ଼ ରାଜ୍ୟ ଅନ୍ତର୍ଗତ ଗାଇଡ଼ ବୟ ଇବ୍ରାହିମ ବାଘ!-->…
Read More...
Read More...
ଅଲାରନାଥ ମନ୍ଦିର ବିକାଶ ପାଇଁ ୮ କୋଟି ଟଙ୍କା ମଞ୍ଜୁର,ମନ୍ଦିର ଉନ୍ନୟନ କମିଟି ସହ କଥା ହେଲେ ମୁଖ୍ୟମନ୍ତ୍ରୀ
ପୁରୀ : ବ୍ରହ୍ମଗିରି ଅଲାରନାଥ ମନ୍ଦିରର ଉନ୍ନୟନ ପାଇଁ ୮ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନରେ ଓସୱାନ କନଫେରେନ୍ସ ହଲରେ ଭିଡିଓ କନଫେରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅଲାରନାଥ ମନ୍ଦିର ଉନ୍ନୟନ ପ୍ରକଳ୍ପ ର ବ୍ଲୁ!-->…
Read More...
Read More...
କୁମ୍ଭାରୀପଦର ଗ୍ରାମରେ ଭୂସ୍ଖଳନ ଘଟଣା : ସ୍ଥାୟୀ ଥଇଥାନ ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ବାଲିଗୁଡ଼ା:ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ପଞ୍ଚାୟତ କୁମ୍ଭାରୀପଦର ଗ୍ରାମରେ ବାରମ୍ବାର ଭୂସ୍ଖଳନ ଯୋଗୁଁ ଗ୍ରାମବାସୀ ମାନେ ବିପଦ ସଂକୁଳ ଅବସ୍ଥାରେ ଗ୍ରାମରେ ରହୁଛନ୍ତି । ଭୂସ୍ଖଳନ ସ୍ଥାନକୁ ପ୍ରଶାସନ ନିଜ ଅକ୍ତିଆରକୁ ନେଇ ନିସିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ପ୍ରଶାସନ ତରଫରୁ!-->…
Read More...
Read More...
ଦାରିଙ୍ଗବାଡ଼ିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣୀ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାପାଳ ଡଃ ଆଶିଷ ଈଶ୍ୱର ପାଟିଲ ଓ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଆଜି ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦାରିଙ୍ଗବାଡ଼ି!-->…
Read More...
Read More...
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ସୁବର୍ଣ୍ଣପୁର: ଆଜି ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଡୁଙ୍ଗୁରିପାଲି ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ!-->…
Read More...
Read More...
ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ରାଧାମୋହନ ମହାପାତ୍ର
ଫୁଲବାଣୀ : ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ରାଧାମୋହନ ମହାପାତ୍ର । କନ୍ଧମାଳ ଜିଲ୍ଲା ପାଇଁ ତଥା କନ୍ଧମାଳ ଜିଲ୍ଲାର ପ୍ରତିଟି ଜନ ସାଧାରଣଙ୍କ ପାଇଁ ନିଜ ଜୀବନକୁ ସମର୍ପି ଦେଇଥିବା କନ୍ଧମାଳର ମଉଡମଣୀ ତଥା କନ୍ଧମାଳ ପିପୁଲସ ଫୋରମ ସଭାପତି, ଯୁବ ସମାଜସେବୀ ,ଦକ୍ଷ ସଂଗଠକ, ଲେଖକ ତଥା!-->…
Read More...
Read More...
ପ୍ରଥମ ବୀରମହାରାଜପୁର ହକି କପ୍ : ଗିନ୍ଦିଲାମାଲକୁ ହରାଇ ସିଣ୍ଢୋଲ ଚାମ୍ପିୟନ
ସୁବର୍ଣ୍ଣପୁର: ଜିଲ୍ଲାର ବୀରମହାରାଜପୁର ସ୍ଥିତ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମଠାରେ ରବିବାର ଏକ ଦିବସୀୟ ବୀରମହାରାଜପୁର ହକିକପ୍ ଅନୁଷ୍ଠିତ ହୋଇଯାଇଛି । ଫାଇନାଲରେ ଗିନ୍ଦିଲାମାଲକୁ ହରାଇ ସିଣ୍ଢୋଲ ଚାମ୍ପିୟନ ହୋଇଛି । ବୀରମହାରାଜପୁର ରାଜସ୍ୱ ଅଧିକାରୀ ଅଜିତ କୁମାର ମିର୍ଦ୍ଧା ମୁଖ୍ୟ!-->…
Read More...
Read More...
ନ୍ୟାଯ୍ୟ ଦାବୀ ନେଇ ଗର୍ଜିଲା କୁଇ ସମାଜ ସମନ୍ୱୟ ଓ ନିଖିଳ ଓଡିଶା ଆଦିବାସୀ ସମନ୍ୱୟ ସମିତି
ଫୁଲବାଣୀ : କନ୍ଧମାଳ ଜ଼ିଲ୍ଲା ଫୁଲବାଣୀ ସଦର ମହକୁମାରେ ଆଦିବାସୀ ପ୍ରତିଷ୍ଠା ଦିବସ ନିଖିଳ ଓଡିଶା ଆଦିବାସୀ ସମନ୍ୱୟ ଓ କୁଇ ସମାଜ ସମିତି ମିଳିତ ଭାବେ ପାଳନ କରିଛନ୍ତି । ଏହି ପ୍ରତିଷ୍ଠା ଦିବସରେ ଆଦିବାସୀଙ୍କ ହିତ ନିମନ୍ତେ ନ୍ୟାଯ୍ୟ ଦାବୀ ନେଇ ଜ଼ିଲ୍ଲାର ସମସ୍ତ ବ୍ଲକର ଆଦିବାସୀ ପୁରୁଷ ଓ!-->…
Read More...
Read More...