Browsing Category

ରାଜ୍ୟ

କଲେଜ ଛାତ୍ରୀଙ୍କ ଉପରେ ମାଡିଗଲା କାର, ତିନି ଗୁରୁତର

ଗଞ୍ଜାମ:ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତବ୍ରହ୍ମପୁର ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଗତକାଲି ଭାବନ୍ଦ ଗ୍ରାମ ଛକଠାରେ କାର ନଂ: OD -07-N-2936 ଦ୍ରୁତ ଗତିରେ ଆସି ରାସ୍ତା ପାଶ୍ୱର୍ରେ ଥିବା ଏକ ପାନ ଦୋକାନ ମଧ୍ୟକୁ ପଶିଯାଇଥିଲା । ସେହିଁ ସମୟରେ ସାଇକେଲରେ ନରେନ୍ଦ୍ରପୁର କ୍ଷେତ୍ର ମୋହନ
Read More...

୧୬ ଦାଦନ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଗିରଫ

ଖପ୍ରାଖୋଲ : ଦାଦନ ଶ୍ରମିକ ଚାଲାଣ ବେଳେ ୧୬ ଜଣଙ୍କୁ ଉଦ୍ଧାର କଲା ଖପ୍ରାଖୋଲ ପୋଲିସ । ସେମାନଙ୍କ ମଧ୍ୟରେ ୫ ଜଣ ପୁରୁଷ, ୫ ଜଣ ମହିଳାଙ୍କ ସମେତ ଜଣେ ନାବାଳିକା ଝିଅ ଏବଂ ୫ ଜଣ ଶିଶୁ ରହିଥିବା ସୂଚନା ମିଳିଛି । ମୁଖ୍ୟ ସର୍ଦ୍ଦାର ପଞ୍ଚା ସୁନା ଗିରଫ । ଅନ୍ୟ ଜଣେ ସର୍ଦ୍ଦାରକୁ ଅଟକ ରଖାଯାଇଛି
Read More...

ମହୁମାଛି ଆକ୍ରମଣରେ ଜଣେ ମୃତ

ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଝାଡବନ୍ଧଗୁଡା ପଞ୍ଚାୟତ ଅନ୍ତର୍ଗତ ଉସୁରିପଦର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ମହୁ ମାଛି ଆକ୍ରମଣରେ ଯୁଧିଷ୍ଠିର ଅମନାତ୍ୟ ନାମକ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଅପରାହ୍ନ ୪ ଘଣ୍ଟା ସମୟରେ ଯୁଧିଷ୍ଟିର ନିଜ ଖଳା ରୁ ଧାନ ନେଇ ଏକ
Read More...

କୋରେଇରେ ଲାଇନଚ୍ୟୁତ ହୋଇ ପ୍ଲାଟଫର୍ମକୁ ମାଡ଼ିଗଲା ମାଲଗାଡ଼ି: ଚାଲିଗଲା ୪ଜଣଙ୍କ ଜୀବନ

ଯାଜପୁର: ଯାଜପୁର ଜିଲ୍ଲାର କୋରେଇରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଛି। ଏଠାରେ ଏକ ମାଲ୍ ଗାଡି ଲାଇନଚ୍ଯୁତ ହୋଇ ପ୍ଲାଟଫର୍ମକୁ ମାଡ଼ିଯାଇଛି। ଏହାଫଳରେ ପ୍ଲାଟଫର୍ମରେ ଥିବା ୪ ଜଣ ଯାତ୍ରୀଙ୍କର ମୃତ୍ଯୁ ହୋଇଥିବା ଜଣାଯାଇଛି। ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାଯାଇଛି।
Read More...

ବିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବାହାଘରରୁ ଫେରୁଥିଲେ ଧକ୍କା ଦେଲା ଟ୍ରକ, ୧୦ ମୃତ

ପାଟନା : ବିହାରରୁ ସଡ଼କ ଦୁର୍ଘଟଣାର ଏକ ବଡ ଖବର ସାମ୍ନାକୁ ଆସିଛି । ବୈଶାଲୀ ଜିଲ୍ଲାରେ ରବିବାର ସଂଧ୍ୟାରେ ମହନାର-ହାଜିପୁର ମୁଖ୍ୟ ରାସ୍ତାର ଦେସରୀ ଥାନା ଅନ୍ତର୍ଗତ ସୁଲ୍‌ତାନପୁର ୨୮ ଟୋଲ ନିକଟରେ ଏକ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ୧୫ଜଣଙ୍କ ଉପରେ ମାଡି ଯାଇଛି । ଏହି ମର୍ମନ୍ତୁଦ
Read More...

ଗଜପତି ଜିଲ୍ଲା ମିଳିତ ଶିକ୍ଷକ ସମନ୍ୱୟ ସମିତିର ୩ଦଫା ଦାବିପତ୍ର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ରାଜ ନହର ଛକ ଠାରୁ ଗଜପତି ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଓଡ଼ିଶାର ଡାକରା କ୍ରମେ ପାରଳାଖେମୁଣ୍ଡି ଶାଖା
Read More...

ମିଳିତ ଶିକ୍ଷକ ସମନ୍ୱୟ ସମିତିର ୩ଦଫା ଦାବିପତ୍ର

ଫୁଲବାଣୀ : ରାଜ୍ୟ ନୂତନ ପେନସନ ଅନ୍ତର୍ଗତ ଶିକ୍ଷକ ସଙ୍ଗଠନର ନିଷ୍ପତ୍ତି ଅନୁସାରେ ଫୁଲବାଣୀ ବ୍ଲକ ଅନ୍ତର୍ଗତ ନୂତନ ପେନସନ ଅନ୍ତର୍ଗତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀ, ଇଲିମେଣ୍ଟାରୀ ପ୍ରାଥମିକ ଶିକ୍ଷା
Read More...

ଜୈବିକ ସାର ପ୍ରସ୍ତୁତି ପାଇଁ ୫ଟି ଦଳକୁ ଚେକ ପ୍ରଦାନ

ଖପ୍ରାଖୋଲ,୨୦/୧୧: ସ୍ଥାନୀୟ ବ୍ଲକ ସଭା ଗୃହ ଠାରେ କୃଷି ସମ୍ବନ୍ଧୀୟ ବ୍ଲକସ୍ତରୀୟ ବୈଷୟିକ କମିଟିର ବୈଠକ ବିଡିଓ ରଶ୍ମିରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ଲକ କୃଷି ଅଧିକାରୀ ଡମ୍ବରୁଧର ମେହେର କୃଷି ସମ୍ବନ୍ଧୀୟ ବିବରଣୀ ପଠନ କରିଥିବାବେଳେ ଉଦ୍ୟାନ ବିଭାଗ,
Read More...

ମାଟିଖାଇ ଛକରୁ ୫ ଦାଦନ ଶ୍ରମିକ ଉଦ୍ଧାର କଲା ଖପ୍ରାଖୋଲ ପୋଲିସ

ଖପ୍ରାଖୋଲ : ଖପ୍ରାଖୋଲ ଥାନା ମାଟିଖାଇ ଛକ ଠାରୁ ପୋଲିସ ଚଢ଼ଉ କରି ପାଞ୍ଚ ଜଣ ଦାଦନ ଶ୍ରମିକଙ୍କୁ ରବିବାର ସକାଳେ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁସାରେ ମାଟିଖାଇ ଗାଁର କିଛି ଶ୍ରମିକ ଦାଦନ ଯାଉଥିବା ଖବର ପାଇ ପୁଲିସ ଏକ ଯାତ୍ରୀ ବାହୀ ବସରୁ ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିଲା ।
Read More...

ଦାରିଙ୍ଗବାଡ଼ିଠାରେ ବ୍ଲକସ୍ତରୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ହିଲଭିଉ ସମ୍ମୁଖ ପଡ଼ିଆଠାରେ ଜନ ଜାତି ଗୌରବ ଦିବସ ଉପଲକ୍ଷେ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଭଳିବଲ ପ୍ରତିଯୋଗିତା ହୋଇଯାଇଛି । ଏଥିରେ ୨୫ ଗୋଟି ପଞ୍ଚାୟତର ସର୍ବମୋଟ ୨୮ ଗୋଟି ଟିମ ଭାଗ ନେଇଥିଲେ । ଏହାକୁ
Read More...