Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଖପ୍ରାଖୋଲ ପୋଲିସର ଚଢାଉ, ୧୮ ଦାଦନ ଶ୍ରମିକ ଉଦ୍ଧାର
ଖପ୍ରାଖୋଲ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପୋଲିସ ଶନିବାର ଅପରାହ୍ନରେ ଚଢାଉ କରି ୧୮ ଦାଦନ ଶ୍ରମିକ ଉଦ୍ଧାର କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଖପ୍ରାଖୋଲ ପୋଲିସ ପେଟ୍ରୋଲିଂ କଲା ବେଳେ ହରିଶଙ୍କର ଛକ ନିକଟରେ ଏକ କ୍ରୁଜର ଗାଡ଼ି ( ଓଡି ୧୭ ସି ୦୮୨୩ )ରେ କିଛି ଶ୍ରମିକ ଥିବା ଦେଖି!-->…
Read More...
Read More...
ସୁବର୍ଣ୍ଣ ଜଯନ୍ତୀ ଉପଲକ୍ଷେ ପାରମ୍ପାରିକ ଝୋଟି ଓ ପିଠା ପ୍ରତିଯୋଗୀତା
ନବରଙ୍ଗପୁର : ନବରଙ୍ଗପୁର କଲେଜର ୫୦ତମ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ପାଳନ ହେବାକୁ ଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ଝୋଟି ଓ ପିଠା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର କଲେଜ ପରିସରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପୁରାତନ ଛାତ୍ରୀ ମାନେ ଅଂଶ ଗ୍ରହଣ କରି!-->…
Read More...
Read More...
କଳାବ୍ୟାଜ କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ ଭାବେ ଶେଷ
ଫୁଲବାଣୀ: ରାଜ୍ୟ ନେତୃମଣ୍ଡଳୀଙ୍କ ଆହ୍ୱାନ କ୍ରମେ କନ୍ଧମାଳ ଜ଼ିଲ୍ଳାର ବ୍ଲକଠାରୁ ଆରମ୍ଭ କରି ସଦରମହାକୁମା ତଥା ଜିଲ୍ଳା ଭିତରେ ଥିବା ସରକାରୀ ଦପ୍ତରରେ ବିଭିନ୍ନ ବିଭାଗର ସବୁ ବର୍ଗର ଆଉଟସୋର୍ସିଂ କର୍ମଚାରୀ ଶାନ୍ତିଶୃଙ୍ଖଳାର ସହ ତା.୧୪.୧୧. ୨୦୨୨ରିଖ ଠାରୁ ସୁଚାରୁରୂପେ କଳାବ୍ୟାଜ ପରିଧାନ!-->…
Read More...
Read More...
ନିସ୍ନାହାଣ୍ଡି ଗ୍ରାମରେ ବିଶ୍ୱ ପାଇଖାନା ଦିବସ ପାଳିତ
ନନ୍ଦାହାଣ୍ଡି:ପରିମଳ ବିଭାଗ ନନ୍ଦାହାଣ୍ଡି ତରଫରୁ ୧୯ ନଭେମ୍ବର ବିଶ୍ୱ ପାଇଖାନା ଦିବସ ପାଳିତ ହୋଇଯାଇଛି ଏହି ଅବସରରେ ନନ୍ଦାହାଣ୍ଡି ବ୍ଲକ ନିସ୍ନାହାଣ୍ଡି ପଞ୍ଚାୟତ ସଦର ଗ୍ରାମରେ ସ୍ୱଚ୍ଛତାର ଦୌଡ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ନନ୍ଦାହାଣ୍ଡି ବ୍ଲକ ଗୋଷ୍ଠି ଉନ୍ନୟନ!-->…
Read More...
Read More...
ଜିଲ୍ଲାପାଳଙ୍କ ଅଭିନବ ପଦକ୍ଷେପ : ବ୍ଲକ ସ୍ତରରେ ସମସ୍ତ ବିଭାଗୀୟ ସ୍କିମ୍ର ସଫଳ ରୂପାୟନ ପାଇଁ ଜିଲ୍ଲାସ୍ତରୀୟ ସମନ୍ନୟ…
ଭବାନୀପାଟଣା: ଆଜି ସ୍ଥାନୀୟ ଟାଉନ୍ ହଲ୍ ଠାରେ ଜିଲ୍ଲପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ଥର ପାଇଁ ବ୍ଲକ ସ୍ତରରେ ବିଭିନ୍ନ ବିଭାଗୀୟ ସ୍କିମର ସଫଳ ରୂପାୟନ ପାଇଁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ!-->…
Read More...
Read More...
୫ ମାସ ହେଲା ଦରମା ପାଇନଥିବା ଗ୍ରାମ ରୋଜଗାର ସେବକଙ୍କ ଦାବିପତ୍ର ପ୍ରଦାନ
ଖପ୍ରାଖୋଲ,୧୯/୧୧: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ଗ୍ରାମ ରୋଜଗାର ସେବକମାନେ ୫ ମାସ ହେଲା ଦରମା ପାଇନଥିବା ଅଭିଯୋଗ ହୋଇଛି । ସାତ ଦିନ ମଧ୍ୟରେ ପାଉଣା ନମିଳିଲେ କାର୍ଯ୍ୟବନ୍ଦ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ରାଉତଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।!-->…
Read More...
Read More...
ତିନି ଦଫା ଦାବିରେ ବିଇଓଙ୍କୁ ଦାବିପତ୍ର ପ୍ରଦାନକଲେ ପ୍ରାଥମିକ ଶିକ୍ଷକ ସଂଘ
ନନ୍ଦାହାଣ୍ଡି,୧୯/୧୧- ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଳକର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ତିନି ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ସଂଘର କାର୍ଯ୍ୟକାରୀ ସଭାପତି ଭୁବନେଶ ନାୟକଙ୍କ ନେତୃତ୍ୱରେ ଡଙ୍ଗରଭେଜା!-->…
Read More...
Read More...
ପ୍ରାଥମିକ ଶିକ୍ଷକ ସଂଘର ୩ ଦଫା ଦାବି ପତ୍ର ପ୍ରଦାନ
ବୌଦ୍ଧ,୧୯/୧୧- ବୌଦ୍ଧ ବ୍ଲକ ପ୍ରାଥମିକ ଶିକ୍ଷକ (ଏନପିଏସ) ସଂଘର ସଭାପତି ରାଜକୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ବୌଦ୍ଧ ଟାଉନହଲ ଠାରୁ ବାହାରି ବିଇଓଙ୍କୁ ୩ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରତ୍ୟେକ ସୋପାନରେ ରାଜ୍ୟସରକାରଙ୍କ ପାତରଅନ୍ତର ଓ ସଂଘ ବିଭାଜନ ନୀତି!-->…
Read More...
Read More...
ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢାଇଲେ ଟାକରା ସରପଞ୍ଚ
ଦଶପଲ୍ଲା,୧୯/୧୧: - ଗତକାଲି ଅପରାହ୍ନ ୨ ଘଟିକା ସମୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଟାକରା ଗ୍ରାମପଂଚାୟତ ବୁଗୁଡା ଗ୍ରାମର ଚିତ୍ରସେନ ଭୋଇଙ୍କ ଘରେ ଆକସ୍ମିକ ଭାବରେ ନିଆଁ ଲାଗି ୪ ବଖରା ଘର ପୋଡିଯିବା ସହିତ ସମସ୍ତ ଆସବାବପତ୍ର , ଗଚ୍ଛିତ ଥିବା ଖାଦ୍ୟ ସାମଗ୍ରୀ ମଧ୍ୟ ପୋଡି!-->…
Read More...
Read More...
କୁଇ ସାମାଜ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ଫୁଲବାଣୀ :୧୭ ଦଫା ଦାବିପୂରଣ ନେଇ କୁଇ ସମାଜ ସେବା ସମିତି ପକ୍ଷରୁ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ କୁଇ ସମାଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଦାବୀ ମଧ୍ୟରେ ରହିଛି ଜଙ୍ଗଲ ଜମି ପଟ୍ଟା, ମେଡିକାଲ କଲେଜକୁ ସ୍ଥାନୀୟ ଆଦିବାସୀ ନେତାଙ୍କ ନାମରେ ନାମିତ କରିବା,!-->…
Read More...
Read More...