Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନିୟତି ଭିନ୍ନକ୍ଷମ ଅନୁଷ୍ଠାନ ଆନୁକୁଲ୍ୟରେ ଶୀତବସ୍ତ୍ର ବଣ୍ଟନ
ପାରଳାଖେମୁଣ୍ଡି : ଆଜି ପୂର୍ବାହ୍ନରେ ନିୟତିର ସମସ୍ତ ଛାତ୍ରଛାତ୍ରୀ (ହିତାଧିକାରୀ) ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ୪୦ରୁ ଉର୍ଦ୍ଧ୍ୱ ସେଇଟି ପୋଷାକ ବିଶିଷ୍ଟ ଶିକ୍ଷାବିତ୍ ତଥା ବୁଦ୍ଧିଜୀବୀ ମହେଶ ଚରଣ ଦାଶଙ୍କ ଦ୍ୱାରା ବଣ୍ଟନ କରାଯାଇଛି । ମୁଖ୍ୟ ଅତିଥି ଭାବେ ଗଜପତିର ଆରକ୍ଷୀ ଅଧିକ୍ଷକ!-->…
Read More...
Read More...
ଆପଦା ମିତ୍ର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଡିପିଆରସି ସଭାଗୃହଠାରେ ଆପଦା ମିତ୍ର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ!-->…
Read More...
Read More...
ଚିକିତ୍ସାରେ ଅବହେଳା ଅଭିଯୋଗ କଲେ ପରିବାର ଲୋକେ : ମୃତ ଶିଶୁ ଜନ୍ମ ହେବାର ୭ ଦିନପରେ ଚାଲିଗଲେ ମାଆ
ଘୁ ଉଦୟଗିରି:ଘୁ.ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ପରିଷଦ ଅଞ୍ଚଳ ଅନ୍ତର୍ଗତ ୯ ୱାର୍ଡ଼ ସୁକୁମାର ମଲ୍ଲିକଙ୍କ ଧର୍ମପତ୍ନୀ କାମିନୀ ବେହେରାଙ୍କ ମୃତ୍ୟୁ ଘଟିଥିବା ବେଳେ ଚଳିତ ମାସ ୧୦ ତାରିଖରେ କାମିନୀ ବେହେରାଙ୍କ ଗର୍ଭରୁ ୮ ମାସର ମୃତ!-->…
Read More...
Read More...
ବାଲ୍ୟବିବାହ ଏକ ସାମାଜିକ ବ୍ୟାଧି
ପୁରୀ : ବାଲ୍ୟବିବାହ ଏକ ସାମାଜିକ ବ୍ୟାଧି ।ଏହାକୁ ରୋକିବା ଆମ ସମସ୍ତଙ୍କର ସାମାଜିକ ଦାୟିତ୍ୱ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ । ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ, ୟୁନିସେଫ୍, ଆକ୍ସନ ଏଡ୍ ,ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଓ ଜିଲ୍ଲା ସମାଜ!-->…
Read More...
Read More...
ସେଣ୍ଟର ଫର କାଟାଲାଇଜିଙ୍ଗ୍ ଚେଞ୍ଜ ଆନୁକୂଲ୍ୟରେ ବାଲ୍ୟବିବାହ ନିରୋଧି କର୍ମଶାଳା
ଦଶପଲ୍ଲା : - ସେଣ୍ଟର ଫର କାଟାଲାଇଜିଙ୍ଗ୍ ଚେଞ୍ଜ (ସି-୩) ଆନୁକୁଲ୍ୟରେ ଆଜି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ସ୍ଥିତ ଅନ୍ନପୂର୍ଣ୍ଣା କଲ୍ୟାଣ ମଣ୍ଡପ ଠାରେ ଦଶପଲ୍ଲାର ସାମ୍ବାଦିକ ମାନଙ୍କୁ ନେଇ ଏକ ବାଲ୍ୟବିବାହ ନିରୋଧି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ!-->…
Read More...
Read More...
ବ୍ୟକ୍ତିଗତ କାରଣ ଯୋଗୁଁ ଇସ୍ତଫା ଦେଲେ ୱାର୍ଡ ସଭ୍ୟା
ନନ୍ଦାହାଣ୍ଡି,୧୮/୧୧ - ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ଲାଉଗୁଡା ୭ ନମ୍ବର ୱାର୍ଡମେମ୍ବର ବ୍ୟକ୍ତିଗତ କାରଣ ଯୋଗୁଁ ଶ୍ରୀମତୀ ସାବି ମୁଦୁଲି ଇସ୍ତଫା ଦେଇଛନ୍ତି । ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର!-->…
Read More...
Read More...
ପାଞ୍ଚ ଦିନରେ ଗଲାଣି ଦୁଇଜଣଙ୍କ ଜୀବନ, ୪ ଅସୁସ୍ଥ; କାରଣ ଅସ୍ପଷ୍ଟ
ନବରଙ୍ଗପୁର:- ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଣ୍ଟାଗାଁ ଗ୍ରାମପଞ୍ଚାୟତର ବଡିପଦର ଗ୍ରାମରେ ଦିନକୁ ଦିନ ସ୍ୱାସ୍ଥ୍ୟବସ୍ଥା ବିଗିଡିବାକୁ ଲାଗିଛି । ଗତ ପାଞ୍ଚ ଦିନ ଭିତରେ ଦୁଇ ଜଣଙ୍କ ମୃତ୍ୟୁ ହେଇଥିଲା ବେଳେ ଚାରି ଜଣ ଲୋକ ଅସୁସ୍ଥ ହୋଇପଡିଛନ୍ତି । ହଠାତ ଗ୍ରାମବାସୀ ଅସୁସ୍ଥ ହେବା ଦେଖି!-->…
Read More...
Read More...
ସ୍ୱଚ୍ଛତା ପକ୍ଷ ଉପରେ ସାଧାରଣ ଜ୍ଞାନ ପ୍ରତିଯୋଗିତା
ସୁବର୍ଣ୍ଣପୁର,୧୮/୧୧ - ସଦରବ୍ଲକ ସ୍ଥିତ ନାରାୟଣପୁର ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ସ୍ୱଛତା ପକ୍ଷ ବିଷୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଡାକ୍ତର ସଂଗୀତା ଚୌଧୁରୀ, ବ୍ଲକ ପ୍ରୋଗ୍ରାମ ଅଫିସର ପ୍ରିୟରଞ୍ଜନ ସାହୁ ଓ!-->…
Read More...
Read More...
ଭିଜିଲାନ୍ସ ଜାଲରେ ଲାଇନ ମ୍ୟାନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଟିପିଏସଓଡିଏଲର ଲାଇନମ୍ୟାନ କାଳୁଚରଣ ପଲାଇ ନୂତନ ବିଦ୍ୟୁତ ସଂଯୋଗ ଦେବା ପାଇଁ ଶୁକ୍ରବାର ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳରେ ଟଙ୍କା ଜବତ କରିବା ସହ ଗିରଫ କରିଥିଲେ । ଲାଇନମ୍ୟାନ ପଲାଇ!-->…
Read More...
Read More...
ଭିଜିଲାନ୍ସ ଜାଲରେ ବେଲପଡା ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ
ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ବେଲପଡା ତହସିଲର ବରିଷ୍ଠ କିରାଣି ଯୁଗଳ କିଶୋର ରାଉତ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଛି । ସୂଚନାମତେ ବେଲପଡା ବ୍ଳକ ଅନ୍ତର୍ଗତ ସାତଚୁଆ ଗ୍ରାମର ଅର୍ଜୁନ ଶବରଙ୍କ ଠାରୁ ବେଲପଡା ତହସିଲର ବରିଷ୍ଠ କିରାଣୀ ଯୁଗଳ କିଶୋର ରାଉତ ୧୫!-->…
Read More...
Read More...