Browsing Category

ରାଜ୍ୟ

୪ର୍ଥ ଦିନରେ ପହଞ୍ଚିଛି ଆଉଟ ସୋର୍ସିଂ କର୍ମଚାରୀ କଳା ବ୍ୟାଜ ପରିଧାନ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ବ୍ଲକଠାରୁ ଆରମ୍ଭ କରି ସଦର ମହକୁମା ଏବଂ ଜିଲ୍ଲା ସ୍ତରରେ ବିଭିନ୍ନ ଦପ୍ତରରେ ଆଉଟସୋର୍ସିଂ ମାଧ୍ୟମରେ କାର୍ଯ୍ୟରତ ଥିବା କର୍ମଚାରୀ ମାନେ ଶାନ୍ତି ଶୃଙ୍ଖଳାର ସହ କଳାବ୍ୟାଜ ଧାରଣ କରି ନିଜ ନିଜ ବିଭାଗରେ ସୂଚାରୁ ରୂପେ କାର୍ଯ୍ୟ ତୁଲାଇଛନ୍ତି ଏବଂ
Read More...

ଆକସ୍ମିକ ନିଆଁଲାଗି ପୋଡିଗଲା ଘର

ଦଶପଲ୍ଲା : ଆଜି ଅପରାହ୍ନ ୨ ଘଟିକା ସମୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଟାକରା ଗ୍ରାମପଂଚାୟତ ଅନ୍ତର୍ଗତ ବୁଗୁଡା ଗ୍ରାମର ଚିତ୍ରସେନ ଭୋଇଙ୍କ ଘରେ ଆକସ୍ମିକ ଭାବରେ ନିଆଁ ଲାଗି ଦୁଇବଖରା ଘର ପୋଡିଯିବା ସହିତ ସମସ୍ତ ଆସବାବପତ୍ର ସମେତ ଗଚ୍ଛିତ ଥିବା ଖାଦ୍ୟ ସାମଗ୍ରୀ ମଧ୍ୟ
Read More...

ଗଜପତି ଉତ୍ସବ-୨୨ ସ୍ମରଣିକା କମିଟିର ପ୍ରଥମ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି : ସ୍ମରଣିକା କମିଟିର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଏକ ବୈଠକ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଅନୁଷ୍ଠିତ ହୋଇସାରିଛି । ସ୍ମରଣିକା ଉପଯୋଗୀ ଗଜପତିର ସାରସ୍ୱତ, ସାଂସ୍କୃତିକ,ଐତିହ୍ୟ,ଶିଳ୍ପ,କଳା, ଭାସ୍କଯ୍ୟ, ଲୋକ କଥା, ଲୋକ ନୃତ୍ୟ
Read More...

ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ଡିସେମ୍ବର ୯ରେ ବିଧାନସଭା ଘେରାଓ ଘୋଷଣା

ସମ୍ବଲପୁର : ବହୁଦିନରୁ ଲମ୍ବିତ ବିଭିନ୍ନ ଦାବି ପୂରଣ ପାଇଁ ଆଗାମୀ ୨ ଡିସେମ୍ବର ଦିନ ଓଡ଼ିଶା ବିଧାନସଭା ଘେରାଉ କରିବା ପାଇଁ ଅଙ୍ଗନବାଡ଼ି କର୍ମୀ ଓ ସହାୟକ ସଂଘ ନିଷ୍ପତ୍ତି ନେଇଛନ୍ତି । ଏହି ଦାବିଗୁଡିକ ହେଲା ଶ୍ରମିକର ମାନ୍ୟତା, ସରକାରୀ ଘୋଷଣା, ସମାନ କାମକୁ ସମାନ ଦରମା, ଶ୍ରମ
Read More...

ଶହୀଦ ମଧୁ ଗଡତିଆଙ୍କ ନାମରେ ଯୁଯୁମୁରା ହକି ଏକାଡେମୀକୁ ନାମିତ କରିବା ପାଇଁ ଦାବି

ସମ୍ବଲପୁର: ସ୍ଥାନୀୟ ଯୁଯୁମୁରା ହକି ଏକାଡେମୀକୁ ସେଠାକାର ଭୂମିପୁତ୍ର ଶହୀଦ ମଧୁ ଗଡତିଆଙ୍କ ନାମରେ ନାମିତ କରିବାକୁ ଅଂଚଳର ସମସ୍ତ ନିର୍ବାଚିତ ସରପଂଚ ଓ ସମିତି ସଭ୍ୟ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଏକ ସ୍ୱରରେ ଦାବି କରିଛନ୍ତି । ଯୁଯୁମୁରା ସ୍ଥିତ ବୀର ସୁରେନ୍ଦ୍ର ସାଏ କଲେଜରେ ଶହୀଦ ମଧୁ
Read More...

ସ୍ୱଚ୍ଛ ସାଥି ଓ ସ୍ୱଚ୍ଛ ସୁପରଭାଇଜର ଦରମା ବୃଦ୍ଧି ଓ ସରକାରୀ ମାନ୍ୟତା ନେଇ ଗଜପତି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦରେ କାର୍ଯ୍ୟରତ ଥିବା ସ୍ୱଚ୍ଛ ସାଥି ଓ ସୁପର ଭାଇଜାର ଦରମା ବୃଦ୍ଧି ଓ ସରକାରୀ ମାନ୍ୟତା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସ୍ୱଚ୍ଛ ସାଥି ସଂଗଠନର ସଭାନେତ୍ରୀ ଜ୍ୟୋତି ରଶ୍ମି ଦାସଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି
Read More...

ଶୀତରେ ଥରୁଛି ଓଡ଼ିଶା, ୨୧ରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ପାରଦ ଖସୁଥିବା ବେଳେ ବଢ଼ିବାରେ ଲାଗିଛି ଶୀତର କୋପ। ଶୀତର କୋପରେ ଥରହର ହେଉଥିବା ରାଜ୍ୟବାସୀଙ୍କୁ ଏବେ ଘାରିଲାଣି ବର୍ଷା ଭୟ। ପାଣିପାଗ ବିଭାଗ ସୂଚନା ଅନୁସାରେ, ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୨୧ ତାରିଖ ବେଳକୁ ରାଜ୍ୟରେ
Read More...

ଟ୍ରାକ୍ଟର ଓ ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ, ୨ ଆହତ

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଟିକାବାଲି ଅନ୍ତର୍ଗତ ବଡିମୁଣ୍ଡ ନିକଟସ୍ଥ ଅଲାରସାହି ଏଆର୍‌ଏସ୍‌ଏସ୍‌ କ୍ରସର ସାମ୍ନାରେ ବାଇକକୁ ଧକ୍କା ଦେଲା ଟ୍ରାକ୍ଟର । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଟିକାବାଲିରୁ ଏକ ବାଇକ୍‌
Read More...

ମୋ ସେବାକେନ୍ଦ୍ର ସହାୟତାରେ କୃଷି କର୍ମଶାଳା ଅନୁଷ୍ଠିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା କୃଷି ବିଭାଗ କାର୍ଯ୍ୟାଳୟ ପରିସରରେ ମୋ ସେବାକେନ୍ଦ୍ର ତରଫରୁ କୃଷିମାନେ କିଭଳି ବିନା ଶୁଳ୍କରେ ସୁବିଧା ଓ ସହଜରେ କୃଷକ ରେଜିଷ୍ଟେସନ କାର୍ଡ ପାଇପାରିବେ ସେନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟସରକାରଙ୍କ ପ୍ରତି ପଞ୍ଚାୟତରେ ଥିବା ମୋ
Read More...

ପୁଣି ନଷ୍ଟ ହେଲା ୧୦୮ ଏକର ବେଆଇନ୍‌ ଗଞ୍ଜେଇ ଚାଷ

ବାଲିଗୁଡ଼ା : ଜୋର୍‌ ଧରିଲା ଅପରେସନ୍‌ ନୀଳ ଜହର । ଗଞ୍ଜେଇ ଚାଷର ମୂଳ ପୋଛ କରିବାକୁ ଅଣ୍ଟା ଭିଡ଼ିଛି କନ୍ଧମାଳ ପୋଲିସ୍‌ । ପୁଣି ନଷ୍ଟ ହେଲା ୧୦ କୋଟି ୮୦ ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ । ବାଲିଗୁଡ଼ା ଥାନା ଅଧିନସ୍ଥ ସିନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତର ସଲଗପଦର ଓ ମହାସିଙ୍ଗିପାଙ୍ଗା
Read More...