Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦଶପଲ୍ଲା ମହିଳା ମହାବିଦ୍ୟାଳୟଠାରେ ସ୍ୱାବଲମ୍ବୀ ଭାରତ ଅଭିଯାନ କାର୍ଯ୍ୟକ୍ରମ
ଦଶପଲ୍ଲା : ଦଶପଲ୍ଲା ସ୍ଥିତ କୃଷ୍ଣପ୍ରିୟା ଦେବୀ ମହିଳା ମହାବିଦ୍ୟାଳୟ ଠାରେ ସ୍ୱାବଲମ୍ବୀ ଭାରତ ଅଭିଯାନ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପ୍ରିୟା ସାହୁ ମୋହଦୟା ( ଓଡ଼ିଶା ପ୍ରାନ୍ତ ପ୍ରମୁଖ) ଯୋଗଦେଇଥିବା ବେଳେସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳର!-->…
Read More...
Read More...
ମିଳିତ ଶିକ୍ଷକ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଘୁ ଉଦୟଗିରି :ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ପ୍ରାଥମିକ ବିଦ୍ୟାଳୟ ଠାରେ ମିଳିତ ଶିକ୍ଷକ ସଂଘ ଟିକାବାଲି ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାର୍ଥୀ ମାନଙ୍କୁ ନେଇ ଚିତ୍ରାଙ୍କନ, ରଚନା ତଥା ବକ୍ରୃତା ପ୍ରତିଯୋଗିତା କରାଯାଇଥିଲା!-->…
Read More...
Read More...
ଦୁଇ ବାଇକ୍ ମୁହାଁମୁହିଁ,୫ ଗୁରୁତର
ଘୁ.ଉଦୟଗିର : ଟିକାବାଲି ଥାନା ଅନ୍ତର୍ଗତ କଇଁଝର ପଞ୍ଚାୟତର ବାଡ୍ରୁଗୁଡା ଛକରେ ଦୁଇ ବାଇକ୍ ମୁହାଁ ମୁହିଁ ଧୋକା ହେବା ଫଳରେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ପ୍ରକାରେ ଟିକାବାଲି ଥାନା ଅନ୍ତର୍ଗତ ଡଣ୍ଡେରି ଗ୍ରାମର ରବିନ୍ଦ୍ର କହଁର (୧୭),ବିଜୟ କହଁର ( ୧୬),!-->…
Read More...
Read More...
ରାଜ୍ୟସ୍ତରୀୟ ଭୋଟର ସଚେତନତା ଶୋଭାଯାତ୍ରା, ଭୋଟର ତାଲିକା ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା…
ଭୁବନେଶ୍ବର:ତା.୦୯.୧୧.୨୦୨୨- ଚିଠା ଭୋଟର ତାଲିକା ୨୦୨୩ ପ୍ରକାଶ ପାଇବା ପୁର୍ବରୁ ୧୭ ବର୍ଷ ବୟସରୁ ଉର୍ଦ୍ଧ୍ବ ନୂତନ ଯୁବ ମତଦାତା ମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା ଓ ଭୋଟର ତାଲିକା ସଂଶୋଧନ ନେଇ ଭୁବନେଶ୍ବରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ରାଜ୍ୟ ସ୍ତରୀୟ ବିଶାଳ!-->…
Read More...
Read More...
ଚୋର ଧରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚରଦା ସ୍ଥିତ ବାବା କପିଳେଶ୍ୱର ମନ୍ଦିରରୁ ଲଗାତାର ୨ଥର ଚୋରୀ ହୋଇଥିଲେ ହେଁ ଚୋରୀ ସାମଗ୍ରୀ ଉଦ୍ଧାର ତ ଦୂରର କଥା ଚୋର ମାନଙ୍କୁ ମଧ୍ୟ ପୋଲିସ ଧରିବାରେ ବିଫଳ ହୋଇଥିବାର ଅଭିଯୋଗ କରି ଆଜି ସକାଳେ ଅଞ୍ଚଳବାସୀଙ୍କ!-->…
Read More...
Read More...
ସମିତି ସଭ୍ୟ/ସଭ୍ୟାଙ୍କ ୩ ଦିନିଆ ତାଲିମ ଶିବିର ଉଦଘାଟିତ
ଫୁଲବାଣୀ:- କନ୍ଧମାଳ ଜିଲ୍ଲା ସ୍ୱେଚ୍ଛାସେବୀ ଅନୁଷ୍ଠାନ "ସ୍ୱାତି' ପକ୍ଷରୁ ବନ୍ଧଗଡ଼ ତାଲିମ କେନ୍ଦ୍ର ଠାରେ ଜିଲ୍ଲାର ତିନୋଟି ବ୍ଲକ ଫୁଲବାଣୀ, ଖଜୁରୀପଡ଼ା ଓ ଫିରିଙ୍ଗିଆର ନବନିର୍ବାଚ ସମିତିସଭ୍ୟ/ସଭ୍ୟାଙ୍କ ୩ ଦିନିଆ ତାଲିମ ଶିବିର ଉଦଘାଟିତ ହୋଇଯାଇଛି । କନ୍ଧମାଳ ଜିଲାପରିଷଦ ମିଳିତ ସହଯୋଗ!-->…
Read More...
Read More...
ବୃକ୍ଷରୋପଣ କାର୍ଯ୍ୟକ୍ରମ
ବୌଦ୍ଧ,୧୦/୧୧: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ କେଲାକଟାସ୍ଥିତ ସ୍ୱତନ୍ତ୍ର ଓ ପର୍ଯ୍ୟବେକ୍ଷଣ ଗୃହ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେଲାକଟା ଆରଡି ରାସ୍ତା ଠାରୁ ସ୍ୱତନ୍ତ୍ର ଓ ପର୍ଯ୍ୟବେକ୍ଷଣ ଗୃହର ମୁଖ୍ୟଦ୍ୱାର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ୮୦ ରୁ!-->…
Read More...
Read More...
ଗଜପତି ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାସ୍ତରୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପାରଳାଖେମୁଣ୍ଡି ଠାରେ ପ୍ରଥମ ମାଣ୍ଡିଆ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ!-->…
Read More...
Read More...
ଶାଳ ଲଗ୍ ସହିତ ପିକଅପ୍ ଭ୍ୟାନ ଜବତ
ଦଶପଲ୍ଲା,୧୦/୧୧ : - ଆକ୍ସନମୋଡ୍ରେ ଦଶପଲ୍ଲା ବନାଞ୍ଚଳ ଅଧିକାରୀ ନିଖିଲେଶ୍ ମଲ୍ଲିକ । କାଠ ମାଫିଆଙ୍କ ମୂଳୋତ୍ପାଟନ ପାଇଁ ନେଉଛନ୍ତି କଠୋର ପଦକ୍ଷେପ । ଏକ ସପ୍ତାହ ମଧ୍ୟରେ ପାଇଛନ୍ତି ଆଖିଦୃଶିଆ ସଫଳତା । କାଠମାଫିଆଙ୍କ ମନରେ ହୃଦକମ୍ପ ସୃଷ୍ଟି କରିଥିବା , ଦଶପଲ୍ଲା ବନାଞ୍ଚଳ ଅଧିକାରୀ!-->…
Read More...
Read More...
କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଓଏଏସ ସ୍ତରକୁ ପଦୋନ୍ନତି
ଫୁଲବାଣୀ : ଫୁଲବାଣୀ ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କୁ ରାଜ୍ୟ ସରକାର ଓଏଏସ ପାହ୍ୟାକୁ ପଦନ୍ନୋତି ଦେଇଛନ୍ତି । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବେହେରାଙ୍କ କାର୍ଯ୍ୟଦକ୍ଷତା, ସଚ୍ଚୋଟତା, ଅଭିଜ୍ଞତାକୁ ଭିତ୍ତି କରି ସରକାର ଏହି ପଦୋନ୍ନତି ଦେଇଥିବା!-->…
Read More...
Read More...