Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ତାଳବଣିଆ ଶିଶୁ ଉଦ୍ୟାନ ଉଦଘାଟିତ
ପୁରୀ : ଶିଶୁ ଦିବସ ଅବସରରେ ତାଳବଣିଆ ହେଲିପ୍ୟାଡ ନିକଟରେ ଶିଶୁ ଉଦ୍ୟାନ ଉଦଘାଟିତ ହୋଇଯାଇଛି । ପିକେଡିଏ ପକ୍ଷରୁ ପ୍ରସ୍ତୁତ ଏହି ଉଦ୍ୟାନକୁ ଉଦଘାଟନ କରି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ଜିଲ୍ଲାପାଳ ସମର୍ଥ ବର୍ମା ଶିଶୁ ଓ କିଶୋର ମାନେ ଏହି ଉଦ୍ୟାନର ସୁବିଧା ନେଇ ସୁସ୍ଥ ଓ ସତେଜ!-->…
Read More...
Read More...
ଗଜପତିରେ ପିତୃମାତୃହୀନ ଶିଶୁଙ୍କ ପାଇଁ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ମହକ- ୨୦୨୨”
ପାରଳାଖେମୁଣ୍ଡି:ପାରଳାଖେମୁଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଆଜି ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାର ସମସ୍ତ ଶିଶୁଯତ୍ନ ଅନୁଷ୍ଠାନ ମାନଙ୍କ ଶିଶୁ ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ "ମହକ-୨୦୨୨' ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଅନୁଷ୍ଠିତ ଉଦଘାଟନୀ!-->…
Read More...
Read More...
ନନ୍ଦାହାଣ୍ଡି ବ୍ଲକ୍ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର
ନନ୍ଦାହାଣ୍ଡି : ନନ୍ଦାହାଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସୋମବାର ଦିନ ବ୍ଲକ୍ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ନନ୍ଦାହାଣ୍ଡି ପଞ୍ଚାୟତ ସମିତିର ବିଭିନ୍ନ ଅଞ୍ଚଳରୁ ଜିଲ୍ଲାପାଳଙ୍କୁ ନିଜର ତଥା ନିଜ ଅଞ୍ଚଳର ସମସ୍ୟା ତଥା ଆପତ୍ତି ଅଭିଯୋଗ ଜଣାଇବା ପାଇଁ!-->…
Read More...
Read More...
ତାବରଡା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଶିଶୁ ଦିବସ ପାଳିତ
ତାବରଡ଼ା : ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ,ତାବରଡା ଠାରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ସଭାପତିତ୍ୱ କରି କାର୍ଯ୍ୟକ୍ରମର ଶୁଭ ଆରମ୍ଭ କରିଥିଲେ । ଶିଶୁ ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରି ଭାରତର ପ୍ରଥମ!-->…
Read More...
Read More...
ପାଓ କନ୍ଧମାଳର ସମସ୍ତ ସଦସ୍ୟଙ୍କୁ କ୍ୟାମେରା ତାଲିମ ଦିଆଯିବାକୁ ନିଷ୍ପତ୍ତି
ଫୁଲବାଣୀ :- ଫଟୋ ଏକ୍ସପୋ ୨୦୨୨ ଫଟୋଗ୍ରାଫି ଓଡିଶା ଆସୋସିଏସନ (ପାଓ) ଦ୍ୱାରା ଭୁବନେଶ୍ୱର ସୋଆ ୟୁନିଭରସିଟି ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପାଓ ଦ୍ୱାରା ବରିଷ୍ଠ ଫଟୋଗ୍ରାଫର ଶଶିଭୂଷଣ ଜେନାଙ୍କୁ ଉଦଯାପନୀରେ ଲାଇଫ ଟାଇମ ଆଚିଭମେଣ୍ଟରେ ସମ୍ମାନିତ କରାଯାଇଥିଲା । ପାଓ!-->…
Read More...
Read More...
ଜିଲ୍ଲାପାଳଙ୍କ ଦ୍ୱାରା ଆଦର୍ଶ ବିଦ୍ୟାଳୟରେ ଇ-ଡିଜିଟାଲ କଣ୍ଟେଣ୍ଟ ଉଦ୍ଘାଟିତ
ବଲାଙ୍ଗୀର : ବଲାଙ୍ଗୀର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପଥରଚେପାଠାରେ ଶିଶୁ ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାର ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା ନିମିତ୍ତ ଏକଷ୍ଟ୍ରାମାର୍କ ଏଜୁକେସନ ପ୍ରାଇଭେଟ ଲିମିଟେଡର ଇ ଡିଜିଟାଲ କଣ୍ଟେଣ୍ଟ ଉଦଘାଟିତ ହୋଇଯାଇଛି । ଉକ୍ତ ଉଦଘାଟନୀ!-->…
Read More...
Read More...
ଉପନ୍ୟାସ ‘ଅତୁଟ ଜୀବନ ରଙ୍ଗ’ ଲୋକାର୍ପିତ
ଦଶପଲ୍ଲା : ଆଜି ଦଶପଲ୍ଲାର ସ୍ୱପ୍ନ ମହାବୀର ପୀଠରେ ଅଗ୍ରଣୀ ଗଠନ ସାହିତ୍ୟ ପରିବାର ସହଯୋଗରେ ଉପନ୍ୟାସିକା ପୁଷ୍ପାଞ୍ଜଳୀ କରଙ୍କ ଲିଖିତ ଅତୁଟ ଜୀବନ ରଙ୍ଗ ଉପନ୍ୟାସ ଲୋକାର୍ପିତ ହୋଇ ଯାଇଛି । ସ୍ତମ୍ଭକାର ହାଡିବନ୍ଧୁ ମହାକୁଡଙ୍କ ସଂଯୋଜନାରେ ବହୁ ବିଜ୍ଞ ପ୍ରକ୍ଷଜ୍ଞ ସରସ୍ୱସାରସ୍ୱତ ସାଧକ!-->…
Read More...
Read More...
ପଦ୍ମପୁର ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା ବିଜେଡି
ପଦମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ଦିନ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବର୍ଷା ସିଂ ବରିହାଙ୍କୁ ବିଜେଡି ଟିକେଟ୍ ଦେଇଛି । ବର୍ଷା ହେଉଛନ୍ତି ଦିବଂଗତ ବିଧାୟକ ବିଜୟ ରଞ୍ଜନଙ୍କ ବଡ଼ ଝିଅ । ବିଜୟଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିଲା ଆସନ ।
୨୦୧୯ରେ ବିଜେଡି ଜିତିଥିଲା!-->!-->!-->…
Read More...
Read More...
ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ମହାମବତୀ ତିଆରି ତାଲିମ ପ୍ରଦାନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ ଘୋରଣୀ ପଞ୍ଚାୟତ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ମାଆମାନଙ୍କୁ ମହମବତୀ ତିଆରି ସକାଶେ ତାଲିମ ପ୍ରଦାନ କରାଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀର ୫୦ ଜଣ ମହିଳାଙ୍କୁ ମହମବତୀ ତିଆରି କରିବା ସକାଶେ ଭାରତ ସରକାର, ଜିଲ୍ଲା ପ୍ରଶାସନ ଓ ଏକ!-->…
Read More...
Read More...
ମାନବିକତା ଦେଖାଇଲେ ରାଇପୁର ଗ୍ରାମବାସୀ
ଗଞ୍ଜାମ: ରାଇପୁର ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ସିଂହଦ୍ୱାର ତଳେ ଜଣେ ବୃଦ୍ଧ ବ୍ୟକ୍ତି ୨ଦିନ ହେଲା ପଡି ରହିଥିବାର ଦେଖି ସ୍ଥାନୀୟ ସରପଞ୍ଚ ପ୍ରତିନିଧି ବିଚିତ୍ର ବେହେରା, ମୋଚିରାମ ବେହେରା ସେହ ବୃଦ୍ଧ ବ୍ୟକ୍ତିଙ୍କୁ ଏକ ଅଟୋରେ ଧରି ପୁରୁଷୋତ୍ତମପୁର ମେଡିକାଲ କୁ ଆଣି ଚିକିତ୍ସା କରିଥିଲେ!-->…
Read More...
Read More...