Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସରକାରୀ ଡିଏଭି ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟରେ ବାର୍ଷିକ କ୍ରୀଡା
ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅଧିନରେ ଥିବା କଳିଙ୍ଗା ପଞ୍ଚାୟତର ସରକାରୀ ଡିଏଭି ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ୨୦୨୨ ଅଧକ୍ଷ ତ୍ରିଲୋଚନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମକୁ ସ୍ଥାନୀୟ ଭାରରାପ୍ତ ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ!-->…
Read More...
Read More...
ଆର.ଉଦୟଗିରି ଆରଏମସିର ସଭାପତି ହେଲେ ଏସ୍ ଗଜପତି ରାଓ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଆରଏମସି କାର୍ଯ୍ୟାଳୟଠାରେ ଆରଏମସି (ଆର.ଉଦୟଗିରି ) ର ସଭାପତି ପଦପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେଡି ସମର୍ଥିତ ପ୍ରାର୍ଥୀ ଏସ.ଗଜପତି ରାଓ ଆର ଉଦୟଗିରିର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ୧୫ଜଣ!-->…
Read More...
Read More...
ପଦ୍ମପୁରକୁ ଜିଲ୍ଲା ଗଠନ ଦାବି ପ୍ରତି ଆମର ପୂର୍ଣ୍ଣ ସମର୍ଥନ ରହିଛି: ବିଜେଡି
ଭୁବନେଶ୍ୱର: ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପାଇଁ ବିଜୁ ଜନତା ଦଳର ପୂର୍ଣ୍ଣ ସମର୍ଥନ ରହିଛି । ଏହି ଦାବି ପୂରଣ ପାଇଁ ଗଠିତ କ୍ରିୟାନୁଷ୍ଠାନ କମିଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଯୁକ୍ତିଯୁକ୍ତ ଦାବିକୁ ଶୁଣିବା ସହିତ ସକରାତ୍ମକ!-->…
Read More...
Read More...
୬ ବର୍ଷ ପରେ ମିଳିଲା ହଜିଲା ପୁଅ, ପରିବାର ସମେତ ଗାଁ ରେ ଖୁସିର ଲହରୀ
ବାଲିଗୁଡ଼ା: ୬ ବର୍ଷ ପରେ ହଜିଲା ପୁଅକୁ ଫେରିପାଇଲେ ପରିବାର ଲୋକେ । ଦୀର୍ଘ ବର୍ଷ ପରେ ନିଜ ପୁଅକୁ ପାଖରେ ପାଇ ବିଭୋର ପରିବାର ବର୍ଗ । ଗାଁ ରେ ଖେଳିଯାଇଛି ଖୁସିର ଲହରୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ । ଗତ ୨୦୧୬ ମସିହାରେ କନ୍ଧମାଳ ଜିଲ୍ଲା!-->…
Read More...
Read More...
ଗୁଣି ଗାରେଡିକୁ ନେଇ ଗାଁରେ ଅଶାନ୍ତି
ଗଞ୍ଜାମ:ପୁଣି ଅନ୍ଧ ବିଶ୍ୱାସକୁ ନେଇ ଗାଁରେ ଗଢ଼ି ଉଠିଛି ଅସନ୍ତୋଷ । ବିଜ୍ଞାନ କେତେ ଉପରକୁ ଯାଇ ଅଗ୍ରଗତି କରି ମଙ୍ଗଳ ଗ୍ରହକୁ ଯିବା ଏବଂ ଚନ୍ଦ୍ର ପୃଷ୍ଟରେ ଘର କରିବାର ଭିତ୍ତିଭୂମି ସଫଳ ହୋଇଥିବା ବେଳେ ଆଜି ମଧ୍ୟ କେତେକ ଗ୍ରାମରେ ଗୁଣି ଗାରେଡିକୁ ନେଇ ଲୋକଙ୍କ ମନରୁ ସନ୍ଦେହ ଦୂର!-->…
Read More...
Read More...
ବ୍ଳକ ସ୍ତରୀୟ ବିଜ୍ଞାନମେଳା ପାଇଁ ପ୍ରସ୍ତୁତି ବୈଠକ
ପାଟଣାଗଡ଼ : ସ୍ଥାନୀୟ ରମାଇଁ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସକାଳ ୧୦ଟା ସମୟରେ ଆବାହକ ତଥା ରମାଇଁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ବିଶ୍ୱାଳ ଏବଂ ବ୍ଳକ ବିଜ୍ଞାନ ସଂଯୋଜକ ଓଁକାର ରଞ୍ଜନ ମିଶ୍ରଙ୍କ ସଂଯୋଜନା କ୍ରମେ ବ୍ଳକ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀଙ୍କ!-->…
Read More...
Read More...
ବୌଦ୍ଧରେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚଂପିଆନସିପ ଉଦଘାଟିତ
ବୌଦ୍ଧ,୧୧/୧୧- ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ ଦ୍ୱାରା ମାନ୍ୟତାପ୍ରାପ୍ତ ରାଜ୍ୟସ୍ତରୀୟ ୧୯ ବର୍ଷରୁ କମ୍ ବୟସ ବର୍ଗର ବ୍ୟାଡମିଣ୍ଟନ ଚଂପିଆନସିପ ବୌଦ୍ଧର ଇନଡୋର ଷ୍ଟାଡିୟମରେ ଆଜି ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଯୋଗଦେଇ ଏହି ଚଂପିଆନସିପ!-->…
Read More...
Read More...
ପାଣ୍ଡ୍ୟା ହୋଇପାରନ୍ତି ଟି-୨୦ ପୂର୍ଣ୍ଣକାଳୀନ ଅଧିନାୟକ, ନ୍ୟୁଜିଲାଣ୍ଡ ସିରିଜ ପରେ ହୋଇପାରେ ନିଷ୍ପତ୍ତି
ନୂଆଦିଲ୍ଲୀ : ଆଇସିସି ଟି -୨୦ ବିଶ୍ୱକପ ୨୦୨୨ ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ୧୦ ନଭେମ୍ବରରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା । ଭାରତକୁ ଟାଇଟଲ ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଉଥିଲା, କିନ୍ତୁ ଟିମ୍ ଇଣ୍ଡିଆ ୧୦ ୱିକେଟରେ ଇଂଲଣ୍ଡଠାରୁ ହାରିବା!-->…
Read More...
Read More...
ସରକାରୀ ଯୋଜନା କାହା ପାଇଁ ? ଝାଟିମାଟି ଘରେ ବିତୁଛି ଜୀବନ
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଗେରୁପଡାର ବୈରିକୁମ୍ପା ଗ୍ରାମରେ ଶୁବଳ ବେହେରା ଦୀର୍ଘ ବର୍ଷରୁ ସ୍ତ୍ରୀ ପୁଅ ଝିଅଙ୍କୁ ନେଇ ଭଙ୍ଗାରୁଜା ଘରେ ରହି ଆସୁଛନ୍ତି । ତାଙ୍କ ପାଇଁ ଭରଷା କହିଲେ ତିଆରି କରିଥିବା ଝାଟିମାଟି ଘର । ଦୀର୍ଘ ବର୍ଷ ହେବ ବୈରୁକୁମ୍ପା!-->…
Read More...
Read More...
ବ୍ଲକ୍ ସ୍ତରୀୟ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ପ୍ରତିଯୋଗିତା
ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ସଦର ମହକୁମା ଏଜେଓ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଏଜେଓ ଉଚ୍ଚ ନ୍ୟାୟାଳୟର ଫୁଲବାଣୀର ପ୍ରଧାନଶିକ୍ଷକ ଦିଲ୍ଲିପ କୁମାର ପ୍ରଧାନ ଓ ସହ!-->…
Read More...
Read More...