Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭାରତକୁ ବିଶ୍ୱଗୁରୁ କରିବାପାଇଁ ଭାରତୀୟ ଭାଷାରେ ଶିକ୍ଷା ପ୍ରଦାନ ଜରୁରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର: ମାତୃଭାଷାରେ ଶିକ୍ଷାଦାନ ଲାଗି ନୂତନ ଜାତୀୟ ଶିକ୍ଷାନୀତିରେ ପ୍ରାଧାନ୍ୟ ଦେଇଛନ୍ତି ସରକାର। ତୃଣମୂଳ ସ୍ତରରେ ମେଧା ବିକାଶପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ବୈଷୟିକ ଶିକ୍ଷା ସମ୍ପର୍କିତ ଶବ୍ଦାବଳୀକୁ ସହଜରେ ବୁଝିବାପାଇଁ ମାତୃଭାଷା ଏକାନ୍ତ ପ୍ରୟୋଜନ। ମାତୃଭାଷାରେ!-->…
Read More...
Read More...
୭୫୪୦ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର :ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲ ମାନଙ୍କରେ ବିଭିନ୍ନ ବିଷୟରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଖୁବଶୀଘ୍ର ୭୫୪୦ ହାଇସ୍କୁଲ ନିଯୁକ୍ତ ପ୍ରକ୍ରିୟା ଆରମ୍ଭ!-->…
Read More...
Read More...
ହେତୁବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ପୁରୀ : ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ରେ ଚିକେନ ବିରୀୟନୀ ଖାଇବା ସହ ସାମୁହିକ ଭୋଜନ ଆୟୋଜନ କରିଥିବା ହେତୁ ବାଦି ସଙ୍ଗଠନ ବିରୋଧରେ ବ୍ୟାପକ ବିରୋଧ ଆରମ୍ଭ ହୋଇଛି । ହେତୁ ବାଦି ସଙ୍ଗଠନର କର୍ମକର୍ତ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମହା ପ୍ରସାଦ ପ୍ରତି ଅପମାନ ସୂଚକ ମନ୍ତବ୍ୟ ଦେବାକୁ ନେଇ!-->…
Read More...
Read More...
ବଘିଆପଡା ସ୍କୁଲରେ ସୁନେତ୍ର ଚକ୍ଷୁ ପରୀକ୍ଷଣ ଶିବିର
ବୌଦ୍ଧ,୧୧/୧୧- ବଘିଆପଡା ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ସୁନେତ୍ର ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରଟି ଜିଲ୍ଲା ଶିକ୍ଷା ବିଭାଗର ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ହରିଶଙ୍କର!-->…
Read More...
Read More...
ପତଞ୍ଜଳି ଯୋଗ ସମିତି ରାଜ୍ୟପ୍ରଭାରୀଙ୍କ ବୌଦ୍ଧ ଜିଲ୍ଲା ଗସ୍ତ
ବୌଦ୍ଧ,୧୧/୧୧- ଯୋଗର ପ୍ରଚାର ପ୍ରସାର ପାଇଁ ସମଗ୍ର ବିଶ୍ୱରେ ପୂଜ୍ୟ ସ୍ୱାମୀ ରାମଦେବଜୀଙ୍କ ସଂକଳ୍ପ ନେଇଥିବାବେଳେ ଆଜି ରାଜ୍ୟ ପତଞ୍ଜଳି ଯୋଗ ସମିତିର ପ୍ରଭାରୀ ରାଧାମାଧବ ବହିଦାର ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ବୌଦ୍ଧ ସହର ସମେତ ବିଭିନ୍ନ ତହସିଲରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଛନ୍ତି । ରାଜ୍ୟ!-->…
Read More...
Read More...
ପ୍ରବାସୀ ଶ୍ରମିକଙ୍କ ନିରାପଦ ସ୍ଥାନାନ୍ତର ନିମନ୍ତେ ବୁଲିଲା ସଚେତନତା ରଥ
ସୁବର୍ଣ୍ଣପୁର :ରାଜ୍ୟ ବାହାରକୁ କାମଧନ୍ଦା ନିମନ୍ତେ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ନିରାପଦ ସ୍ଥାନାନ୍ତର ନିମନ୍ତେ ଜିଲ୍ଲା ଆଞ୍ଚଳିକ ଶ୍ରମ ଆୟୁକ୍ତ ସୁବର୍ଣ୍ଣପୁରଙ୍କ ଦ୍ୱାରା ପ୍ରସ୍ତୁତ ଶ୍ରମିକ ସଚେତନତା ରଥକୁ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ!-->…
Read More...
Read More...
ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ସଂଘ ପକ୍ଷରୁ ଶୋଭାଯାତ୍ରା
ସୁବର୍ଣ୍ଣପୁର: ଆଜି ସଦର ମେଡିକାଲ ଠାରୁ ବିଭିନ୍ନ ଦାବୀ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ସଂଘ ର ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ସ୍ଥାୟୀ ନିଯୁକ୍ତି ଦାବୀ ନେଇ ପ୍ରଥମେ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ!-->…
Read More...
Read More...
ଦଶପଲ୍ଲାକୁ ଛୁଇଁଲା ଶୀତ
ଦଶପଲ୍ଲା : ଦଶପଲ୍ଲା ଅଂଚଳରେ ପହିଲି ଶୀତ ଅନୁଭୂତ ହୋଇଛି । ହଠାତ୍ ହାଲ୍କା ହାଲ୍କା ଶୀତ ଆସିଥିବାରୁ ଲୋକମାନଙ୍କ ଭିତରେ ଖୁସି ଦେଖିବାକୁ ମିଳିଛି । ଦିନବେଳେ ପାଗ ଶୁଖିଲା ରହୁଥିବାବେଳେ ସନ୍ଧ୍ୟାବେଳକୁ ଶୀତ ଆରମ୍ଭ ହୋଇ ସକାଳ ୮ଟା ପର୍ଯ୍ୟନ୍ତ ରହୁଛି । ଶୀତ ସହ ଥଣ୍ଡା ଲାଗୁଥିବାରୁ!-->…
Read More...
Read More...
ଗଜପତିର ସ୍ୱାସ୍ଥ୍ୟ ଠିକା କର୍ମଚାରୀ ସଂଘ ତରଫରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ
ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଓଡ଼ିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘର ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ସଂଘର ସଭାପତି ଏମ୍ ଖଗେଶ୍ୱରଙ୍କ ନେତୃତ୍ୱରେ ଏକ ସ୍ମାରକପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ!-->…
Read More...
Read More...
ସରୁସିନାଙ୍ଗିଆରେ ପାଗଳ କୁକୁର ଆତଙ୍କ, ୭ ଜଣଙ୍କୁ କାମୁଡି ଆହତ କଲା
ଘୁ ଉଦୟଗିରି :ଘୁ. ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ସରୁସିନାଙ୍ଗିଆ ଗ୍ରାମରେ ଏକ ଅଘଟଣ ଦେଖିବାକୁ ମିଳିଛି । ସକାଳ ସମୟରେ ବାହାରେ ପିଲାମାନେ ଖେଳୁଥିବା ବେଳେ ଗୋଟିଏ ପାଗଳ କୁକୁର ହଠାତ ଆସି ସୌମ୍ୟରଞ୍ଜନ ପ୍ରଧାନ (୩), ସୃଷ୍ଟି ପ୍ରଧାନ(୩)!-->…
Read More...
Read More...