Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଧବା ମା ଓ ଦିବ୍ୟାଙ୍ଗ ପୁଅ ପ୍ରତି ପ୍ରଶାସନର ଦୃଷ୍ଟି ପଡୁ
ଖପ୍ରାଖୋଲ,୮/୧୧: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ସଦର ଗ୍ରାମରେ ଦିବ୍ୟାଙ୍ଗ ପୁଅ ସହ ବିଧବା ମା ସରକାରୀ ଯୋଜନାରୁ ବଞ୍ଚିତ ଥିବା ଦେଖିବାକୁ ମିଳିଛି । ବିଧବା ରୋଗିଣା ମା ଚିନାମାଲି ବେମାଲ (୩୮) ଦିବ୍ୟାଙ୍ଗ ପୁଅ ପପୁ ବେମାଲ (୧୪) ଦୁହେଁ ସରକାରୀ ସହାୟତା ବିଧବା ଭତ୍ତା ଓ!-->…
Read More...
Read More...
୭୨ତମ ଭାରତ ସ୍କାଉଟସ ଓ ଗାଇଡର ପ୍ରତିଷ୍ଠା ଦିବସ ପାଳିତ
ଫୁଲବାଣୀ:- ଫୁଲବାଣୀ ସ୍ଥିତ ପୋଲିସ ଉଚ୍ଚ ବିଦ୍ୟାଳୟରେ ୭୨ତମ ଭାରତ ସ୍କାଉଟସ ଓ ଗାଇଡର ପ୍ରତିଷ୍ଠା ଦିବସ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବୀ ଶତପଥୀଙ୍କ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି । ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀ ମାନେ ଫୁଲବାଣୀ ସହରରେ ଏକ ରାଲି ମାଧ୍ୟମରେ ପରିକ୍ରମା କରିଥିଲେ!-->…
Read More...
Read More...
ସିଦ୍ଧବାବା ଭାଗବତ ଭବନରେ ଭାଗବତ ପାରାୟଣ
ଗଞ୍ଜାମ: କୁକୁଡ଼ା ଖଣ୍ଡି ବ୍ଲକ ଲୋଚାପଡାରେ ଅବସ୍ଥିତ ସିଦ୍ଧ ବାବା ଭାଗବତ ଭବନରେ ଦୀର୍ଘ ଏକ ମାସ ଧରି ଚାଲିଥିବା ଭାଗବତ ପାରାୟଣ ସହ ପ୍ରବଚନ କାର୍ଯ୍ୟକ୍ରମ ସୋମବାର ଉଦଯାପିତ ହୋଯାଇଅଛି । ଏଥିରେ ଓଡ଼ିଶାର ସୁନାମ ଧନ୍ୟ ପ୍ରବକ୍ତା ପଣ୍ଡିତ ରାଧାକାନ୍ତ ଦାସ ମହାରାଜ ଓ ତ୍ରିଦଣ୍ଡି ସ୍ୱାମୀ!-->…
Read More...
Read More...
ପବିତ୍ର ବଡ଼ଓଷାରେ ଜଳିଲା ୩୦ ହଜାର ଦୀପ
ଦଶପଲ୍ଲା : ପବିତ୍ର କାର୍ତ୍ତିକ ବଡ଼ଓଷା ସନ୍ଧ୍ୟାରେ ବାଣୀଗୋଛାର ପ୍ରଶିଦ୍ଧ ଶୈବ ପୀଠ ବାବା ଯୋଗେଶ୍ୱରଙ୍କ ମନ୍ଦିର ପ୍ରାଙ୍ଗଣରେ ଦୀପଦାନ ମହୋତ୍ସବ ପାଳିତ ହୋଇ ଯାଇଛି । ଚଳିତ ବର୍ଷ ଏହି ଉତ୍ସବରେ ଅନ୍ୟୁନ ଛଅ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇ ଥିବା ବେଳେ ଭକ୍ତ ମାନଙ୍କ ଦ୍ୱରା ତିରିଶ!-->…
Read More...
Read More...
ଦିନ ଦ୍ୱିପହରରେ ବନ୍ଧୁକ ଦେଖାଇ ପେଟ୍ରୋଲ୍ ପମ୍ପ୍ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ଅଭିଯୋଗ, ଥାନାରେ…
ବାଲିଗୁଡ଼ା: ଦିନ ଦ୍ୱିପହରରେ ପେଟ୍ରୋଲ୍ ପମ୍ପ୍ କର୍ମଚାରୀଙ୍କ ଠାରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍ ଅଭିଯୋଗ । ପେଟ୍ରୋଲ ପମ୍ପ୍ ମାଲିକଙ୍କ ତରଫରୁ ଥାନାରେ ଏତଲା ଦିଆଯାଇଛି । ଅଭିଯୋଗ ପ୍ରକାରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଗତକାଲି କନ୍ଧମାଳ!-->…
Read More...
Read More...
ଡ଼ଃ ନୃସିଂହାନନ୍ଦ ମହାପାତ୍ର ପାଇଲେ କୈବଲ୍ୟ ସାହିତ୍ୟ ଜ୍ୟୋତି ସମ୍ମାନ
ଫୁଲବାଣୀ :-କନ୍ଧମାଳର ପ୍ରତିଷ୍ଠିତ ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ର ସମ୍ମାନଜନକ କୈବଲ୍ୟ ଜ୍ୟୋତି ସମ୍ମାନ ପାଇଛନ୍ତି । କଟକରେ ପ୍ରସିଦ୍ଧ ଧବଳେଶ୍ୱର ପୀଠରେ କୈବଲ୍ୟ ସାହିତ୍ୟ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ଆଧ୍ୟାତ୍ମିକ ଜ୍ଞାନର ସମ୍ପ୍ରସାରଣ, ସାହିତ୍ୟ, ସେବା ଓ ସାମ୍ବାଦିକତା!-->…
Read More...
Read More...
ହବିଷ୍ୟାଳୀଙ୍କୁ ମାଡ ଅଭିଯୋଗ,ହାବିଲଦାରଙ୍କୁ ନିଲମ୍ବିତ କଲେ ଏସପି
ପୁରୀ: ଶ୍ରୀମନ୍ଦିର ରେ ଅଭାବନୀୟ ଘଟଣା । ପୁଣି ଖାକିରେ ଲାଗିଲା ଦାଗ । ମହାଧାର୍ମିକ ମାସ ପଞ୍ଚୁକରେ ପୋଲିସର ଭକ୍ତଙ୍କୁ ଆକ୍ରମଣ । ଶ୍ରୀମନ୍ଦିର ଜଗମୋହନ ଭିତରେ ହବିଷ୍ୟାଳୀଙ୍କୁ ମାଡ ଅଭିଯୋଗ । ପୋଲିସ ମାଡରେ ଜଣେ ହବିଷ୍ୟାଳୀଙ୍କ ଫାଟିଲା ମୁଣ୍ଡ । ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ!-->…
Read More...
Read More...
ଆଡିଲେଡରେ ପହଞ୍ଚିଲେ ଭାରତୀୟ ଖେଳାଳି, ସେମିରେ ଇଂଲଣ୍ଡକୁ ଭେଟିବେ
ଆଡିଲେଡ : ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଟି -୨୦ ବିଶ୍ୱକପ ୨୦୨୨ ସୁପର -୧୨ ରେ ଚମତ୍କାର ପ୍ରଦର୍ଶନ ସହିତ ପଏଣ୍ଟ ଟେବୁଲର ଶୀର୍ଷରେ ରହି ସେମିଫାଇନାଲରେ ପ୍ରବେଶ କରିଛି । ନଭେମ୍ବର ୧୦ ରେ ନକ୍ଆଉଟରେ ମ୍ୟାଚରେ ଭାରତ ଇଂଲଣ୍ଡ ସହିତ ମୁହାଁମୁହିଁ ହେବ । ଏହି ମ୍ୟାଚ୍!-->…
Read More...
Read More...
ରାଣୀସାହି ନୂଆପାଲି ଗ୍ରାମରେ ସୁନ୍ଦରାକାଣ୍ଡ
ବୌଦ୍ଧ,୭/୧୧- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବନ୍ଧାପଥର ଗ୍ରାମ ପଂଚାୟତର ରାଣୀସାହି ନୂଆପାଲି ଠାରେ କାର୍ତ୍ତିକ ଚତୁର୍ଦ୍ଦଶୀ ଉପଲକ୍ଷେ ଏକ ଦିବସୀୟ ସୁନ୍ଦରାକାଣ୍ଡ ପ୍ରବଚନ ଅନୁଷ୍ଠିତ ହୋଇଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଗାୟିକା ବା ବ୍ୟାସ ଭାବେ ଜ୍ୟୋସ୍ନାମୟୀ ଦୀକ୍ଷିତ ଏବଂ ସହାୟକ ପାଳିକା!-->…
Read More...
Read More...
ମାଣ୍ଡିଆ ରଥର ଶୁଭାରମ୍ଭ
ବୌଦ୍ଧ,୭/୧୧- ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଓଡିଶା ମିଲ୍ଲେଟ୍ସ ମିଶନ ତରଫରୁ ମାଣ୍ଡିଆ ଦିବସ ଉପଲକ୍ଷେ ଚାରିଦିନିଆ ମାଣ୍ଡିଆ ରଥ ଶୁଭାରମ୍ଭ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା ସବୁଜ ପତାକା ଦେଖାଇ ସମସ୍ତ ତିନୋଟି ବ୍ଲକ!-->…
Read More...
Read More...