Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ ଜିଲ୍ଲା ଜିଆରଏସ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ
ହରଭଙ୍ଗା : ଆଜି ବୌଦ୍ଧ ଜିଲ୍ଲା ଜିଆରଏସ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜଳେଶ୍ୱର ବାବା ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଜିଲ୍ଲା ସଭାପତି ସରୋଜ ମହାକୁଡ଼ ରାଜ୍ୟ ଜିଆରଏସ ସଂଘର କାର୍ଯ୍ୟକାରିଣୀରେ ସ୍ଥାନ ପାଇଥିବା ହେତୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପତି ଶ୍ରୀ!-->…
Read More...
Read More...
ପୁରୁଣା କେରାଣ୍ଡୀରେ ନାମ ସଂକୀର୍ତ୍ତନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଲକର କେରାଣ୍ଡୀ ପଞ୍ଚାୟତର ପୁରୁଣା କେରାଣ୍ଡୀ ଗ୍ରାମର ହନୁମାନ ମନ୍ଦିର ନିକଟରେ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ଗ୍ରାମର ୱାର୍ଡ ସଭ୍ୟ ସରୋଜ ଜେନା ଓ ଶ୍ରୀକାନ୍ତ ବରାଡ଼ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଛି ।!-->…
Read More...
Read More...
ଫୁଲବାଣୀ ଠାରେ ବୋଇତ ବନ୍ଦାଣ ଉତ୍ସବ ପାଳିତ
ଫୁଲବାଣୀ: ଆଜି ଫୁଲବାଣୀର ନଦୀ ଗୁଡିକରେ ବୋଇତ ବନ୍ଦାଣ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ଶାନ୍ତିଶୃଙ୍ଖଳାର ସହ ପାଳିତ ହୋଇଥିଲା । ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଶ୍ରଦ୍ଧାଳୁ ମାନେ ବଡି ଭୋରରୁ ଫୁଲବାଣୀ ସହରର ନଦୀ ଖଣ୍ଡି ସାହିରେ ଥିବା ପିଲା ସାଲୁଙ୍କି ଡ୍ୟାମ, ପିଅନପଡ଼ା ନଦୀ ଘାଟ, ଫୁଲବାଣୀ!-->…
Read More...
Read More...
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାମଜୀ ମନ୍ଦିରରେ ଲକ୍ଷେ ଦୀପ ଦାନ
ସୁବର୍ଣ୍ଣପୁର: କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ସହରର ମଝିପଡା ରାମଜୀ ମନ୍ଦିରରେ ଦୀପ ଯଜ୍ଞର ଆୟୋଜନ କରାଯାଇଥିଲା ।ଶତାଧିକ ଗୃହିଣୀ ଓ ଅବିବାହିତ ଝିଅମାନେ ଏହି ଯଜ୍ଞ କାର୍ଯ୍ୟରେ ସାମିଲ ହୋଇ ଲକ୍ଷେ ଦୀପ ପ୍ରଦାନ କରିଛନ୍ତି । ଏଥିପାଇଁ ଅନେକ ଗୃହିଣୀ ଆବଶ୍ୟକ ଦୀପ ବତି ଓ ଘିଅ ଦାନ କରିଥିଲେ ।!-->…
Read More...
Read More...
ଦହଣା ବାଲୁଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟ ପ୍ରହରୀ ନାମଯଜ୍ଞ
ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରବିବାର ସନ୍ଧ୍ୟାରେ ବାଙ୍ଗୀରୀନାଳଠାରୁ କଳସ ଯାତ୍ରା ଆରମ୍ଭ ହୋଇ ଗ୍ରାମ ପରିକ୍ରମା କରି ଜଳ ଅଣାଯାଇ ଯାଇଥିଲା । ଦହଣା!-->…
Read More...
Read More...
ଆକ୍ସନ ମୋଡ଼ରେ ବନବିଭାଗ, ପୁଣି ବିପୁଳ ପରିମାଣର କାଠ ଜବତ୍
ଦଶପଲ୍ଲା,୮/୧୧: - ଦଶପଲ୍ଲା ଏନଏସି ଅନ୍ତର୍ଗତ ନାହାକପଡାରୁ ଆଜି ବନବିଭାଗ ଚଢାଉ କରି ୩୧ଟି ଶାଳ ସାଇଜ୍ ଓ ପଟା ଜବତ୍ କରିଛନ୍ତି । ଦଶପଲ୍ଲା ବନାଞ୍ଚଳ ଅଧିକାରୀ ନିଖିଳେଶ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବନବିଭାଗ ସ୍କ୍ୱାର୍ଡ ଚଢାଉ କରି ପ୍ରାୟ ୪୨୦ ସେଣ୍ଟିମିଟର ସାଇଜ୍ ଜବତ୍!-->…
Read More...
Read More...
ତୈଳିକ ବୈଶ୍ୟ ସମାଜ ତରଫରୁ ବୋଇତ ବନ୍ଦାଣ ଉତ୍ସବ ପାଳିତ
ବୌଦ୍ଧ,୮/୧୧- ଉତ୍କଳୀୟ ସଂସ୍କୃତି ଓ ପରମ୍ପରାକୁ ମନେପକାଇ ତୈଳିକ ବୈଶ୍ୟ ସମାଜ ବୌଦ୍ଧ ତରଫରୁ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି । ଅତୀତରେ ଗମନାଗମନର ଅସୁବିଧା ସତ୍ତେ୍ୱ ସାଧବ ପୁଅମାନେ ଜାଭା, ସୁମାତ୍ରା ଭଳି ଦୂରଦେଶକୁ ଯାଇ ବଣିଜ ବେପାର କରି ଅନେକ ଧନରତ୍ନ ନିଜ ଦେଶକୁ ବୋହି ଆଣୁଥିଲେ!-->…
Read More...
Read More...
କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଇଙ୍କ ବୌଦ୍ଧଗସ୍ତକୁ ନେଇ ପ୍ରସ୍ତୁତି ବୈଠକ
ବୌଦ୍ଧ,୮/୧୧- ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆସନ୍ତା ନଭେମ୍ବର ୧୩ ଓ ୧୪ ଦୁଇଦିନ ଧରି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ମାନ୍ୟବର ନିତ୍ୟାନନ୍ଦ ରାଇଙ୍କ ବୌଦ୍ଧ ଜିଲ୍ଲାର ଉଭୟ ବିଧାନସଭା ଗସ୍ତ ଉପଲକ୍ଷେ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ!-->…
Read More...
Read More...
ହବିଷ୍ୟାଳୀ ମା ମାନଙ୍କୁ ଭାବପୂର୍ଣ୍ଣ ବିଦାୟ
ପୁରୀ : ଗୋଟିଏ ମାସ କାର୍ତ୍ତିକ ବ୍ରତର ହବିଷ ସାରିବା ପରେ ଆଜି ନିଜ ନିଜ ଘରକୁ ଫେରିଛନ୍ତି ମା ମାନେ। ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଓ ଏସପି ଡ଼ଃ କନୱର ବିଶାଲ ସିଂ ବୃନ୍ଦାବତୀ ନିବାସରେ ପହଞ୍ଚି ଏକ ଭାବପୂର୍ଣ୍ଣ ପରିବେଶ ମଧ୍ୟ ରେ ମା ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା!-->…
Read More...
Read More...
ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶକୁ ଦର୍ଶନ କଲେ ଲକ୍ଷାଧିକ ଭକ୍ତ
ପୁରୀ : ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଧର୍ମ ମାସର ଶେଷ ଦିବସରେ ଆଜି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ବିଳମ୍ବିତ ରାତ୍ରିରୁ ପୁରୀ ସମୁଦ୍ର ଓ ବିଭିନ୍ନ ତୀର୍ଥପୁଷ୍କରିଣୀ ମାନଙ୍କରେ ଡ଼ଙ୍ଗା ଭସାଇବା ସହ ବୁଡ଼ ପକାଇଛନ୍ତି । ଆଜିର ଦିନରେ ଶ୍ରୀଜିଉ ମାନଙ୍କର ରାଜରାଜେଶ୍ୱର!-->…
Read More...
Read More...