Browsing Category

ରାଜ୍ୟ

ଦଶପଲ୍ଲା ବନାଞ୍ଚଳ ରେ ମାଫିଆ ରାଜ୍‌, ପୁଣି ଠାବହେଲା ବେଆଇନ୍‌ କରତକଳ

ଦଶପଲ୍ଲା : ଦିନକୁ ଦିନ ଦଶପଲ୍ଲା ବନାଂଚଳରେ ବଢିଚାଲିଛି ମାଫିଆ ରାଜ୍‌ । ଦଶପଲ୍ଲା ବନାଞ୍ଚଳ ଅଧୀନସ୍ଥ ସଦର ସେକ୍ସନର ବଡ଼କାମିଟି ଗ୍ରାମ ନିକଟସ୍ଥ ଏକ ତୋଟାରେ ଚଢ଼ଉ କରାଯାଇ ୧୬ ଖଣ୍ଡ ଶାଗୁଆନ ପଟା ଜବତ କରାଯାଇଛି । ଏଠାରେ କାଠ ଚିରା ହେଉଥିବା ଖବର ପାଇ ବନ ବିଭାଗ ପକ୍ଷରୁ ଚଢ଼ାଉ ସମୟରେ
Read More...

ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ମହାପଞ୍ଚୁକ

ପୁରୀ : ଆଜିଠାରୁ ଆରମ୍ଭ ହୋଇଛି ମହାଧାର୍ମିକ କାର୍ତ୍ତିକ ମାସର ପଞ୍ଚୁକ ବ୍ରତ । ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଇଥିବା ବେଳେ ଦୀର୍ଘ ଦୁଇବର୍ଷର ପ୍ରତୀକ୍ଷା ପରେ ଏହି ଦୁର୍ଲଭ ବେଶ ଦର୍ଶନ କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଭକ୍ତଙ୍କ ପ୍ରବଳ ଭିଡକୁ
Read More...

ଦାଦନ ଖଟିବାକୁ ଯାଇ ଗୋଡ଼ ହରାଇଲେ ଶ୍ରମିକ, ନ୍ୟାୟ ଦାବିରେ ଶ୍ରମ ଅଧିକାରୀ ନିକଟରେ ଅଭିଯୋଗ

ପାଟଣାଗଡ଼: ବେଲପଡା ଥାନା ମୁଣ୍ଡଦର ଗାଁର ଜଣେ ଶ୍ରମିକ ଦାଦନ ଖଟିବାକୁ ଯାଇ ନିଜ ଗୋଡ ହରାଇଛନ୍ତି । ଦିନେ ସେ ପରିବାର ପାଇଁ ସାହାରା ସାଜିଥିବା ବେଳେ ଆଜିବୋଝ ହୋଇପଡିଛନ୍ତି । ଦାଦନ ଶ୍ରମିକ ଜଣକ ହେଲେ ତୁମେଶ୍ୱର ଜାଲ । ନିକଟରେ ସେ ଭୁବନେଶ୍ୱରର ଏକ ଇଟାଭାଟିକୁ କାମ କରିବାକୁ ଯାଇଥିଲେ ।
Read More...

ଫରେଷ୍ଟର ଗାର୍ଡଙ୍କୁ ଦଳିଦେଲା ହାତୀ

ଅନୁଗୋଳ: ହାତୀ ଘଉଡାଉଥିବା ବେଳେ ଫରେଷ୍ଟର ଗାର୍ଡଙ୍କୁ ଦଳିଦେଲା ହାତୀ। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁଲାଡ ପଞ୍ଚାୟତରେ। ମୃତ ଫରେଷ୍ଟଗାର୍ଡ ଜଣଙ୍କ ହେଲେ ଶରତ ଘଡେ଼ଇ। ତାଙ୍କ ଘର ତାଳଚେର ଅଞ୍ଚଳରେ। ସେ ଅନୁଗୋଳ ବନଖଣ୍ଡ ବିଭାଗରେ ଫରେଷ୍ଟ ଗାର୍ଡ ଭାବରେ
Read More...

ନବରଙ୍ଗପୁର କଲେଜକୁ ସରକାରୀ ମାନ୍ୟତା ପାଇଁ ଦାବି କଲା ପୁରାତନ ଛାତ୍ର କମିଟି

ନବରଙ୍ଗପୁର: ଦୀର୍ଘ ୫୨ ବର୍ଷ ଧରି ଅବହେଳିତ ନବରଙ୍ଗପୁର କଲେଜକୁ ସରକାରୀ କଲେଜ ଘୋଷଣା କରିବା ପାଇଁ ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟି ପକ୍ଷରୁ ଦାବି କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଲୁମିନାଇ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ରଙ୍କୁ
Read More...

ବିଦେଶୀ ପକ୍ଷୀଙ୍କ କଳରବରେ ମୁଖରିତ ସାତକୋଶିଆ ଗଣ୍ଡ

ହରଭଙ୍ଗା : ଅଧିକ ଶୀତ ଓ ଖାଦ୍ୟାଭାବରୁ ନିଜକୁ ରକ୍ଷା କରିବା ପାଇଁ ପକ୍ଷୀ ମାନେ ଦେଶାନ୍ତର ହୋଇଥାନ୍ତି । ହଜାର ହଜାର କିଲୋମିଟର ପଥ ଅତିକ୍ରମ କରି ଓଡିଶାକୁ ଆସି ବିଦେଶୀ ପକ୍ଷୀମାନେ ମହାନଦୀ ବନ୍ୟପ୍ରାଣୀ ଅଧୀନରେ ଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗା ମହାନଦୀର ସାତକୋଶିଆ ଗଣ୍ଡ ଓ ପଦ୍ମାତୋଳା
Read More...

ବାରମ୍ବାର ଆବେଦନ ସତ୍ତେ୍ୱ ମିଳୁନି ଜନ୍ମ ପ୍ରମାଣପତ୍ର, ଅନ୍ଧାରରେ ଶିଶୁର ଭବିଷ୍ୟତ

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ମହୁରୁଣ୍ଡି ଗାଁର ଦୁର୍ଯ୍ୟୋଧନ ବେହେରାଙ୍କ ଶିଶୁ ଝିଅ ରୋଶନି ବେହେରା(୩) ବଲାଙ୍ଗୀର ହସ୍ପିଟାଲରେ ଜନ୍ମ ଗ୍ରହଣ କରିଛି । ସୂଚନା ମୁତାବକ,ଶିଶୁର ଜନ୍ମ ପଞ୍ଜିକରଣ ରେକର୍ଡ ବଲାଙ୍ଗୀର ହସ୍ପିଟାଲ ଓ ଏନଏ.ସି ଅଫିସ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ସୀମା ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୀମା ବିବାଦର ସମାଧାନ ପାଇଁ ଗଠିତ ଆନ୍ତଃରାଜ୍ୟ କମିଟିର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କୋରାପୁଟର
Read More...

ଡାକ୍ତର ନିଯୁକ୍ତି ପାଇଁ ଦାବୀ କଲେ ଅଞ୍ଚଳବାସୀ

ଦଶପଲ୍ଲା : ଦେଶ ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଦଶପଲ୍ଲା ବ୍ଲକ୍‌ର ଆଦିବାସୀ ବହୁଳ ପଞ୍ଚାୟତଗୁଡ଼ିକ ବିଭିନ୍ନ ମୌଳିକ ସୁବିଧା,ସୁଯୋଗ ପାଇବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି । ଦଶପଲ୍ଲା ବ୍ଲକ୍‌ ସୀମାନ୍ତବର୍ତ୍ତୀ କୁଜାମେଣ୍ଢି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ
Read More...

ସପ୍ତମ ସହିଦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବାଲିଗୁଡ଼ା ଏସଡିଏଏ ଚମ୍ପିୟାନ

ଫୁଲବାଣୀ :- ଫୁଲବାଣୀ ପୋଲିସ ରିଜର୍ଭ ଗ୍ରାଉଣ୍ଡଠାରେ ଚାଲିଥିବା ସପ୍ତମ ସହିଦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଗୁରୁବାର ପୋଲିସ ଓ ବାଲିଗୁଡା ଏସଡ଼ିଏଏ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ପୋଲିସ ଟିମକୁ ୬୮ ରନରେ ପରାସ୍ତ କରି ବାଲିଗୁଡା ବିଜୟୀ ହୋଇଛି ।ପୋଲିସ ଟିମ ଟସ ଜିତି ବାଲିଗୁଡାକୁ
Read More...