Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆନ୍ଦୋଳନର ଚତୁର୍ଥ ଦିନରେ ପହଞ୍ଚିଲେ ତହସିଲଦାର
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଠାରେ ଚାଲିଥିବା ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଥିବା ବେଳେ ବିଭିନ୍ନ ଗଣମାଧ୍ୟମ ଓ ସାଧାରଣରେ ଜିଲ୍ଲାପ୍ରଶାସନ ସରବ୍ୟ ହେବାପରେ ଆଜି ପ୍ରଥମେ ସ୍ଥାନୀୟ ସିଆରସିସି ନରେନ୍ଦ୍ର ରଣା ଓ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକମାନେ!-->…
Read More...
Read More...
୨୦ ଜଣ କୋଭିଡ ଯୋଦ୍ଧା ସମ୍ବର୍ଦ୍ଧିତ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ଏମ-ରାଇଟ ଏଚଏଲଏଫପିପିଟିର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବୈଠକଗୃହ ଠାରେ କୋଭିଡ଼-୧୯ ସଂକ୍ରାନ୍ତରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲା ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ!-->…
Read More...
Read More...
ନାବାଳିକା ଛାତ୍ରୀ ମୃତ୍ୟୁ ଘଟଣା :ଜିଲ୍ଲା ପ୍ରଶାସନକୁ ରିପୋର୍ଟ ମାଗିଲା ଜାତୀୟ ଏସଟି କମିଶନ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ରଙ୍ଗପାରୁ ହଷ୍ଟେଲର ସପ୍ତମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ ଓ ମୃତ୍ୟୁ ଘଟଣାରେ ଜାତୀୟ ଏସଟି କମିଶନ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ମାଗିଛି । ଏହି ସମ୍ବେଦନଶୀଳ ଘଟଣାରେ ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସେନେଇ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି!-->…
Read More...
Read More...
ଦଶପଲ୍ଲା ବନାଞ୍ଚଳ ରେ ମାଫିଆ ରାଜ୍, ପୁଣି ଠାବହେଲା ବେଆଇନ୍ କରତକଳ
ଦଶପଲ୍ଲା : ଦିନକୁ ଦିନ ଦଶପଲ୍ଲା ବନାଂଚଳରେ ବଢିଚାଲିଛି ମାଫିଆ ରାଜ୍ । ଦଶପଲ୍ଲା ବନାଞ୍ଚଳ ଅଧୀନସ୍ଥ ସଦର ସେକ୍ସନର ବଡ଼କାମିଟି ଗ୍ରାମ ନିକଟସ୍ଥ ଏକ ତୋଟାରେ ଚଢ଼ଉ କରାଯାଇ ୧୬ ଖଣ୍ଡ ଶାଗୁଆନ ପଟା ଜବତ କରାଯାଇଛି । ଏଠାରେ କାଠ ଚିରା ହେଉଥିବା ଖବର ପାଇ ବନ ବିଭାଗ ପକ୍ଷରୁ ଚଢ଼ାଉ ସମୟରେ!-->…
Read More...
Read More...
ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ମହାପଞ୍ଚୁକ
ପୁରୀ : ଆଜିଠାରୁ ଆରମ୍ଭ ହୋଇଛି ମହାଧାର୍ମିକ କାର୍ତ୍ତିକ ମାସର ପଞ୍ଚୁକ ବ୍ରତ । ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଇଥିବା ବେଳେ ଦୀର୍ଘ ଦୁଇବର୍ଷର ପ୍ରତୀକ୍ଷା ପରେ ଏହି ଦୁର୍ଲଭ ବେଶ ଦର୍ଶନ କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଭକ୍ତଙ୍କ ପ୍ରବଳ ଭିଡକୁ!-->…
Read More...
Read More...
ଦାଦନ ଖଟିବାକୁ ଯାଇ ଗୋଡ଼ ହରାଇଲେ ଶ୍ରମିକ, ନ୍ୟାୟ ଦାବିରେ ଶ୍ରମ ଅଧିକାରୀ ନିକଟରେ ଅଭିଯୋଗ
ପାଟଣାଗଡ଼: ବେଲପଡା ଥାନା ମୁଣ୍ଡଦର ଗାଁର ଜଣେ ଶ୍ରମିକ ଦାଦନ ଖଟିବାକୁ ଯାଇ ନିଜ ଗୋଡ ହରାଇଛନ୍ତି । ଦିନେ ସେ ପରିବାର ପାଇଁ ସାହାରା ସାଜିଥିବା ବେଳେ ଆଜିବୋଝ ହୋଇପଡିଛନ୍ତି । ଦାଦନ ଶ୍ରମିକ ଜଣକ ହେଲେ ତୁମେଶ୍ୱର ଜାଲ । ନିକଟରେ ସେ ଭୁବନେଶ୍ୱରର ଏକ ଇଟାଭାଟିକୁ କାମ କରିବାକୁ ଯାଇଥିଲେ ।!-->…
Read More...
Read More...
ଫରେଷ୍ଟର ଗାର୍ଡଙ୍କୁ ଦଳିଦେଲା ହାତୀ
ଅନୁଗୋଳ: ହାତୀ ଘଉଡାଉଥିବା ବେଳେ ଫରେଷ୍ଟର ଗାର୍ଡଙ୍କୁ ଦଳିଦେଲା ହାତୀ। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁଲାଡ ପଞ୍ଚାୟତରେ। ମୃତ ଫରେଷ୍ଟଗାର୍ଡ ଜଣଙ୍କ ହେଲେ ଶରତ ଘଡେ଼ଇ। ତାଙ୍କ ଘର ତାଳଚେର ଅଞ୍ଚଳରେ। ସେ ଅନୁଗୋଳ ବନଖଣ୍ଡ ବିଭାଗରେ ଫରେଷ୍ଟ ଗାର୍ଡ ଭାବରେ!-->…
Read More...
Read More...
ନବରଙ୍ଗପୁର କଲେଜକୁ ସରକାରୀ ମାନ୍ୟତା ପାଇଁ ଦାବି କଲା ପୁରାତନ ଛାତ୍ର କମିଟି
ନବରଙ୍ଗପୁର: ଦୀର୍ଘ ୫୨ ବର୍ଷ ଧରି ଅବହେଳିତ ନବରଙ୍ଗପୁର କଲେଜକୁ ସରକାରୀ କଲେଜ ଘୋଷଣା କରିବା ପାଇଁ ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟି ପକ୍ଷରୁ ଦାବି କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଲୁମିନାଇ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ରଙ୍କୁ!-->…
Read More...
Read More...
ବିଦେଶୀ ପକ୍ଷୀଙ୍କ କଳରବରେ ମୁଖରିତ ସାତକୋଶିଆ ଗଣ୍ଡ
ହରଭଙ୍ଗା : ଅଧିକ ଶୀତ ଓ ଖାଦ୍ୟାଭାବରୁ ନିଜକୁ ରକ୍ଷା କରିବା ପାଇଁ ପକ୍ଷୀ ମାନେ ଦେଶାନ୍ତର ହୋଇଥାନ୍ତି । ହଜାର ହଜାର କିଲୋମିଟର ପଥ ଅତିକ୍ରମ କରି ଓଡିଶାକୁ ଆସି ବିଦେଶୀ ପକ୍ଷୀମାନେ ମହାନଦୀ ବନ୍ୟପ୍ରାଣୀ ଅଧୀନରେ ଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗା ମହାନଦୀର ସାତକୋଶିଆ ଗଣ୍ଡ ଓ ପଦ୍ମାତୋଳା!-->…
Read More...
Read More...
ବାରମ୍ବାର ଆବେଦନ ସତ୍ତେ୍ୱ ମିଳୁନି ଜନ୍ମ ପ୍ରମାଣପତ୍ର, ଅନ୍ଧାରରେ ଶିଶୁର ଭବିଷ୍ୟତ
ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ମହୁରୁଣ୍ଡି ଗାଁର ଦୁର୍ଯ୍ୟୋଧନ ବେହେରାଙ୍କ ଶିଶୁ ଝିଅ ରୋଶନି ବେହେରା(୩) ବଲାଙ୍ଗୀର ହସ୍ପିଟାଲରେ ଜନ୍ମ ଗ୍ରହଣ କରିଛି । ସୂଚନା ମୁତାବକ,ଶିଶୁର ଜନ୍ମ ପଞ୍ଜିକରଣ ରେକର୍ଡ ବଲାଙ୍ଗୀର ହସ୍ପିଟାଲ ଓ ଏନଏ.ସି ଅଫିସ!-->…
Read More...
Read More...