Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୮ରେ ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଚୂଡାନ୍ତ
ପୁରୀ : ଆସନ୍ତା ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ପୂର୍ବ ସ୍ଥିରୀକୃତ ତ୍ରୁଟି ପୂର୍ଣ୍ଣ ନୀତି ନିର୍ଘଣ୍ଟରେ ପରିବର୍ତ୍ତନ ହୋଇଛି । ସୂର୍ଯ୍ୟେଦୟ ୫ଟା ୫୪ ମିନିଟ ୫୩ ସେକେଣ୍ଡରେ ଆରମ୍ଭ ହେଉଥିବାରୁ ସେହି!-->…
Read More...
Read More...
ରାଧାପାଦ ଦର୍ଶନକୁ ଅନୁମତି, ଛୁଇଁବା ମନା
ପୁରୀ : ଆସନ୍ତାକାଲି ଅଁଳା ନବମୀ । ଦୁଇ ବର୍ଷ ପରେ ରାଧାପାଦ ଦର୍ଶନ କରିପାରିବେ ଭକ୍ତ । କରୋନା କଟକଣା ହଟିଥିବାରୁ ସାକ୍ଷୀଗୋପାଳରେ ଅଁଳା ନବମୀରେ ଭକ୍ତଙ୍କୁ ରାଧାପାଦ ଦର୍ଶନ କରିବାକୁ ଅନୁମତି ମିଳିଛି । ହେଲେ ରାଧା ପାଦ ସ୍ପର୍ଶ ନେଇ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳି ନାହିଁ । ଏନେଇ ପୁରୀ!-->…
Read More...
Read More...
ଡ୍ରାଇଭରକୁ ଦାଦାବଟି ମାଗି ଯୁବକ ଗିରଫ
ପୁରୀ : ବନ୍ଧୁକ ଦେଖାଇ ଦାଦାବଟି ମାଗିବା ଅଭିଯୋଗରେ ଟାଉନ ଥାନା ପୋଲିସ ଚୁଦଙ୍ଗାସାହି ମାତାଗୋସେଇଁ ଲେନ୍ର ସଲିଳ ଶତଦଳ ସୁବୁଦ୍ଧି,(ମିକୁନ)କୁ ଗିରଫ କରିଛନ୍ତି । ଅଭିଯୁକ୍ତଠାରୁ ଗୋଟିଏ ଦେଶୀ ପିସ୍ତଲ, ୨ଟି ମୋବାଇଲ, ଗୋଟିଏ କଟୁରୀ ଏବଂ ୩୦୦୦ଟଙ୍କା ଜବତ କରାଯାଇଛି । ସୋମବାର ସନ୍ଧ୍ୟାରେ!-->…
Read More...
Read More...
ଚରଦା ମନ୍ଦିରର ଚୋରୀ ରହସ୍ୟ ଖୋଲିବ କେବେ?
ସୁବର୍ଣ୍ଣପୁର: ବିନିକା ବ୍ଲକ ଅନ୍ତର୍ଗତ ଐତିହାସିକ ପୀଠ ଚରଦାର ଶ୍ରୀ ଶ୍ରୀ କପିଳେଶ୍ୱର ମନ୍ଦିରରୁ ବାରମ୍ବାର ଚୋରୀ ହେଉଥିବାରୁ ପୋଲିସର ତଦନ୍ତ ନେଇ ସନ୍ଦେହ ପ୍ରକାଶ ପାଇଛି । ଚରଦା ଗ୍ରାମରେ ଐତିହାସିକ ଶ୍ରୀଶ୍ରୀ କପିଳେଶ୍ୱରଙ୍କ ପୀଠ ଅବସ୍ଥିତ । ଏହି ମନ୍ଦିର ପୁରୀ ଗଜପତି ରାଜା ତୃତୀୟ!-->…
Read More...
Read More...
ବ୍ଲକ୍ ସ୍ତରୀୟ ଦୁର୍ନୀତି ନିବାରଣ ସଚେନତା ସଭା
ନବରଙ୍ଗପୁର: ଦୁର୍ନୀତି ନିବାରଣ ସପ୍ତାହ ୨୦୨୨ପାଳନ ଅବସରରେ ନବରଙ୍ଗପୁର ବ୍ଲକ୍ ସ୍ତରୀୟ ଦୁର୍ନୀତି ନିବାରଣ ସଚେନତା ସଭା ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ଦିନ ଅପରାହ୍ନରେ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୋଷ୍ଠି ଉନ୍ନୟନ ଅଧିକାରୀ ଶିବ ପ୍ରସାଦ!-->…
Read More...
Read More...
ଉଦଯାପିତ ହେଲା ଅଲ ଇଣ୍ଡିଆ ଯାଦୁଗର ସଂଘର ଯାଦୁ ପ୍ରଦର୍ଶନ, ଯାଦୁ ଖେଳକୁ ଉପଭୋଗ କଲେ ଅର୍ଥ ମନ୍ତ୍ରୀ
ସୁବର୍ଣ୍ଣପୁର: ସହରର ସଂସ୍କୃତି ଭବନଠାରେ ୨ଦିନ ଧରି ଆୟୋଜିତ ହୋଇଥିବା ସର୍ବଭାରତୀୟ ସ୍ତରର ଯାଦୁ ପ୍ରଦର୍ଶନୀ ଓ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଉଦଯାପନୀ ସଂଧ୍ୟାରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଯୋଗଦେଇ ଯାଦୁଗର ତଥା ଦର୍ଶକଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ଯାଦୁଗର!-->…
Read More...
Read More...
ଦଶପଲ୍ଲାରେ ପାଳିତ ହେଲା ୭୧ତମ ଜିଲ୍ଲାସ୍ତରୀୟ ଗୋ-ସମ୍ବର୍ଦ୍ଧନା ଉତ୍ସବ
ଦଶପଲ୍ଲା : ନୟାଗଡ଼ ଜିଲ୍ଲାରେ ୭୧ ତମ ଗୋ ସମ୍ବର୍ଦ୍ଧନା ଉତ୍ସବ ଏକ ସପ୍ତାହ ଧରି ଚାଲିଥିବାବେଳେ ଆଜି ଉଦଯାପିତ ହୋଇଯାଇଛି । ଦଶପଲ୍ଲା ବ୍ଲକ ନିକସ୍ଥ ଖମାର ସାହି ପଞ୍ଚାୟତର ପ୍ରାଣୀସେବା କେନ୍ଦ୍ର ଠାରେ ଏହି ଉତ୍ସବ ପାଳିତ ହୋଇଯାଇଛି । ଆଜିର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ!-->…
Read More...
Read More...
ପୁଣି ଛଅ ଫୁଟର ଅଜଗର ସାପ ଉଦ୍ଧାର କଲା ଟିମ ହ୍ୟୁମାନିଟ କନ୍ଧମାଳ
ଫୁଲବାଣୀ : ସମୟ ରାତ୍ର ନଅ ଘଣ୍ଟିକା । ଫୁଲବାଣୀ ଠାରୁ କିଛି ଦୂର ମାଜାଗାଣ୍ଡା ଫୁଲବାଣୀ ବ୍ଲକ୍ ୧୪ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ପିତାମ୍ବର ମଲ୍ଲିକ ମାଜାଗାଣ୍ଡା ରାସ୍ତା ପାର୍ଶ୍ୱରେ ଏକ ୬ଫୁଟର ଅଜଗର ସାପଟିକୁ ଦେଖି ଟିମ୍ ହ୍ୟୁମାନିଟି କନ୍ଧମାଳର ସ୍ନେକ ହେଲ୍ପଲାଇନକୁ ଯୋଗାଯୋଗ!-->…
Read More...
Read More...
ଜିଲ୍ଲାସ୍ତରୀୟ ଗୋ-ସମ୍ବର୍ଦ୍ଧନା ଉତ୍ସବ ପାଳିତ
ଘୁ.ଉଦୟଗିରି : ପ୍ରାଣୀ ସମ୍ପଦ ବିକାଶ ବିଭାଗ କନ୍ଧମାଳ ପକ୍ଷରୁ ୭୧ ତମ ଜିଲ୍ଲା ସ୍ତରୀୟ ଗୋ-ସମ୍ବର୍ଦ୍ଧନା ଉତ୍ସବ -୨୦୨୨ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ ପ୍ରାଙ୍ଗଣରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, କନ୍ଧମାଳ ଡଃ. ଅଶୋକ କୁମାର ତ୍ରିପାଠୀଙ୍କ ଆହ୍ୱାନ କ୍ରମେ ଗୋ - ସମ୍ବର୍ଦ୍ଧନା!-->…
Read More...
Read More...
ପଞ୍ଚକରେ ଶ୍ରଦ୍ଧାଳୁଙ୍କୁ ମନା ଧବଳେଶ୍ୱର ପୀଠ
କଟକ: ଗତ ୨ ବର୍ଷ ପରି ଏଥର ବି ପଞ୍ଚକରେ ଖାଁ ଖାଁ ରହିବ ଧବଳେଶ୍ୱର ପୀଠ। ଶ୍ରଦ୍ଧାଳୁଙ୍କୁ ମିଳିବନି ବାବା ଧବଳେଶ୍ୱରଙ୍କ ଦର୍ଶନ ଅନୁମତି। ଧବଳେଶ୍ୱର ଝୁଲା ପୋଲ ଅସୁରକ୍ଷିତ ଥିବାରୁ ଗତକାଲିଠୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି। ଫଳରେ ଆଜି ସକାଳୁ ଧବଳେଶ୍ୱର ପୀଠ ଖାଁ ଖାଁ ପଡ଼ି!-->…
Read More...
Read More...