Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ତୁମୁଡିବନ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ପିତୃ ସମ୍ମିଳନୀ
ଫୁଲବାଣୀ : ତୁମୁଡିବନ୍ଧର ଡ଼ଃ ଆମ୍ବେଦକର ଛକରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ପିତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା, ସଂସ୍କାର, ସଂସ୍କୃତିକୁ ପ୍ରାଧାନ୍ୟ ଦେଉଥିବା ଏହି ଅନୁଷ୍ଠାନରେ ଆୟୋଜିତ ସମ୍ମିଳନୀରେ ପ୍ରଧାନାଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ କାର୍ଯ୍ୟକ୍ରମର!-->…
Read More...
Read More...
ପୁରୀରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
ପୁରୀ : ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ, ନେହେରୁ ଯୁବକେନ୍ଦ୍ର ,ସ୍ୱେଚ୍ଛାସେବୀ ସଂଗଠନ ସମ୍ପର୍କ, ଜନ ଶିକ୍ଷଣ ସଂସ୍ଥାନ, ଜଂଗଲି କ୍ଳବ, ଡିଫେନ୍ସ କ୍ଳବ,ପଞ୍ଚମୁଖୀ କ୍ଳବ ର ମିଳିତ ଆନୁକୂଲ୍ୟରେ ଏକତା ଦୌଡ଼ର ଆୟୋଜନ!-->…
Read More...
Read More...
ସୂର୍ଯ୍ୟ ଉପାସନା ଛଟ ପର୍ବ ପାଳିତ
ସମ୍ବଲପୁର: ଆଜି ପ୍ରାତଃକାଳରୁ ମହାନଦୀର ବିଭିନ୍ନ ଘାଟରେ ଉଦୀୟମାନ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ ସହିତ ବହୁଚର୍ଚ୍ଚିତ ଛଟପୂଜାର ସମାପନ ହୋଇଯାଇଛି । ପୃଥିବୀର ସମସ୍ତ ଶକ୍ତିର ଉତ୍ସ ହେଉଛନ୍ତି ସୂର୍ଯ୍ୟଦେବତା ଓ ତାଙ୍କ ବିନା ସବୁଆଡେ ଘୋର ଅନ୍ଧକାର ସହ ପୃଥିବୀ ହିମ ଆଚ୍ଛାଦିତ ହେବା!-->…
Read More...
Read More...
ଶ୍ରମିକ ମାନ୍ୟତା ଦାବି, ଆନ୍ଦୋଳନ ପାଇଁ ଅଙ୍ଗନବାଡ଼ି କର୍ମୀଙ୍କ ପ୍ରସ୍ତୁତି ସମାବେଶ
ସମ୍ବଲପୁର: ଅଙ୍ଗନୱାଡ଼ି କର୍ମୀଙ୍କୁ ଶ୍ରମିକ ମାନ୍ୟତା ସହିତ ଦଶ ହଜାର ଟଙ୍କା ପେନସନ ଓ ସାମାଜିକ ନିରାପତ୍ତା ଯୋଗାଇଦେବା, ଶ୍ରମ ସମ୍ମିଳନୀର ନିଷ୍ପତ୍ତି ଅନୁଯାୟୀ ୨୬ ହଜାର ଦରମା, ସମାନ କାମକୁ ସମାନ ଦରମା, ମିନୀ କର୍ମୀଙ୍କୁ ଅଙ୍ଗନୱାଡି କର୍ମୀ ମାନ୍ୟତା, କର୍ମୀଙ୍କୁ ଶହେରୁ ଶହେ!-->…
Read More...
Read More...
ଝୁଲା ପୋଲ ଭୁଶୁଡିବା ଘଟଣା, ମୃତ୍ୟୁସଂଖ୍ୟା ୧୩୨କୁ ବୃଦ୍ଧି
ମୋର୍ବୀ: ରବିବାର ସନ୍ଧ୍ୟା ବେଳେ ଗୁଜରାଟର ମୋର୍ବୀ ଜିଲ୍ଲାରେ ପ୍ରବାହିତ ମଚ୍ଛୁନଦୀ ଉପରେ ନିର୍ମିତ ଝୁଲା ପୋଲ ଭୁଶୁଡିବା ଘଟଣା, ମୃତ୍ୟୁସଂଖ୍ୟା ୧୩୨କୁ ବୃଦ୍ଧିଭାଙ୍ଗିପଡ଼ିବା ଯୋଗୁଁ ମୃତ୍ୟୁ ମୁଖରେ ପଡ଼ିଥିବା ଲୋକଙ୍କ ସଂଖ୍ୟା ୧୩୨କୁ ବୃଦ୍ଧି ପାଇଥିବା କଥା ଆଜି ସକାଳେ ଗୁଜରାଟର!-->…
Read More...
Read More...
ଖପ୍ରାଖୋଲରେ ସିଆରପିଏଫ୍ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ସଚେତନତା କାର୍ଯ୍ୟକ୍ରମ
ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ସିଆରପିଏଫ୍ ୧୮୯ ବାଟାଲିୟନ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ସଚେତନତା କାର୍ଯ୍ୟକ୍ରମ କମାଣ୍ଡେଣ୍ଟ ପବନ କୁମାର ତିୱାରୀଙ୍କ ନିର୍ଦ୍ଦେଶରେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ବାବୁଲ କୁମାର ରୋୟଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଟିତ ହୋଇଯାଇଛି ।!-->…
Read More...
Read More...
ବାଲିଗୁଡ଼ାରେ ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ
ବାଲିଗୁଡ଼ା : ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ତିଥି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି । ଏହି ଅବସରରେ ସିଆରପିଏଫ୍ ପକ୍ଷରୁ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ!-->…
Read More...
Read More...
୧୦ ପୁରୁଷ ଓ ୧୦ ମହିଳା ଦାଦନ ଶ୍ରମିକ ସହ ୭ ଶିଶୁ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ସହ ସହଯୋଗୀ ଗିରଫ
ପାଟଣାଗଡ : ବଗଲାବନ୍ଦ ଗାଁର ଜନୈକ ଦାଦନ ସର୍ଦ୍ଦାର ବାହ୍ୟ ଜିଲ୍ଲାରୁ ବାହାର ରାଜ୍ୟକୁ ଶ୍ରମିକ ଚାଲାଣ ପାଇଁ ୨୭ ଜଣ ଦାଦନ ଶ୍ରମିକକୁ ଆଣି ନିଜ ପାଖରେ ରଖିଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଟଣାଗଡ଼ ପୁଲିସ ଥାନା ଅଧିକାରୀ ଅନନ୍ତ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଉକ୍ତ ସ୍ଥାନରେ!-->…
Read More...
Read More...
ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ଗଜପତି ଶାଖାର ବାର୍ଷିକ ବୈଠକ
ପାରଳାଖେମୁଣ୍ଡି : ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ଗଜପତି ଶାଖାର ବାର୍ଷିକ ବୈଠକ ତଥା ନୂତନ କର୍ମକର୍ତ୍ତା ନିର୍ବାଚନ ଗଜପତି ଏମ୍ଆଇ, ଆଇବିଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଶାଖାର ଚାଳିଶରୁ ଉର୍ଦ୍ଧ୍ୱ ଇଞ୍ଜିନିୟର ସଭ୍ୟସଭ୍ୟା ଯୋଗ ଦେଇଥିଲେ ।ଶାଖା ସଭାପତି ରୂପେ ଇଞ୍ଜିନିୟର!-->…
Read More...
Read More...
ନିଆଁ ଲାଗି ଦୁଇବଖରା ଘର ଭସ୍ମୀଭୂତ, ଖୋଲା ଆକାଶ ତଳେ ପରିବାର
ଦଶପଲ୍ଲା : ଆଜି ସକାଳ ୭ ଘଟିକା ସମୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ବାଣୀଗୋଛା ନୂଆସାହି ତ୍ରୀଲୋଚନ ଭୋଇଙ୍କ ଘରେ ଆକସ୍ମିକ ଭାବରେ ନିଆଁ ଲାଗି ଦୁଇବଖରା ଘର ପୋଡିଯିବା ସହିତ ସମସ୍ତ ଆସବାବପତ୍ର ସମେତ ଗଚ୍ଛିତ ଥିବା ଖାଦ୍ୟ ସାମଗ୍ରୀ ମଧ୍ୟ ପୋଡି ପାଉଁଶ ହୋଇଯାଇଛି । ଖବରପାଇ!-->…
Read More...
Read More...