Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓଡିଶାର ସର୍ବଶ୍ରେଷ୍ଠ ଭିଜିଲାନ୍ସ ପବ୍ଲିକ ପ୍ରସିକ୍ୟୁଟର ଭାବେ ପୁରସ୍କୃତ ହେଲେ ଭି ଭି ରାମଦାସ
ଫୁଲବାଣୀ: ସ୍ଥାନୀୟ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ପବ୍ଲିକ ପ୍ରସିକ୍ୟୁଟର ଭି ଭି ରାମଦାସଙ୍କୁ ରାଜ୍ୟର ସର୍ବଶ୍ରେଷ୍ଠ ଭିଜିଲାନ୍ସ ପବ୍ଲିକ ପ୍ରସିକ୍ୟୁଟର (ପି ପି)ଭାବେ ସୋମବାର ଦିନ ସରକାର ପୁରସ୍କୃତ କରିଛନ୍ତି । ଭିଜିଲାନ୍ସ ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ!-->…
Read More...
Read More...
ମଣ୍ଡେଇ କ୍ରୀଡା କମିଟିର ପ୍ରସ୍ତୁତି ବୈଠକ
ନବରଙ୍ଗପୁର:-ଆସନ୍ତା ଡିସେମ୍ବର ମାସ ୧୦ ରୁ ୧୪ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମଣ୍ଡେଇ-୨୦୨୨ ନିମନ୍ତେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ମଣ୍ଡେଇ କ୍ରୀଡା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କ୍ରୀଡା ଅଧିକାରୀ ମହେନ୍ଦ୍ର ସାହୁ ସଭାପତିତ୍ୱ କରିଥିଲେ । ବୈଠକରେ!-->…
Read More...
Read More...
୩୨ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ବେଳପଡା ପୁଲିସ, ୨ ସର୍ଦ୍ଦାର ଅଟକ
ପାଟଣାଗଡ: ବଲାଙ୍ଗିର ପୁଲିସ ଦାଦନ ଋତୁ ପୂର୍ବରୁ ଗାଁ ଗାଁରେ ଲୋକଙ୍କୁ ନେଇ ସଚେତନ କରୁଥିଲେ ମଧ୍ୟ ସର୍ଦ୍ଦାର ମାନେ ବୋଲ ମାନୁନାହାନ୍ତି । ବେଆଇନ ଭାବରେ ଶ୍ରମିକ ମାନଙ୍କ ବାହାର ରାଜ୍ୟକୁ ଚାଲାଣ କରିବାରେ ମାତିଛନ୍ତି । ଏବେ ବେଳପଡା ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ମଣ୍ଡଳ ଗାଁ ନିକଟରୁ ୩୨!-->…
Read More...
Read More...
ହ୍ୟାଣ୍ଡସ୍ ଫର ଆନିମଲ ସଂଗଠନ ଏବଂ ଜିଲ୍ଲା ପଶୁ ସମ୍ପଦ ସିଡିଭିଓଙ୍କ ପକ୍ଷରୁ ବୁଲା ଗାଈଗୋରୁ ଓ କୁକୁରଙ୍କୁ ଖାଦ୍ୟ…
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ହ୍ୟାଣ୍ଡସ୍ ଫର ଆନିମଲ ସଂଗଠନ ଏବଂ ଜିଲ୍ଲା ପଶୁ ସମ୍ପଦ ସିଡିଭିଓଙ୍କ ପକ୍ଷରୁ ସହରର ବୁଲା ଗାଈଗୋରୁ ଓ କୁକୁରଙ୍କୁ ଖାଦ୍ୟ ବଣ୍ଟନ କରଯାଇଛି । ଗୋ ଅଷ୍ଟମୀ ଉପଲକ୍ଷେ ପାରଳା ସହର ଏବଂ ଉପକଣ୍ଠରେ ବୁଲା ଗାଈଗୋରୁ ଓ!-->…
Read More...
Read More...
ଦୁର୍ଘଟଣାରେ ସାମ୍ବାଦିକଙ୍କ ମୃତ୍ୟୁ,ଜଣେ ସାମ୍ବାଦିକ ଗୁରୁତର
ଫୁଲବାଣୀ:- ମଙ୍ଗଳବାର ସନ୍ଧ୍ୟାରେଏକ ସଡକ ଦୁର୍ଘଟଣାରେ ଫୁଲବାଣୀର ୱେବ ଚ୍ୟାନେଲ ଓ ପୃଷ୍ଠ ଭୂମି ଖବର କାଗଜର ଯୁବ ସାମ୍ବାଦିକ ବିକାଶ ମିଶ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ୱେବ ସାମ୍ବାଦିକ ବିକାଶ ଡିଗାଲ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ସୂଚନାଯୋଗ୍ୟ ଯେ, ଏ ଦୁହେଁ କୌଣସି!-->…
Read More...
Read More...
ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ପରିବେଶ ପାର୍କ ଏବଂ ପରିଷଦ ପାଣ୍ଠି ବିନିଯୋଗ ନେଇ ସମୀକ୍ଷା
ବୌଦ୍ଧ,୧ା୧୧ : ଆଜି ପୂର୍ବାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ ତ୍ରିପାଠୀ,ମୁଖ୍ୟ କାର୍ଯ୍ୟନିର୍ବାହୀ ଡଃ. ଅଜିତ କୁମାର ମିଶ୍ର ଏବଂ ବୈଷୟିକ ପରାମର୍ଶଦାତା ଶ୍ରୀଯୁକ୍ତ ସୁନିଲ କୁମାର ନାୟକ ବୌଦ୍ଧଜିଲା!-->…
Read More...
Read More...
୮ରେ ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଚୂଡାନ୍ତ
ପୁରୀ : ଆସନ୍ତା ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ପୂର୍ବ ସ୍ଥିରୀକୃତ ତ୍ରୁଟି ପୂର୍ଣ୍ଣ ନୀତି ନିର୍ଘଣ୍ଟରେ ପରିବର୍ତ୍ତନ ହୋଇଛି । ସୂର୍ଯ୍ୟେଦୟ ୫ଟା ୫୪ ମିନିଟ ୫୩ ସେକେଣ୍ଡରେ ଆରମ୍ଭ ହେଉଥିବାରୁ ସେହି!-->…
Read More...
Read More...
ରାଧାପାଦ ଦର୍ଶନକୁ ଅନୁମତି, ଛୁଇଁବା ମନା
ପୁରୀ : ଆସନ୍ତାକାଲି ଅଁଳା ନବମୀ । ଦୁଇ ବର୍ଷ ପରେ ରାଧାପାଦ ଦର୍ଶନ କରିପାରିବେ ଭକ୍ତ । କରୋନା କଟକଣା ହଟିଥିବାରୁ ସାକ୍ଷୀଗୋପାଳରେ ଅଁଳା ନବମୀରେ ଭକ୍ତଙ୍କୁ ରାଧାପାଦ ଦର୍ଶନ କରିବାକୁ ଅନୁମତି ମିଳିଛି । ହେଲେ ରାଧା ପାଦ ସ୍ପର୍ଶ ନେଇ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳି ନାହିଁ । ଏନେଇ ପୁରୀ!-->…
Read More...
Read More...
ଡ୍ରାଇଭରକୁ ଦାଦାବଟି ମାଗି ଯୁବକ ଗିରଫ
ପୁରୀ : ବନ୍ଧୁକ ଦେଖାଇ ଦାଦାବଟି ମାଗିବା ଅଭିଯୋଗରେ ଟାଉନ ଥାନା ପୋଲିସ ଚୁଦଙ୍ଗାସାହି ମାତାଗୋସେଇଁ ଲେନ୍ର ସଲିଳ ଶତଦଳ ସୁବୁଦ୍ଧି,(ମିକୁନ)କୁ ଗିରଫ କରିଛନ୍ତି । ଅଭିଯୁକ୍ତଠାରୁ ଗୋଟିଏ ଦେଶୀ ପିସ୍ତଲ, ୨ଟି ମୋବାଇଲ, ଗୋଟିଏ କଟୁରୀ ଏବଂ ୩୦୦୦ଟଙ୍କା ଜବତ କରାଯାଇଛି । ସୋମବାର ସନ୍ଧ୍ୟାରେ!-->…
Read More...
Read More...
ଚରଦା ମନ୍ଦିରର ଚୋରୀ ରହସ୍ୟ ଖୋଲିବ କେବେ?
ସୁବର୍ଣ୍ଣପୁର: ବିନିକା ବ୍ଲକ ଅନ୍ତର୍ଗତ ଐତିହାସିକ ପୀଠ ଚରଦାର ଶ୍ରୀ ଶ୍ରୀ କପିଳେଶ୍ୱର ମନ୍ଦିରରୁ ବାରମ୍ବାର ଚୋରୀ ହେଉଥିବାରୁ ପୋଲିସର ତଦନ୍ତ ନେଇ ସନ୍ଦେହ ପ୍ରକାଶ ପାଇଛି । ଚରଦା ଗ୍ରାମରେ ଐତିହାସିକ ଶ୍ରୀଶ୍ରୀ କପିଳେଶ୍ୱରଙ୍କ ପୀଠ ଅବସ୍ଥିତ । ଏହି ମନ୍ଦିର ପୁରୀ ଗଜପତି ରାଜା ତୃତୀୟ!-->…
Read More...
Read More...