Browsing Category

ରାଜ୍ୟ

ବାଇକ-ଇନୋଭା ମୁହାଁମୁହିଁ ଧକ୍କା, ବାଇକ ଚାଳକ ଗୁରୁତର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରୀକୁଟି ପଞ୍ଚାୟତ ପାଟାଙ୍ଗୀ ଗ୍ରାମ ନିକଟ ବୁଲାଣିରେ ଅପରାହ୍ନ ପ୍ରାୟ ସାଢେ ୩ଟା ସମୟରେ ଏକ ବାଇକ ଓ ଇନୋଭା କାର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକ ଜଣକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଜଣକ ଋତୁଙ୍ଗିଆ
Read More...

ଘୁ ଉଦୟଗିରି ଡାକ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ଘୁ ଉଦୟଗିରି: ସ୍ଥାନୀୟ ଡାକ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ପରିସର ମଧ୍ୟରେ ଦୁର୍ନୀତି ନିବାରଣ ସପ୍ତାହ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଇନ୍ସପେକ୍ଟର ଶ୍ରୀ ହରିଶଙ୍କର ସୁବୁଦ୍ଧିଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ବେଳେ ଦୁର୍ନୀତି କରିବେ ନାହି କିମ୍ବା ଦୁର୍ନୀତି କରିବାକୁ ଦେବେ ନାହି
Read More...

ପୁରୀରୁ ପୁଣି ଜବତ ହେଲା ଧଳାଜହର

ପୁରୀ : ପୁରୀରୁ ପୁଣି ଜବତ ହେଲା ଧଳାଜହର । ବାସେଳୀ ସାହି ଥାନା ପୋଲିସକୁ ମିଳିଛି ବଡ ସଫଳତା । ୮୯୦ ଗ୍ରାମ ବ୍ରାଉନ ସୁଗାର ଜବତ ସହ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଜବତ ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ୯୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଗିରଫ ଅଭିଯୁକ୍ତ
Read More...

ଧବଳେଶ୍ୱର ପୀଠରେ ଜାରି ହେଲା ୧୪୪ ଧାରା

ଆଠଗଡ଼ : ଆଠଗଡ ଧବଳେଶ୍ୱର ପୀଠରେ ଆଜି ଜାରି ହୋଇଛି ୧୪୪ ଧାରା । ଝୁଲାପୋଲର ମରାମତି ପାଇଁ ଜାରି ହେଲା ୧୪୪ ଧାରା । ଏନେଇ ସୂଚନା ଦେଲେ ଆଠଗଡ଼ ଉପଜିଲ୍ଲାପାଳ । ଡଙ୍ଗାରେ ଶ୍ରଦ୍ଧାଳୁଙ୍କୁ ପାରି କରାଇବା ସମ୍ଭବ ନଥିବାରୁ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ । ଏହି ନିର୍ଦ୍ଦେଶ ଅନିର୍ଦ୍ଦିଷ୍ଟ
Read More...

ରୋଗୀଙ୍କ ଜୀବନ ସହ ସାଂଘାତିକ ଖେଳ!
ଡାକ୍ତରଙ୍କ ବିନା ପରାମର୍ଶରେ ରୋଗୀଙ୍କୁ ଦିଆଯାଉଛି ଔଷଧ

ଖପ୍ରାଖୋଲ : ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ତଥା ଚିକିତ୍ସା କ୍ଷେତ୍ରରେ ଅଧିକ ଉନ୍ନତି ଆଣି ଏହାକୁ ସମୟୋପଯୋଗୀ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ସରକାରୀ ଡାକ୍ତରଖାନାଗୁଡ଼ିକରେ ରୋଗୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ, ସେ ଦିଗରେ କାର୍ଯ୍ୟ କରୁଥିବା ବେଳେ କିଛି ଅସାଧୁ ଓ
Read More...

ମଡେଲ ଡିଗ୍ରୀ କଲେଜରେ ଜାତୀୟ ଏକତା ଦିବସ ପାଳିତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଟିର୍ଲି ଆମ୍ବାଗୁଡ଼ା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇ ଯାଇଛି । ଅଧ୍ୟକ୍ଷ ଡଃ. ରଞ୍ଜନ କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଡ଼ଃ. ବିଜୟ
Read More...

ତୁମୁଡିବନ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ପିତୃ ସମ୍ମିଳନୀ

ଫୁଲବାଣୀ : ତୁମୁଡିବନ୍ଧର ଡ଼ଃ ଆମ୍ବେଦକର ଛକରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ପିତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା, ସଂସ୍କାର, ସଂସ୍କୃତିକୁ ପ୍ରାଧାନ୍ୟ ଦେଉଥିବା ଏହି ଅନୁଷ୍ଠାନରେ ଆୟୋଜିତ ସମ୍ମିଳନୀରେ ପ୍ରଧାନାଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ କାର୍ଯ୍ୟକ୍ରମର
Read More...

ପୁରୀରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ପୁରୀ : ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ, ନେହେରୁ ଯୁବକେନ୍ଦ୍ର ,ସ୍ୱେଚ୍ଛାସେବୀ ସଂଗଠନ ସମ୍ପର୍କ, ଜନ ଶିକ୍ଷଣ ସଂସ୍ଥାନ, ଜଂଗଲି କ୍ଳବ, ଡିଫେନ୍ସ କ୍ଳବ,ପଞ୍ଚମୁଖୀ କ୍ଳବ ର ମିଳିତ ଆନୁକୂଲ୍ୟରେ ଏକତା ଦୌଡ଼ର ଆୟୋଜନ
Read More...

ସୂର୍ଯ୍ୟ ଉପାସନା ଛଟ ପର୍ବ ପାଳିତ

ସମ୍ବଲପୁର: ଆଜି ପ୍ରାତଃକାଳରୁ ମହାନଦୀର ବିଭିନ୍ନ ଘାଟରେ ଉଦୀୟମାନ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ ସହିତ ବହୁଚର୍ଚ୍ଚିତ ଛଟପୂଜାର ସମାପନ ହୋଇଯାଇଛି । ପୃଥିବୀର ସମସ୍ତ ଶକ୍ତିର ଉତ୍ସ ହେଉଛନ୍ତି ସୂର୍ଯ୍ୟଦେବତା ଓ ତାଙ୍କ ବିନା ସବୁଆଡେ ଘୋର ଅନ୍ଧକାର ସହ ପୃଥିବୀ ହିମ ଆଚ୍ଛାଦିତ ହେବା
Read More...

ଶ୍ରମିକ ମାନ୍ୟତା ଦାବି, ଆନ୍ଦୋଳନ ପାଇଁ ଅଙ୍ଗନବାଡ଼ି କର୍ମୀଙ୍କ ପ୍ରସ୍ତୁତି ସମାବେଶ

ସମ୍ବଲପୁର: ଅଙ୍ଗନୱାଡ଼ି କର୍ମୀଙ୍କୁ ଶ୍ରମିକ ମାନ୍ୟତା ସହିତ ଦଶ ହଜାର ଟଙ୍କା ପେନସନ ଓ ସାମାଜିକ ନିରାପତ୍ତା ଯୋଗାଇଦେବା, ଶ୍ରମ ସମ୍ମିଳନୀର ନିଷ୍ପତ୍ତି ଅନୁଯାୟୀ ୨୬ ହଜାର ଦରମା, ସମାନ କାମକୁ ସମାନ ଦରମା, ମିନୀ କର୍ମୀଙ୍କୁ ଅଙ୍ଗନୱାଡି କର୍ମୀ ମାନ୍ୟତା, କର୍ମୀଙ୍କୁ ଶହେରୁ ଶହେ
Read More...