Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଝୁଲା ପୋଲ ଭୁଶୁଡିବା ଘଟଣା, ମୃତ୍ୟୁସଂଖ୍ୟା ୧୩୨କୁ ବୃଦ୍ଧି
ମୋର୍ବୀ: ରବିବାର ସନ୍ଧ୍ୟା ବେଳେ ଗୁଜରାଟର ମୋର୍ବୀ ଜିଲ୍ଲାରେ ପ୍ରବାହିତ ମଚ୍ଛୁନଦୀ ଉପରେ ନିର୍ମିତ ଝୁଲା ପୋଲ ଭୁଶୁଡିବା ଘଟଣା, ମୃତ୍ୟୁସଂଖ୍ୟା ୧୩୨କୁ ବୃଦ୍ଧିଭାଙ୍ଗିପଡ଼ିବା ଯୋଗୁଁ ମୃତ୍ୟୁ ମୁଖରେ ପଡ଼ିଥିବା ଲୋକଙ୍କ ସଂଖ୍ୟା ୧୩୨କୁ ବୃଦ୍ଧି ପାଇଥିବା କଥା ଆଜି ସକାଳେ ଗୁଜରାଟର!-->…
Read More...
Read More...
ଖପ୍ରାଖୋଲରେ ସିଆରପିଏଫ୍ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ସଚେତନତା କାର୍ଯ୍ୟକ୍ରମ
ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ସିଆରପିଏଫ୍ ୧୮୯ ବାଟାଲିୟନ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ସଚେତନତା କାର୍ଯ୍ୟକ୍ରମ କମାଣ୍ଡେଣ୍ଟ ପବନ କୁମାର ତିୱାରୀଙ୍କ ନିର୍ଦ୍ଦେଶରେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ବାବୁଲ କୁମାର ରୋୟଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଟିତ ହୋଇଯାଇଛି ।!-->…
Read More...
Read More...
ବାଲିଗୁଡ଼ାରେ ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ
ବାଲିଗୁଡ଼ା : ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ତିଥି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି । ଏହି ଅବସରରେ ସିଆରପିଏଫ୍ ପକ୍ଷରୁ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ!-->…
Read More...
Read More...
୧୦ ପୁରୁଷ ଓ ୧୦ ମହିଳା ଦାଦନ ଶ୍ରମିକ ସହ ୭ ଶିଶୁ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ସହ ସହଯୋଗୀ ଗିରଫ
ପାଟଣାଗଡ : ବଗଲାବନ୍ଦ ଗାଁର ଜନୈକ ଦାଦନ ସର୍ଦ୍ଦାର ବାହ୍ୟ ଜିଲ୍ଲାରୁ ବାହାର ରାଜ୍ୟକୁ ଶ୍ରମିକ ଚାଲାଣ ପାଇଁ ୨୭ ଜଣ ଦାଦନ ଶ୍ରମିକକୁ ଆଣି ନିଜ ପାଖରେ ରଖିଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଟଣାଗଡ଼ ପୁଲିସ ଥାନା ଅଧିକାରୀ ଅନନ୍ତ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଉକ୍ତ ସ୍ଥାନରେ!-->…
Read More...
Read More...
ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ଗଜପତି ଶାଖାର ବାର୍ଷିକ ବୈଠକ
ପାରଳାଖେମୁଣ୍ଡି : ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ଗଜପତି ଶାଖାର ବାର୍ଷିକ ବୈଠକ ତଥା ନୂତନ କର୍ମକର୍ତ୍ତା ନିର୍ବାଚନ ଗଜପତି ଏମ୍ଆଇ, ଆଇବିଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଶାଖାର ଚାଳିଶରୁ ଉର୍ଦ୍ଧ୍ୱ ଇଞ୍ଜିନିୟର ସଭ୍ୟସଭ୍ୟା ଯୋଗ ଦେଇଥିଲେ ।ଶାଖା ସଭାପତି ରୂପେ ଇଞ୍ଜିନିୟର!-->…
Read More...
Read More...
ନିଆଁ ଲାଗି ଦୁଇବଖରା ଘର ଭସ୍ମୀଭୂତ, ଖୋଲା ଆକାଶ ତଳେ ପରିବାର
ଦଶପଲ୍ଲା : ଆଜି ସକାଳ ୭ ଘଟିକା ସମୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ବାଣୀଗୋଛା ନୂଆସାହି ତ୍ରୀଲୋଚନ ଭୋଇଙ୍କ ଘରେ ଆକସ୍ମିକ ଭାବରେ ନିଆଁ ଲାଗି ଦୁଇବଖରା ଘର ପୋଡିଯିବା ସହିତ ସମସ୍ତ ଆସବାବପତ୍ର ସମେତ ଗଚ୍ଛିତ ଥିବା ଖାଦ୍ୟ ସାମଗ୍ରୀ ମଧ୍ୟ ପୋଡି ପାଉଁଶ ହୋଇଯାଇଛି । ଖବରପାଇ!-->…
Read More...
Read More...
ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ଓ କଳା ଉତ୍ସବ
ଫୁଲବାଣୀ : ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ଏଜେଓ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଳା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଫୁଲବାଣୀ!-->…
Read More...
Read More...
ବଲାଙ୍ଗୀର୍ ଦିନ ପାଳନ ବଢୁଛି ଉତ୍ସାହ ଅନୁଷ୍ଠିତ ହେଲା ଶଙ୍ଖଫୁକା, ମେହେନ୍ଦି ପ୍ରତିଯୋଗିତା
ବଲାଙ୍ଗୀର,୩୦/୧୦- ଯେତିକି ନଭେମ୍ବର-୧ ପାଖେଇ ଆସୁଛି ସେତିକି ବଲାଙ୍ଗୀର ଦିନ୍ ପାଳନ ପ୍ରସ୍ତୁତି ଜମୁଛି । ଲୋକଙ୍କ ଉତ୍ସାହ ମଧ୍ୟ ବଢୁଛି । ଗତକାଲି ଭଳି ଆଜି କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ଶଙ୍ଖ ଫୁକା, ମେହେନ୍ଦି ଓ ଆମର ପିଠାମଣ୍ଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମାଁ ସମଲେଶ୍ୱରୀ,!-->…
Read More...
Read More...
ବାଘ ଛାଲ ଜବତ, ଜଣେ ଗିରଫ
ଦଶପଲ୍ଲା : ନୟାଗଡ଼ ବନାଞ୍ଚଳର ନୟାଗଡ଼ ସେକ୍ସନ ଅଧିନସ୍ଥ ଚଣ୍ଡିବସ୍ତ ଗ୍ରାମରେ ଜୈନିକ ଶିକାରୀ ବାଘଛାଲ ବେପାର କରୁଥିବା ନେଇ ବନବିଭାଗ ପକ୍ଷରୁ ସୂଚନା ମିଳିଛି । ବନବିଭାଗ ଚଣ୍ଡୀବସ୍ତ ଗ୍ରାମର ଶିକାରୀ କୃପାସିନ୍ଧୁ ବିଶ୍ୱାଳକୁ ଗିରଫ କରିଛି । ତେବେ କୃପାସିନ୍ଧୁ ଜଣେ ପେଶାଦାର ଶିକାରୀ ବୋଲି!-->…
Read More...
Read More...
ରାଜ୍ୟସ୍ତରୀୟ କୁଶୁଲାପୁଞ୍ଜା ଡଙ୍ଗର ମହୋତ୍ସବରେ ପ୍ରମୋଦ ସମ୍ବର୍ଦ୍ଧିତ
ଫୁଲବାଣୀ,୩୦/୧୦ :- ରାଜ୍ୟସ୍ତରୀୟ କୁଶୁଲାପୁଞ୍ଜା ଡଙ୍ଗର ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ କନ୍ଧମାଳର ଯୁବ ନାଟ୍ୟକାର ତଥା ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କଳାହାଣ୍ଡି ଜ଼ିଲ୍ଲା ମଦନପୁର ରାମପୁରର ଗୌଡ଼ କର୍ଲାଖୁଣ୍ଟା ଠାରେ ଚାରିଦିନ ବ୍ୟାପି!-->…
Read More...
Read More...