Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧରେ ସରକାରୀ ଆଉଟ ସୋର୍ସିଂ କର୍ମଚାରୀ ସଂଘର ଜିଲ୍ଲାସ୍ତରୀୟ ସମାବେଶ
ବୌଦ୍ଧ,୩୦/୧୦- ସ୍ଥାନୀୟ ଟାଉନ୍ହଲ୍ ଠାରେ ଆଜି ରାଜ୍ୟ ସରକାରୀ ଆଉଟ ସୋର୍ସିଂ କର୍ମଚାରୀ ସଂଘ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଅତିଥିଭାବେ ରାଜ୍ୟ ସରକାରୀ ଆଉଟସୋର୍ସିଂ କର୍ମଚାରୀ ସଂଘର ଉପ ସଭାପତି ସତ୍ୟ ନାରୟଣ ପଣ୍ଡା, ଯୁଗ୍ମ ସମ୍ପାଦକ!-->…
Read More...
Read More...
ଦଶପଲ୍ଲା ବ୍ଲକ୍ ଡିଜିଟାଲ ମିଡ଼ିଆ ସଂଘର କର୍ମକର୍ତ୍ତା ଚୟନ
ଦଶପଲ୍ଲା : - ଡିଜିଟାଲ ମିଡିଆ ସଂଘ ମହାବୀର କ୍ଷେତ୍ର ଦଶପଲ୍ଲାର କର୍ମକର୍ତ୍ତା ଚୟନ ରବିବାର ଦିନ ମହାବୀର ଖୋଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଡିଜିଟାଲ ମିଡ଼ିଆ ସଂଘର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନେ ଏକତ୍ରିତ ହୋଇ ୫ଜଣିଆ କର୍ମକର୍ତ୍ତା ଚୟନ କରିଛନ୍ତି ।!-->…
Read More...
Read More...
ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶିଙ୍କୁ ସମ୍ବର୍ଦ୍ଧନା
ପାଟଣାଗଡ଼ : ପାଟଣାଗଡ଼ ଶାଖା ପକ୍ଷରୁ ପାଟଣାଗଡ଼ ବ୍ଲକ ମନେଇପାଦ ହାଇସ୍କୁଲ ଖେଳ ପଡିଆ ଠାରେ ମୁଣ୍ଡମହୁଲ ଓ ଘୁଚେପାଲି ଗ୍ରାମ ପଞ୍ଚାୟତର ମିଳିତ ସହଯୋଗରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗାଁ ରେ ମୁଖ୍ୟ ଅତିଥି ମାନ୍ୟବର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି!-->…
Read More...
Read More...
ସମ୍ବଲ ପକ୍ଷରୁ ରକ୍ତଦାନ ଶିବିର: ୧୫୧ ୟୁନିଟ ରକ୍ତ ସଂଗ୍ରହ
ସମ୍ବଲପୁର: ସ୍ଥାନୀୟ ବଡବଜ଼ାର ସ୍ଥିତ ଗୌରୀ କଲ୍ୟାଣ ମଣ୍ଡପରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ଆନୁଷ୍ଠାନିକ ଭାବରେ ଜିଲ୍ଲାପାଳ ଅନନ୍ୟା ଦାସ ଉଦଘାଟନ କରିଥିବାବେଳେ କମିସନର ପ୍ରଦୀପ କୁମାର ସାହୁ ,ରେଡକ୍ରସ ସମ୍ପାଦକ ଜୟ ଜର୍ଜ, ଭୀମସାର ଅଧିକ୍ଷକ ଡ଼ା ଲାଲମୋହନ!-->…
Read More...
Read More...
ବିଶ୍ୱ ମିତବ୍ୟୟିତା ଦିବସରେ ସଞ୍ଚୟ ରଥ ଉଦଘାଟିତ
ଫୁଲବାଣୀ,୩୦/୧୦ :- ଆଜି ବିଶ୍ୱ ମିତବ୍ୟୟିତା ଦିବସ ଅବସରରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଏକ ସଞ୍ଚୟ ରଥକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଉଦଘାଟନ କରିଥିଲେ । ଏହି ଅବସରରେ ସମସ୍ତେ!-->…
Read More...
Read More...
ବୌଦ୍ଧରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ଓ ସଞ୍ଚୟ ରଥର ଶୁଭାରମ୍ଭ
ବୌଦ୍ଧ,୩୦/୧୦ :- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ବିଶ୍ୱ ମିତବ୍ୟୟିତା ଦିବସ ଅବସରରେ ସଞ୍ଚୟ ରଥର ଶୁଭାରମ୍ଭ ହୋଇଯାଇଛି । ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଏହି ରଥର ଶୁଭ ଉଦଘାଟନ କରିଥିଲେ । ଅଯଥା ଖର୍ଚ୍ଚ ଠାରୁ ଦୂରେଇ ରହି!-->…
Read More...
Read More...
ପୁଣି ହେତୁବାଦି ସଙ୍ଗଠନ ବିରୋଧରେ ଥାନାରେ ଏତଲା
ପୁରୀ : ପୁଣି ହେତୁବାଦି ସଙ୍ଗଠନ ବିରୋଧରେ ଥାନାରେ ଏତଲା । ରାଜ୍ୟ ଶାକଦ୍ୱିପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘ ଓଡିଶା ପକ୍ଷରୁ ପୁରୀ ଟାଉନ ଥାନାରେ ଦିଆଯାଇଛି ଏତଲା । ହେତୁବାଦି ସଙ୍ଗଠନର କାର୍ଯ୍ୟକର୍ତ୍ତା ପ୍ରତାପ ରଥ, ଦେବେନ୍ଦ୍ର ସୂତରା ଏବଂ ଅନ୍ୟ ସଦସ୍ୟମାନେ ସୂର୍ଯ୍ୟପରାଗ ଦିନ ଚିକେନ୍!-->…
Read More...
Read More...
ପୁଣି ଅଶାନ୍ତ ପିପିଲି : ବାଇକ ଓ ସାଇକେଲରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ
ପୁରୀ : ପୁଣି ଅଶାନ୍ତ ପିପିଲି । ବାଇକ ଓ ସାଇକେଲରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ପିପିଲି ଦରଜି ସହିରେ ଘଟିଛି ଅଘଟଣ । କାନୁନ ମହାପାତ୍ରଙ୍କ ବାଇକ ଓ ସାଇକେଲକୁ ପୋଡି ଦେଲେ ଦୁର୍ବୃତ୍ତ । ଗତ କିଛି ଦିନ ଧରି ପିପିଲିରେ ଉତ୍ତେଜନା ଲାଗି ରହିଥିବା ବେଳେ!-->…
Read More...
Read More...
ଅବକାରୀ ବିଭାଗ ଚଢ଼ାଉ : ୮ କୁଇଣ୍ଟାଲ ୧୪ କିଲୋ ମହୁଲ ଜବତ
ଖଜୁରୀପଡ଼ା: କନ୍ଧମାଳ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଦିନ ଫୁଲବାଣୀ ଅବକାରୀ ମୋବାଇଲ ଟିମ୍ ତଥା ସଦର ଅବକାରୀ ଷ୍ଟେସନ ଷ୍ଟାଫ୍ ମିଳିତ ଭାବେ ସଦର ଥାନା ଅନ୍ତର୍ଗତ ସୁଦ୍ରୁକୁମ୍ପା ଅଂଚଳର ଦେବେନ୍ଦ୍ରନାଥ ମହାନ୍ତି ଓରଫ (କାବୁଲା)ଙ୍କ ଘରେ!-->…
Read More...
Read More...
ଗଜପତି ଜିଲ୍ଲାସ୍ତରୀୟ ଗୋ-ସମ୍ବର୍ଦ୍ଧନା ଉତ୍ସବ ପାଳିତ-୨୦୨୨
ପାରଳାଖେମୁଣ୍ଡି : ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଗଜପତି ଜିଲ୍ଲା ସ୍ତରୀୟ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ପରିସରରେ ୭୧ତମ ଜିଲ୍ଲାସ୍ତରୀୟ ଗୋ-ସମ୍ବର୍ଦ୍ଧନା ଉତ୍ସବ -୨୦୨୨ ମହାସମାରୋହରେ ପାଳନ ହୋଇଯାଇଛି ।ଆଜିର କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ!-->…
Read More...
Read More...