Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭକ୍ତି ପୁଷ୍ପାଞ୍ଜଳି ଭଜନ ସନ୍ଧ୍ୟା ଆୟୋଜିତ
ପାରଳାଖେମୁଣ୍ଡି : କଳା ସଂସ୍କୃତିର ସହର ପାରଳାଖେମୁଣ୍ଡି ଜଗନ୍ନାଥ୍ ମନ୍ଦିର ନିକଟରେ କାର୍ତ୍ତିକ ମାସ ଉପଲକ୍ଷେ ଭକ୍ତି ପୁଷ୍ପାଞ୍ଜଳି ଏକ ଭଜନ ସନ୍ଧ୍ୟା ଆୟୋଜିତ ହୋଇଯାଇଛି । ଏଥିରେ ଆୟୋଜକ ଅନୁଷ୍ଠାନର ସଭାପତି ହରି ମୋହନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଦେବୀ!-->…
Read More...
Read More...
ସୁବର୍ଣ୍ଣପୁରଠାରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ
ସୁବର୍ଣ୍ଣପୁର :ଆର୍ଥିକ ଓ ସାମାଜିକ ନିରାପତ୍ତାକୁ ସୁଦୃଢ କରିବା ସହ ସଂଚୟକୁ ସୁନିଶ୍ଚିତ କରିବା ବାର୍ତ୍ତାରେ ଆଜି ସୁବର୍ଣ୍ଣପୁର ଠାରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଭବିଷ୍ୟତକୁ ନଜରରେ ରଖି କଷ୍ଟୋପାର୍ଜିତ ଅର୍ଥର ସଂଚୟ ଆତ୍ମନିର୍ଭର ହେବାକୁ ପ୍ରବର୍ତ୍ତେଇ ଥାଏ ବୋଲି!-->…
Read More...
Read More...
ନଭେମ୍ବର ୩୦ରୁ ‘ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍, ୧୬ ପ୍ରଶାସକଙ୍କୁ ଦାୟିତ୍ୱ
ଭୁବନେଶ୍ୱର: ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ‘ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍’ ହେବ । ଏହାର ଟେକ୍ନିକାଲ ସପୋର୍ଟ ଦାୟିତ୍ୱ ୧୬ ପ୍ରଶାସକଙ୍କୁ ଦିଆଯାଇଛି ।
ଏଥିରେ ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ଡାକ୍ତର ବୃନ୍ଦା ଡି, ଜନସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ!-->!-->!-->…
Read More...
Read More...
ଗଜପତି ଜିଲ୍ଲା ସ୍ତରରେ ବିଶ୍ୱ ମିତବ୍ୟୟତା ଦିବସ ପାଳିତ
ଗଜପତି :ବିଶ୍ୱ ମିତବ୍ୟୟତା ଦିବସ ପାଳନ ଅବସରରେ ଗଜପତି ଜିଲ୍ଲାସ୍ତରୀୟ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସଚେତନତା ବାର୍ତ୍ତା ପହଚାଇଛି । ରବିବାର ପୂର୍ବାହ୍ନ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଆୟୋଜିତ ସଚେତନତା ରଥଟିକୁ ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ!-->…
Read More...
Read More...
ଆମ ଆଦମୀ ପାର୍ଟିର ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ କାର୍ଯ୍ୟକର୍ତ୍ତା ସମ୍ମିଳନୀ
ପାରଳାଖେମୁଣ୍ଡି : ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ଗୁମ୍ମା ସ୍ଥିତ ହାଟପଦା ଠାରେ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ବିଧାନସଭା ପ୍ରଭାରୀ ବାବୁଲା ରଣାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ!-->…
Read More...
Read More...
ବ୍ଲକ ସ୍ତରୀୟ ପ୍ରବନ୍ଧ ଲିଖନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ : ପ୍ରବନ୍ଧରେ ଆଶାରାଣୀ ଓ ବକ୍ତୃତାରେ ପିଙ୍କି ପ୍ରଥମ
ଖପ୍ରାଖୋଲ : ଅକ୍ଟୋବର ୩୧ ରୁ ନଭେମ୍ବର ୬ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ନିରୋଧ ସଚେତନତା ସପ୍ତାହ ପାଳନ କରାଯାଉଥିବା ଅବସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ଖପ୍ରାଖୋଲ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗୀର!-->…
Read More...
Read More...
ସମ୍ବଲପୁରକୁ ପରୀକ୍ଷାଗାର ରୂପେ ବ୍ୟବହାରର ବିରୋଧ କରୁଛି ଜିଲ୍ଲା ଓକିଲ ସଂଘ
ସମ୍ବଲପୁର: ସମ୍ବଲପୁରର ଘରେ ଘରେ ବଳପୂର୍ବକ ବିଜୁଳି ବିଭାଗ ପକ୍ଷରୁ ପ୍ରିପେଡ ମିଟର ଓ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ମାର୍ଟ ପାଣି ମିଟର ଲଗାଯିବା ଉପରେ ତୀବ୍ର ପ୍ରତିକ୍ରିୟା ଜଣାଇଛି ଜିଲ୍ଲା ଓକିଲ ସଂଘ । ରାଜ୍ୟରେ ଅନ୍ୟତ୍ର କେଉଁଠାରେ ଏଭଳି କିଛି କାର୍ଯ୍ୟକ୍ରମ ହାତକୁ ନେଇନଥିବା!-->…
Read More...
Read More...
ଜିଲ୍ଲା ସ୍ତରୀୟ ବିଶ୍ୱ ମିତବ୍ୟୟତା ଦିବସ ପାଳିତ
ପୁରୀ : ବିଶ୍ୱ ମିତବ୍ୟୟତା ଦିବସ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ ଓ ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ସଚେତନତା ରଥର ଉଦଘାଟନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଦିଲ୍ଲୀପ କୁମାର ମହାପାତ୍ର ପତାକା ଦେଖାଇ ଏହାକୁ ଉଦଘାଟନ କରିବା ସହ ସ୍ୱଳ୍ପ ସଞ୍ଚୟ ସମସ୍ତଙ୍କ ଜୀବନରେ ଖୁସି!-->…
Read More...
Read More...
ନିଘୋଡ ନିଦରେ ବନାଞ୍ଚଳ ଅଧିକାରୀ, ଗଣିଆ ବନାଞ୍ଚଳରୁ ଲୁଟ୍ ହେଉଛି ମୂଲ୍ୟବାନ କାଠ ଓ ବାଉଁଶ
ଦଶପଲ୍ଲା : ଗଣିଆରେ ବସି ରହିଛନ୍ତି ବନାଂଚଳ ଅଧିକାରୀ । ଏପଟେ ଦଶପଲ୍ଲାରେ ଲୁଟ୍ ହୋଇ ଚାଲିଛି ମୂଲ୍ୟବାନ କାଠ ଓ ବାଉଁଶ । ମାଫିଆ ମାନେ ଅହରହ ଗଣିଆ ବନାଞ୍ଚଳର ମଧ୍ୟଖଣ୍ଡ ସେକ୍ସନ ଅଧୀନସ୍ଥ ମହାନ୍ତିପଲ୍ଲୀ, ବଙ୍କାମୁଣ୍ଡା, ତେନ୍ତୁଳିଆପଲ୍ଲୀ, ମକରପ୍ରସାଦ ଏବଂ ମାଟିଆ ଜଙ୍ଗଲରେ ଦୌରାତ୍ମ୍ୟ!-->…
Read More...
Read More...
ବଲାଙ୍ଗୀର ଦିନ ପାଳନ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତା
ବଲାଙ୍ଗୀର: ନଭେମ୍ବର-୧ ଦିନକୁ ବଲାଙ୍ଗୀର ଦିନ ଭାବରେ ଧୁମଧାମରେ ପାଳନ କରିବା ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଗତକାଲି ଠାରୁ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଛି । ଶତାଧିକ ପ୍ରତିଯୋଗୀ ଏଥିରେ ଯୋଗଦାନ କରୁଛନ୍ତି । ସ୍ଥାନୀୟ ଟାଉନ ହଲ ଠାରେ ଡ୍ୟାନ୍ସ ଓ ଆମର ପିନ୍ଧନ ଉଢନ,!-->…
Read More...
Read More...