Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବେଆଇନ୍ ଗୋରୁ ଚାଲାଣକୁ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ବିରୋଧ; ୩୫ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର, ଜଣେ ଚାଲାଣକାରୀ ଅଟକ
ବାଲିଗୁଡ଼ା: ବେଆଇନ୍ ଗୋରୁ ଚାଲାଣକୁ ରାଷ୍ଟ୍ରୀୟ ବଜରଙ୍ଗ ଦଳର ବିରୋଧ । ବୌଦ୍ଧ ଜିଲ୍ଲାରୁ କନ୍ଧମାଳ ଜିଲ୍ଲା ପକାରୀ ଅଞ୍ଚଳକୁ ଗୋରୁ ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବରପାଇ ଆଜି ସକାଳୁ ରାଷ୍ଟ୍ରୀୟ ବଜରଙ୍ଗ ଦଳର ଅଧ୍ୟକ୍ଷ ବିଶ୍ୱଜିତ୍ ପାତ୍ର ନିଜ ସହଯୋଗୀଙ୍କ ସହ ବାଲିଗୁଡ଼ା ଆଦର୍ଶ!-->…
Read More...
Read More...
ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସରେ ସମ୍ବର୍ଦ୍ଧିତ ହେଲେ ତେନ୍ତୁଳିଖୁଣ୍ଟି ବିଡିଓ, ସାମ୍ବାଦିକ…
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ସଦର ମହକୁମାଠାରେ ଶନିବାର ଦିନ ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଉନୟନ ଅଧିକାରୀ ଦୁର୍ଯ୍ୟୋଧନ ଭୋଇ, ସାମ୍ବାଦିକ ଅନିଲ କୁମାର ବିଷୋୟୀ, କୃପାସିନ୍ଧୁ ନାୟକ ଓ!-->…
Read More...
Read More...
ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଟାବଲେଟ୍ ବଣ୍ଟନ
ଫୁଲବାଣୀ :- ନୀତି ଆୟୋଗ,ବିୱାଇଜେୟୁଏସ ଏବଂ ଜିଲ୍ଲା ପ୍ରଶାସନ କନ୍ଧମାଳଙ୍କ ମିଳିତ ସହଯୋଗରେ ବିୱାଇଜେୟୁ ଏସର କ୍ୟାରିଅର୍ ପ୍ଲସ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ଫୁଲବାଣୀର ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲଙ୍କ ଦ୍ୱାରା ଜିଲ୍ଲାର ମନୋନୀତ ମେଧାବୀ ଛାତ୍ରମାନଙ୍କୁ!-->…
Read More...
Read More...
ଡକ୍ଟର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ
ବୌଦ୍ଧ,୨୯ା୧୦ : ଡ. ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅକ୍ଟୋବର ୩୧ ତାରିଖରେ ହେବାକୁଥିବା ଜନ୍ମଦିନ ଉପଲକ୍ଷେ ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ସକାଳେ ଏକ ସାଇକେଲ ଶୋଭାଯାତ୍ରା କେନ୍ଦ୍ରୀୟ ବିଦ୍ୟାଳୟରୁ ବାହାରି ସହର!-->…
Read More...
Read More...
ବୌଦ୍ଧଠାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ଅନୁଷ୍ଠିତ
ବୌଦ୍ଧ,୨୯ା୧୦ : ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ଆଜି ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ସମ୍ମୁଖରୁ ବାହାରିଥିଲା । ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଏହି ଶୋଭାଯାତ୍ରାକୁ ସବୁଜପତାକା ଦେଖାଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଏହି ସଚେତନତା!-->…
Read More...
Read More...
ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ ବେଆଇନ କ୍ଲିନିକ ସିଲ
ବୌଦ୍ଧ,୨୯ା୧୦ : ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବେଆଇନ ଭାବେ ଚାଲିଥିବା ସହରର ୩ ଗୋଟି କ୍ଲିନିକକୁ ସିଲ୍ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ସହରର ନଟରାଜ ଡାଇଗ୍ନୋଷ୍ଟିକ, ପ୍ରଧାନ ଡେଣ୍ଟାଲ କ୍ଲିନିକ ଓ ଶ୍ରୀସାଇ ଡେଣ୍ଟାଲ କ୍ଳିନିକକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି ।!-->…
Read More...
Read More...
ସୁବର୍ଣ୍ଣପୁର ଜିଲ୍ଲା ଯାଦୁଗର ସଂଘ ପକ୍ଷରୁ ୨ଦିନିଆ ସର୍ବଭାରତୀୟ ଯାଦୁଗର ସମ୍ମିଳନୀ
ସୁବର୍ଣ୍ଣପୁର,୨୯/୧୦- ଯାଦୁ ଆଖି ଦେଖେ ହେଲେ ବିଶ୍ୱାସ ହୁଏ ନାହିଁ । କିଭଳି ଏପରି ଅଲୌକିକ ଘଟଣା ଆଖି ସାମ୍ନାରେ ହେଉଛି ମନ ତାର କାରଣ ଖୋଜି ଥାଏ । ଅନେକ ଦିନ ଯାଏଁ ମନରୁ ଯାଦୁଗରଟିଏ ଯାଦୁଗରୀ କୌଶଳରେ ପ୍ରଦର୍ଶିତ କରିଥିବା ଅବିଶ୍ୱାସନୀୟ ଓ ଅଲୌକିକ ଘଟଣା ମନରେ ଉଙ୍କି ମାରେ । ଉତ୍କଣ୍ଠାରେ!-->…
Read More...
Read More...
ସୁବର୍ଣ୍ଣପୁରରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ଦିବସ ପାଳିତ
ସୁବର୍ଣ୍ଣପୁର,୨୯/୧୦- ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହିସଭାରେ ସୁବର୍ଣ୍ଣପୁର!-->…
Read More...
Read More...
ବୌଦ୍ଧରେ ଜାତୀୟ ପେନସନଭୁକ୍ତ ଶିକ୍ଷକ ସଂଘର ବିଶାଳ ଶୋଭାଯାତ୍ରା
ବୌଦ୍ଧ,୨୯/୧୦- ବୌଦ୍ଧ ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ୪ ଦଫା ସମ୍ବଳିତ ଦାବି ପତ୍ର ବିଶାଳ ଶୋଭାଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକପ୍ରତିନିଧି ଦଳ ଜ଼ିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କୁ ପ୍ରଦାନ କରିଛନ୍ତି । ଦାବିଗୁଡିକ ମଧ୍ୟରେ!-->…
Read More...
Read More...
ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ ଜେଲ୍ ସହ ୨ ଲକ୍ଷ ଟଙ୍କା ଜୋରିମାନା
ଫୁଲବାଣୀ,୨୯/୧୦:- ଫୁଲବାଣୀ ଫାଷ୍ଟଟ୍ରାକ ପସ୍କୋକୋର୍ଟର ବିଚାରପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ଏକ ୯ ବର୍ଷ ନାବାଳିକାର ଦୁଷ୍କର୍ମ ଏବଂ ହତ୍ୟା ମାମଲାର ବିଚାରକରି ୨୧ଜଣ ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଏବଂ ସାଇଣ୍ଟିଫିକ୍ ରିପୋର୍ଟ ଆଧାରରେ ଅଭିଯୁକ୍ତ ଗଗନ ପ୍ରଧାନକୁ ଦୋଷୀ ସାବ୍ୟସ୍ତ!-->…
Read More...
Read More...