Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିକ୍ଷୋଭ ପାଇଁ ପ୍ରସ୍ତୁତ ହେଲେ ପ୍ରାଥମିକ ଶିକ୍ଷକ
ଦଶପଲ୍ଲା : ଦଶପଲା ହରିଡାବାରି ପ୍ରାଥମିକ ବିଦ୍ୟାଳୟଠାରେ ନୂତନ ପେନସନ୍ ଭୁକ୍ତ ରେଗୁଲାର ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବିଭିନ୍ନ ଦାବିକୁ ଆଗାମୀ ବିଧାନସଭା ଅଧିବେଶନ ସମୟରେ ବିକ୍ଷୋଭ ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ଦାବିଗୁଡିକ ମଧ୍ୟରେ ୬!-->…
Read More...
Read More...
ସରକାରୀ ଛୁଟି ଦିନରେ ବ୍ଲକସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ,ସିଡିପିଓଙ୍କ ସମେତ ଅନେକ ଜନପ୍ରତିନିଧି ଅନୁପସ୍ଥିତ
ଗଞ୍ଜାମ:କୁକୁଡାଖଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଏମଜିଏନଆରଜିଏସ, ଏନଏସଏପି, ଆଇସିଡିଏସ, ମମତା ଯୋଜନା,ପଞ୍ଚଦଶ ଅର୍ଥ କମିଶନ ଉପରେ ଆଲୋଚନା ହୋଇଥିଲା ।କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ!-->…
Read More...
Read More...
ବାଲୁକା କଳା ମାଧ୍ୟମରେ ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକଙ୍କୁ ଶୁଭେଚ୍ଛା
ପୁରୀ : ଭାରତୀୟ ବଂଶୋଭବ ରିଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ବିଭିନ୍ନ ଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ଏହି ଅବସରରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀର ସ୍ୱର୍ଣ୍ଣଭ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଏକ ସୁନ୍ଦର ଆଉ ନିଚ୍ଛକ କଳାକୃତି!-->…
Read More...
Read More...
ନୋଟ୍ରେ ରଖାଯାଉ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ, ମୋଦିଙ୍କୁ ଚିଠି ଲେଖିବେ କେଜ୍ରିୱାଲ
ନୂଆଦିଲ୍ଲୀ : ଭାରତୀୟ ମୁଦ୍ରାରେ ଲକ୍ଷ୍ମୀ ଏବଂ ଗଣେଶ ଜୀଙ୍କର ଫଟୋ ରଖିବାକୁ ଦାବି କରୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଅର୍ଥନୀତିକୁ ସୁଦୃଢ କରିବା ତଥା ଦେଶର ବିକାଶ ପାଇଁ ଭଗବାନ ଏବଂ ଦେବୀଙ୍କ ଆଶୀର୍ବାଦ'ର ଆବଶ୍ୟକତା ଦର୍ଶାଇ ସେ!-->…
Read More...
Read More...
ଧାନ ଜମିକୁ ମିଳୁନାହିଁ ଜଳ,ଚିନ୍ତାରେ ଚାଷୀ
ପାଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ରାମସାଗରରେ ସ୍ୱିଚ ଗେଟରୁ ଜଳ ବାହାରୁ ନଥିବାରୁ ଚାଷୀ ଧାନ ଫସଲକୁ ଜଳ ପାଇ ପାରୁନଥିବାରୁ ଚାଷୀ ହତାଶ ହୋଇ ପଡିଛନ୍ତି । ଏହି ବିଷୟରେ ସହକାରୀ ଯନ୍ତ୍ରୀକୁ ଆମ ପ୍ରତିନିଧି ଯୋଗାଯୋଗ କରିବାରୁ ସ୍ୱିଚ ଗେଟ ମଧ୍ୟରେ!-->…
Read More...
Read More...
ବାଞ୍ଜିପାଲି ଗାଁରେ ଜଙ୍ଗଲୀ ବାରହାଙ୍କ ଦୌରାତ୍ମ, ଧାନ ଫସଲ ନଷ୍ଟ
ଖପ୍ରାଖୋଲ: କଥାରେ ଅଛି ଚାଷ କାମ ଯାହାର କେତେ ସୁଖ ତାହାର କିନ୍ତୁ ଏଇଠି କଷ୍ଟ ଲବ୍ଧ ସୁନାର ଫସଲକୁ ବଞ୍ଚାଇବାକୁ ଯାଇ ଚାଷୀଙ୍କୁ କରିବାକୁ ପଡୁଛି ଅନେକ କଷ୍ଟ । ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ ରୋଗ ପୋକର ଦାଉ ଆଉ ଏବେ ପୁଣି ଜଙ୍ଗଲୀ ଜନ୍ତୁଙ୍କ ଉତ୍ପାତ ଅତିଷ୍ଟ ହେଲେଣି ଚାଷୀ । ଗତ କିଛି!-->…
Read More...
Read More...
ନିଆରା ଢଙ୍ଗରେ ଦୀପାବଳି ପାଳିଲେ ସମାଜସେବୀ ବୁଲୁ
ଫୁଲବାଣୀ : କୋଟଗଡ଼ ବ୍ଲକର ପେଶାରେ ଜଣେ ଶିକ୍ଷକ କିନ୍ତୁ ନିଶା ସମାଜ ସେବା । ନିଜକୁ ସମାଜ ସେବାରେ ସମର୍ପିତ କରିଛନ୍ତି ବୁଲୁ ମଳିକ । ଶସ୍ତା ଲୋକ ପ୍ରିୟ ପାଇବା ଆଶା ନୁହେଁ କିମ୍ବା ରାଜନେତାଙ୍କ ଭଳି ଭୋଟ ପାଇବା ଆଶାରେ ସେ ଏହି କାର୍ଯ୍ୟ କରନ୍ତି ନାହିଁ । ଦିନ ହୀନ ଗରୀବ ଏବଂ ରୋଗୀଙ୍କ!-->…
Read More...
Read More...
ପଦଯାତ୍ରା ପାଇଁ ଦଶପଲ୍ଲା ବ୍ଲକ ଟାକରା ପଞ୍ଚାୟତରେ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ
ଦଶପଲ୍ଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ସାରା ଓଡ଼ିଶାରେ ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଆଗାମୀ ୨୮ ତାରିଖ ଶୁକ୍ରବାର ଦିନ ୧୦ ଘଟିକା ରେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା!-->…
Read More...
Read More...
ଜିଏମୟୁ ଏନଏସ୍ଏସ ପକ୍ଷରୁ ଦିଲୱାଲୋ କି ଦିୱାଲୀ କାର୍ଯ୍ୟକ୍ରମ
ସମ୍ବଲପୁର : ଏକ ନିଆରା ଢଙ୍ଗରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଲୋକର ପର୍ବ ଦୀପାବଳି ପାଳନ କରିଛନ୍ତି । ଏହାର ଏନଏସଏସ ଛାତ୍ରଛାତ୍ରୀମାନେ ସ୍ଥାନୀୟ ହୁମା ସ୍ଥିତ ବୀର ସୁରେନ୍ଦ୍ର ସାଏ ଜରାଶ୍ରମର ଅନ୍ତେବାସୀମାନଙ୍କ ସହ ଦିନ ସାରା ରହିଥିଲେ । ଏହି କାର୍ଯ୍ୟକ୍ରମକୁ ଡଃ!-->…
Read More...
Read More...
ଦିଲୀପ ମାଝୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ତେନ୍ତୁଳିଖୁଣ୍ଟି : ତେନ୍ତୁଳିଖୁଣ୍ଟି ବ୍ଲକର ବିଜରାଗୁଡା ବାଳିକା ବିଦ୍ୟାଳୟ ନିକଟସ୍ଥ ପଡିଆଠାରେ ଦିଲୀପ ମାଝୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବିରିଗୁଡା ଦଳ ନିର୍ଦ୍ଧାରିତ ୧୨ ଓଭରରେ ୮୧ ରନ ସଂଗ୍ରହ କରିଥିଲେ । ଏହାର!-->…
Read More...
Read More...