Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା
ଦଶପଲ୍ଲା : ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ କଳଶାଖମଣ ଗ୍ରାମ ପଞ୍ଚାୟତର ମଢିକୁମ୍ପା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଗୃହନିର୍ମାଣ ଦାବୀରେ ଗୁରୁବାର ଦିନଠାରୁ ମହିଳା ଜୀବିକା ସୁରକ୍ଷା ମଞ୍ଚ, ନୟାଗଡ ପକ୍ଷରୁ ଦଶପଲ୍ଲା ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯାଳୟ ସମ୍ମୁଖରେ ଦିବା!-->…
Read More...
Read More...
ଉପଖଣ୍ଡ ଚିକିତ୍ସାଳୟରେ କର୍ମଚାରୀ ମରୁଡ଼ି, ରୋଗୀ ସେବା ବାଧାପ୍ରାପ୍ତ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଜଣାପଡ଼ିଛି । ଆବଶ୍ୟକ ଅନୁଯାୟୀ ଡାକ୍ତର,ଟେକ୍ନିସିଆନ୍ ଏବଂ ଅନ୍ୟାନ୍ୟ କର୍ମଚାରୀ ନଥିବା କାରଣରୁ ଦୈନନ୍ଦିନ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶହଶହ ରୋଗୀ ।!-->…
Read More...
Read More...
ଅର୍ଚ୍ଚନା ମାମଲାର ତଦନ୍ତ କରିବ ଇଡି
ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତଦନ୍ତ କରିବ । କମିସନରେଟ ପୁଲିସ ପକ୍ଷରୁ ୨ଟି ଏତଲାର କପି ଇଡିକୁ ହସ୍ତାନ୍ତର କରାଯାଇଛି । କମିସନରେଟ ପୁଲିସ ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ହୋଇଥିବା ଏତଲାର କପି ଇଡିକୁ ହସ୍ତାନ୍ତର କରିଛି ।!-->…
Read More...
Read More...
ବିପୁଳ ପରିମାଣର ବିଦ୍ୟୁତ ତାର ଜବତ୍,ଶିକାରୀ ଫେରାର୍
ଦଶପଲ୍ଲା : ଆଜି ସଂଧ୍ୟା ୭ ଘଟିକା ସମୟରେ ବାଣୀଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଂଚଳ ଅଧିକାରୀ ସଂସାର ବର୍ଗୀଆଙ୍କ ନେତୃତ୍ୱରେ ପାଟ୍ରୋଲିଂ ବେଳେ ବନ୍ୟପ୍ରାଣୀ ଶୀକାର ଉଦ୍ଦେଶ୍ୟରେ ବିଛା ଯାଇଥିବା ବିପୁଳ ପରିମାଣର ବିଦ୍ୟୁତ୍ ତାର ଜବତ୍ କରିଛନ୍ତି ବନ୍ୟପ୍ରାଣୀ ବନ କର୍ମଚାରୀ । ପ୍ରାପ୍ତ!-->…
Read More...
Read More...
ଜନ ସ୍ୱାସ୍ଥ୍ୟ ବିଭାଗ ଅସ୍ଥାୟୀ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର…
ସୁବର୍ଣ୍ଣପୁର : ରାଜ୍ୟ ସରକାର ଗତ ୧୫ ତାରିଖରେ ବିଭିନ୍ନ ବିଭାଗରେ ରାଜ୍ୟର ୫୭ ହଜାର ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ରୂପେ ନିଯୁକ୍ତି ଘୋଷଣା କରିଥିବା ବେଳେ ଦୀର୍ଘ ୨୦/୨୫ ବର୍ଷ ଧରି ଖରା ବର୍ଷା ଶୀତକୁ ଖାତିରି ନ କରି ଜନ ସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରି ସୁଚାରୁ ରୂପେ!-->…
Read More...
Read More...
ଯୁବସମାଜ ସମାଜର ହିତ ପାଇଁ ଉତ୍ସର୍ଗୀକୃତ ହେବା ଆବଶ୍ୟକ
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ନୂଆପଦରରେ ମା କାଳୀଙ୍କର ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଯୁବକ ସଂଘ ପକ୍ଷରୁ ଏହି କାଳୀପୂଜା ଦୀର୍ଘ ପଚାଶ ବର୍ଷ ଧରି ପାଳନ ହୋଇ ଆସୁଅଛି । ପୂବର୍ତନ ସମିତି ଅଧକ୍ଷ ତଥା ମନ୍ତ୍ରୀ ପଦ୍ମନାଭ ବେହେରା ନୂଆପଦରରେ!-->…
Read More...
Read More...
ସୁବର୍ଣ୍ଣପୁର ଜିଲ୍ଲା ବେଦ ପ୍ରଚାର ସମିତିର ବିଭିନ୍ନ କାର୍ଯ୍ୟକ୍ରମରେ ସ୍ୱାମୀ ସୁଧାନନ୍ଦ ସରସ୍ୱତୀଙ୍କ ଯୋଗଦାନ
ସୁବର୍ଣ୍ଣପୁର: ଭାରତର ଜ୍ଞାନର ଗ୍ରନ୍ଥ ବେଦ ଓ ଯଜ୍ଞର ପ୍ରସାରରେ ବ୍ୟକ୍ତି ଓ ବ୍ୟକ୍ତିତ୍ୱର ବିକାଶ ଘଟେ ବୋଲି ସୁବର୍ଣ୍ଣପୁର ଜିଲ୍ଲାକୁ ୬ ଦିନିଆ ଗସ୍ତରେ ଆସିଥିବା ବେଦ ପ୍ରଚାରକ ସ୍ୱାମୀ ସୁଧାନନ୍ଦ ସରସ୍ୱତୀ ପ୍ରକାଶ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାର ବେଦ ପ୍ରଚାର ସମିତି ପକ୍ଷରୁ!-->…
Read More...
Read More...
ସୁରଭି କାର୍ଯ୍ୟକ୍ରମ ନାମରେ ଚାନ୍ଦା ଆଦାୟ ଅଭିଯୋଗ !
ନନ୍ଦାହାଣ୍ଡି : ସୁରଭି କାର୍ଯ୍ୟକ୍ରମ ପାଇଁ ଚାନ୍ଦା ଆଦାୟ ହେଉଥିବା ଭଳି ଏକ ସାଂଘାତିକ ଅଭିଯୋଗ ନନ୍ଦାହାଣ୍ଡି ବ୍ଲକରୁ ଆସୁଛି । ନନ୍ଦାହାଣ୍ଡି ବ୍ଳକରେ ଶିକ୍ଷା ବିଭାଗର ସୁରଭି କାର୍ଯ୍ୟକ୍ରମ ପାଇଁ ସରକାରୀ ଅର୍ଥ ଅନୁଦାନ ଥିବା ସତ୍ତେ୍ୱ୍ୱ ଅଧିକାରୀଙ୍କ ଦ୍ୱାରା ଗତକାଲି ବିଭିନ୍ନ ସ୍କୁଲ!-->…
Read More...
Read More...
ବାଲିଗୁଡ଼ାରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା,
ସମସ୍ତେ ମିଳିମିଶି ବିଜୁ ଜନତା ଦଳକୁ ଆଗେଇ ନେବା: ବିଜୟ
ବାଲିଗୁଡ଼ା:ଅକ୍ଟୋବର ଦୁଇ ତାରିଖରେ ରାଜ୍ୟବ୍ୟାପୀ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ବିଜେଡ଼ି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ନିକଟସ୍ଥ ବିଜେଡ଼ି!-->…
Read More...
Read More...
ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ
ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଲୁକାପଡ଼ା ଛକ ଠାରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ଯୁବକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ମତେ କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସାନୁଜ ମଳିକ (୨୩)କରଞ୍ଜକଟାକୁ କୌଣସି କାମରେ ଆସି ନିଜ ଗ୍ରାମକୁ!-->…
Read More...
Read More...