Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବ୍ଲକ ସ୍ତରୀୟ ସଂଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ପ୍ରତୀକ୍ଷା
ଚଣ୍ଡିଖୋଲ: ବଡ଼ଚଣା ବ୍ଲକ ସ୍ତରୀୟ ସଂଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଛାତ୍ରୀ ପ୍ରତୀକ୍ଷା । ବଡ଼ଚଣା ସରକାରୀ ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ପ୍ରତୀକ୍ଷା ଲେଙ୍କାଙ୍କୁ ଆଞ୍ଚଳିକ ସାଧନକେନ୍ଦ୍ର ଶିଶୁ ସୁରଭି ପ୍ରତିଯୋଗିତାରେ ବ୍ଲକ ସ୍ତରରେ ଅଂଶଗ୍ରହଣ କରିବା ପାଇଁ!-->…
Read More...
Read More...
ଗୁଣିଆ ସନ୍ଦେହରେ ମରଣାନ୍ତକ ଆକ୍ରମଣ, ଗ୍ରାମରେ ଉତ୍ତେଜନା
ଗଞ୍ଜାମ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମଧୁରଝୋଳି ଗାଁରେ ଗୁଣିଆ ସନ୍ଦେହରେ ଦୁଇଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଗ୍ରାମବାସୀ । ଦୁଇ ଜଣ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଘଟଣାକୁ ନେଇ ଗାଁରେ ଅଶାନ୍ତ ଲାଗି ରହିଛି । ଅନ୍ୟପଟେ କବିସୂର୍ଯ୍ୟନଗର ପୋଲିସ ପୋଲସରା,!-->…
Read More...
Read More...
ଚାରିଛକଠାରେ ବ୍ଲକ୍ ସ୍ତରୀୟ ସୁରଭି ୨୦୨୨ ଉଦଯାପିତ
ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରଙ୍କ ଦ୍ୱାରା ଆୟୋଜିତ ବ୍ଲକ ସ୍ତରୀୟ ସୁରଭି ୨୦୨୨ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୭ ଟି କ୍ଲଷ୍ଟରର ଶତାଧିକ ଛାତ୍ରଛାତ୍ରୀମାନଙ୍କୁ ନେଇ ଦିନ୧୦ ଟା ସମୟରେ!-->…
Read More...
Read More...
ଏନୱାଇକେର ସ୍ୱଚ୍ଛତା କାର୍ଯ୍ୟକ୍ରମ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅଧିନସ୍ଥ ଖଜୁରୀପଡା ବ୍ଲକର ମା ବରାଳଦେବୀ ମନ୍ଦିର ପରିସର, ପିଲା ସାଲୁଙ୍କି ଡ୍ୟାମ, ଓ ପକାଡାଝର ପର୍ଯ୍ୟଟନ ସ୍ଥଳୀ ପରିସର ମଧ୍ୟରେ ଫୁଲବାଣୀ ନେହରୁ ଯୁବ କେନ୍ଦ୍ର ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପର୍ଯ୍ୟଟନ ସ୍ଥଳୀକୁ ଜିଲ୍ଲା ତଥା!-->…
Read More...
Read More...
ସମ୍ବଲପୁର ବନଖଣ୍ଡର ସମୀକ୍ଷା ସଭା, ସଂଯୋଗୀକରଣକୁ ଅଧିକ ସୁଦୃଢ କରିବା ଉପରେ ଗୁରୁତ୍ୱ
ସମ୍ବଲପୁର: ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ତରଫରୁ ୨୦୨୧-୨୨ ବାର୍ଷିକ ବର୍ଷ ନିମନ୍ତେ ସମୀକ୍ଷା ସଭା ସମ୍ବଲପୁର ବନଖଣ୍ଡ ଅଧିକାରୀ ବିଶ୍ୱନାଥ ନିଲନ୍ନୱରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବନ ବିଭାଗୀୟ ସମ୍ମିଳନୀ କକ୍ଷ ଠାରେ ଅବସ୍ଥିତ ହୋଇଯାଇଛି । ଆଜିର ବୈଠକକୁ ଜିଲ୍ଲାପାଳ ଅନନ୍ୟା ଦାସ!-->…
Read More...
Read More...
ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା କାର, ୫ ମୃତ
ପ୍ରୟାଗରାଜ : ଉତ୍ତରପ୍ରଦେଶର ପ୍ରୟାଗରାଜ ନିକଟରେ ଏକ ବଡ଼ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ହାଣ୍ଡିଆ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ସୂଚନା ଅନୁଯାୟୀ ରାସ୍ତା ପାଶ୍ୱର୍ରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଏକ କାର ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ!-->…
Read More...
Read More...
ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧ ମୃତ
ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକରେ ପୁଣି ଆଜି ସକାଳେ ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ହିନ୍ଦୋଳ ଉପଖଣ୍ଡ କାରନ୍ଦା ଗ୍ରାମ ସାନସାହିର ମାହୁଳି ପ୍ରଧାନ (୭୦) ବିଲକୁ ଯାଇଥିବା ବେଳେ ଦନ୍ତା ହାତୀର ସାମ୍ନାରେ ପଡ଼ିଯାଇଥିଲେ। ଦନ୍ତାଟି!-->…
Read More...
Read More...
ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ.ବିରରାଜୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ!-->…
Read More...
Read More...
ବିକାଶ ହତ୍ୟା ଘଟଣାର ଭିନ୍ନମୋଡ଼, ସୁପରିକଳ୍ପିତ ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ
ଦଶପଲ୍ଲା : ଦଶପଲ୍ଲା ମଧ୍ୟଖଣ୍ଡ ଅଂଚଳର ଦୁର୍ଦ୍ଦାନ୍ତ ଲୁଟେରା ବିକାଶ ବେହେରା ହତ୍ୟା ଘଟଣାରେ ପୋଲିସ ବିକାଶର ସ୍ତ୍ରୀର ଏତଲାକୁ ଭିତ୍ତି କରି ୧୦ ଜଣଙ୍କ ନାମରେ ମୋକଦ୍ଦମା ରୁଜୁ କରିଛି । ଏହି ଦଶ ଜଣଙ୍କ ମଧ୍ୟରେ ଦଶପଲ୍ଲା ଥାନା ମଧ୍ୟଖଣ୍ଡ ତେନ୍ତୁଳିଆପଲ୍ଲି ଗ୍ରାମର ତ୍ରିନାଥ ବେହେରା,!-->…
Read More...
Read More...
ହବିଷ୍ୟାଳୀ କେନ୍ଦ୍ର ବୁଲି ଦେଖିଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ
ପୁରୀ : କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳାଇ ହବିଷ୍ୟାଳୀ କେନ୍ଦ୍ର ବୁଲି ଦେଖିବା ସହ ହବିଷ୍ୟାଳୀ ମା ମାନଙ୍କ ସହ କଥା ହୋଇଥିଲେ । ବୃନ୍ଦାବତୀ ନିବାସରେ ପହଞ୍ଚି ଆରଡିସି ଡଃ ଦଳାଇ ମା ମାନେ ରହୁଥିବା କୋଠରୀ ଗୁଡିକ ଦେଖିଥିଲେ । ପରେ ମା ମାନଙ୍କର ସୁବିଧା ଅସୁବିଧା ଓ!-->…
Read More...
Read More...