Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭାରତୀୟ ଜନତା ଯୁବମୋର୍ଚ୍ଚର ସାମ୍ବାଦିକ ସମ୍ମିଳନୀ
ଫୁଲବାଣୀ,୨୬/୧୦:- କନ୍ଧମାଳ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅନ୍ତର୍ଗତ ରାଙ୍ଗାପାରୁ ଆଶ୍ରମର ସପ୍ତମ ଶ୍ରେଣୀ ଆଦିବାସୀ ନାବାଳିକା!-->…
Read More...
Read More...
ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ବେଣିଆ ଗ୍ରାମ ପୋଖରୀରେ ବୁଡି ଗ୍ରାମର ଟୁନା ପ୍ରଧାନଙ୍କ ୨୨ ବର୍ଷୀୟ ପୁଅ କୃଷ୍ଣ ପ୍ରଧାନଙ୍କ ମୃତ୍ୟୁ ହୋଇଛି । କୃଷ୍ଣ ଆଜି ଦିନ ଗୋଟାଏ ବେଳେ ପୋଖରୀକୁ ଶୌଚ ହେବାକୁ ଯାଇଥିବା ସମୟରେ ଅସାବଧାନତା ବଶତଃ ଗୋଡ ଖସି ପୋଖରୀରେ ବୁଡି ଯାଇଥିଲେ ।!-->…
Read More...
Read More...
ବ୍ଲକ ସ୍ତରୀୟ ସୁରଭି ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ
ନନ୍ଦାହାଣ୍ଡି :ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ଡ଼ଙ୍ଗରଭେଜା ଠାରେ ଆନନ୍ଦମୟ ଶିକ୍ଷା ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଆଠଗୋଟି କ୍ଳଷ୍ଟରରୁ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ । ସେଥିରେ ବରିଷ୍ଠ ଓ କନଷ୍ଠ!-->…
Read More...
Read More...
ପାରଳାରେ ୪୫ ତମ କାଳୀପୂଜା ଆରମ୍ଭ
ପାରଳାଖେମୁଣ୍ଡି,୨୬/୧୦- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ନେହେରୁ ଛକ ନିକଟରେ ୪୫ ତମ କାଳୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ଆକର୍ଷଣୀୟ ଭାବେ ମାଆଙ୍କ ପୂଜା ସାଜସଜ୍ଜା କରାଯାଇଛି । ଏହି ପୂଜା ୯ ଦିନ ପର୍ଯ୍ୟନ୍ତ ହେବ ବୋଲି ଜଣାପଡିଛି । ସନ୍ଧ୍ୟା ସମୟରେ ଆଲୋକ ସଜ୍ଜାରେ!-->…
Read More...
Read More...
ନୂଆଦିଲ୍ଲୀରେ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର: ଧାମନଗର ଉପନିର୍ବାଚନରେ ଶାସକ ଦଳ ତରଫରୁ ଅସାଧୁ ଉପାୟରେ ଭୋଟରଙ୍କୁ ଟଙ୍କା ବାଣ୍ଟିବା ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବା ନେଇ ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ବିଜେପି!-->…
Read More...
Read More...
ବିଡ଼ିଓଙ୍କ ନିର୍ଦ୍ଦେଶ ପରେ ମଧ୍ୟ ମିଳିନାହିଁ ହରିଶ୍ଚନ୍ଦ୍ର ଯୋଜନା
ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡ଼ିଆପାଳି ପଞ୍ଚାୟତ ଅନ୍ତର୍ଗତ ଓଡ଼ିଆପାଳି ଗାଁର ବୃଦ୍ଧା ମହିଳା ସୁରୁ ବନଗୁଲା ଏକ ଅସହାୟ ଓ ବୃଦ୍ଧା ମହିଳା । ତାଙ୍କର ପୁଅ ଦେହାନ୍ତ ହେବା ଓ ପୁତ୍ରବଧୂ ମାନସିକ ରୋଗୀ ହୋଇଥିବାରୁ ସେ ତାଙ୍କ ବାପାଙ୍କ ଘରେ ରହୁଥିବା ବେଳେ ତାଙ୍କ ନିଜ ଘରେ!-->…
Read More...
Read More...
ବୌଦ୍ଧ ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ
ଜହ୍ନାପଙ୍କ,୨୬/୧୦:- ବୌଦ୍ଧ ବ୍ଲକ ତେଲିବନ୍ଧ ଗ୍ରାମପଞ୍ଚାୟତ ଅଧିନସ୍ଥ ସରକାରୀ ନୋଡାଲ ଉଚ୍ଚବିଦ୍ୟାଳୟ ତେଲିବନ୍ଧ ଠାରେ ବୌଦ୍ଧ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ପ୍ରଧାନ ଉଦଘାଟନ କରିଥିବାବେଳେ ସିଆରସିସି!-->…
Read More...
Read More...
ଯାତାୟାତରେ ଅସୁବିଧା ହେଉଥିବାରୁ ଗାଁ ରାସ୍ତା ସଫା କଲେ ଗ୍ରାମବାସୀ
ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯାଳୟ ଠାରୁ ମାତ୍ର ୨ କିଲୋମିଟର ଦୂରରେ ପୋଢ଼ମୁଣ୍ଡ ଗାଁ ଥାଇ ମଧ୍ୟ ଦୀପ ତଳେ ଅନ୍ଧାର ଭଳି ବହୁ ଅସୁବିଧାରେ ଅଛନ୍ତି । ସୂଚନା ମୁତାବକ, ଗାଁ କୁ ଯିବା ପାଇଁ ଭଲ ରାସ୍ତା ଟିଏ ନାହିଁ, ଛୋଟ ଛୋଟ ପିଲାମାନେ ସ୍କୁଲ ଗଲା ବେଳେ ଦୁର୍ଘଟଣା!-->…
Read More...
Read More...
ପୋଲିସ ଚଢଉ: ଟଙ୍କା ସହ ୬ ଜୁଆଡି ଗିରଫ
ପାଟଣାଗଡ: ପାଟଣାଗଡ଼ ଥାନା ଭଇଷାଁ ଗ୍ରାମର ୬ ଜଣ ପେଷାଦାର ଯୁଆଡିକୁ ପୁଲିସ ଗିରଫ କରିବାସହ ସେମାନଙ୍କ ଠାରୁ ନଗଦ ୧୨ ଟଙ୍କା ଓ ଦୁଇଟି ମୋବାଇଲ ସହ ଏକ ପକେଟ୍ ତାସ ଜବତ କରିଛି । ଗିରଫ ଜୁଆଡି ମାନେ ହେଲେ ଭଇଷାଁ ଗ୍ରାମର ଅଜୟ ତୁମୁନିଆ, ଗୋବିନ୍ଦ ବିସୋଇ, ନରେନ୍ଦ୍ର ଷାଣ୍ଡ, ପଦ୍ମଲୋଚନ ନାଗ,!-->…
Read More...
Read More...
ଏସଓଜିର ଦମଦାର ବିଜୟ, ପ୍ରେସ ଇଲେଭେନ ପରାସ୍ତ
ଫୁଲବାଣୀ: ଫୁଲବାଣୀ ସ୍ଥିତ ରିଜର୍ଭ ପଡ଼ିଆଠାରେ ସପ୍ତମ ସହୀଦ ସ୍ମୃତି ଉେଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା ଟୋଣ୍ଟି ଟୋଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଜିଲ୍ଲାର ବଛା ବଛା ୧୬ଟି କ୍ରିକେଟ ଟିମ ଅଂଶ ଗ୍ରହଣ କରିଥିବା ବେଳେ ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ଗ୍ରାଉଣ୍ଡ ୧ରେ ଏସଓଜି ଇଲେଭେନ ଓ!-->…
Read More...
Read More...