Browsing Category

ରାଜ୍ୟ

ଗାଁ କୁ ନାହିଁ ରାସ୍ତା,ଯାଇପାରିଲାନି ଆମ୍ବୁଲାନ୍ସ , ଖଟିଆରେ ୩ କିଲୋମିଟର ବୁହାହେଲେ ରୋଗୀ

ଦଶପଲ୍ଲା,୨୬/୧୦ : - ଗାଁକୁ ପକ୍କା ରାସ୍ତା ନିର୍ମାଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ହେଲେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତରେ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରିନଥିଲା । ବହୁ କଷ୍ଟରେ ଉକ୍ତ ପଞ୍ଚାୟତ ଅଧୀନ କୋଶଳାଙ୍ଗ ଗ୍ରାମର ଫକୀର ପ୍ରଧାନଙ୍କୁ ଏକ
Read More...

ହେତୁବାଦି ସମାଜ ବିରୋଧରେ ଥାନାରେ ଏତଲା

ପୁରୀ : ହେତୁବାଦି ସମାଜ ବିରୋଧରେ ଥାନାରେ ଏତଲା । ଓଡିଶା ବ୍ରାହ୍ମଣ ସମାଜ ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ଗତକାଲି ସୂର୍ଯ୍ୟପରାଗ ସମୟରେ ହେତୁବାଦି ସମାଜ ହିନ୍ଦୁ ଧର୍ମ,ପରମ୍ପରାକୁ ନିନ୍ଦା ଓ ଅପମାନିତ କରିଥିବାରୁ ଏହାକୁ ନେଇ ସମଗ୍ର ବ୍ରାହ୍ମଣ ସମାଜ ମର୍ମାହତ ଥିବା
Read More...

ବଜାରରେ ଖୁଲମ୍‌ଖୁଲା ବିକ୍ରି ହେଉଛି ଜଙ୍ଗଲୀ ମାଂସ

ଦଶପଲ୍ଲା : ଏବେ ଧାନ ବାହାରିବା ସମୟ । ଦଶପଲ୍ଲା ପଶ୍ଚିମାଞ୍ଚଳର ପାହାଡି ଅଂଚଳରେ ଥିବା ଧାନ କ୍ଷେତରେ ଏବେ ଜଂଗଲି ଜନ୍ତୁଙ୍କୁ ଅବାଧ ପ୍ରବେଶ । ଏହାର ସୁଯୋଗ ନେଇ ବନ୍ୟଜନ୍ତୁ ଶିକାରୀ ଓ ମାଫିଆ ମାନେ ସକ୍ରୀୟ । ପ୍ରତିଦିନ ଶିକାରୀଙ୍କ ବମ୍‌, ଗୁଳି, ଫାସ ଓ ଉଚ୍ଚଶକ୍ତି ସଂପର୍ଣ୍ଣ ବିଦ୍ୟୁତ
Read More...

ଆତ୍ମନିର୍ଭରଶୀଳତା ବଳରେ ଅନ୍ୟମାନଙ୍କ ପାଇଁ ରୋଜଗାର ସୃଷ୍ଟି କରାଯାଉ: ଆରଏସ୍‌ଏସ

ସମ୍ବଲପୁର: ସ୍ଥାନୀୟ ସଂସ୍କୃତି ଭବନ ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ) ପକ୍ଷରୁ ସଂଘର ପ୍ରାନ୍ତ କାର୍ଯ୍ୟବାହ ଦୁର୍ଗା ପ୍ରସାଦ ସାହୁ ଆଜିର ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ତାଙ୍କର ସାଂଗଠନିକ ନିଷ୍ପତ୍ତି ଓ ଆଗାମୀ ଦିନର କାର୍ଯ୍ୟକ୍ରମ ବିଷୟରେ ଜଣାଇଥିଲେ । ତାଙ୍କ ସହିତ
Read More...

ବିକ୍ରି ହେଉଛି ଛତୁଆ, ଅଙ୍ଗନୱାଡ଼ି ପିଲାଙ୍କୁ ମିଳୁନି !

ଗୋଳାମୁଣ୍ଡା: ରାଜ୍ୟ ସରକାର ଛୋଟ ଛୋଟ ଛୁଆମାନଙ୍କର ଶରୀର ସୁସ୍ଥ ସବଳ ରଖିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅନେକ ପୁଷ୍ଟିକର ଖାଦ୍ୟ ତଥା ଛତୁଆ, ସୁଜିହଲୱା, ଚିନାବାଦାମ ଲଡୁ, ଭାତ, ଡାଲି, ଅଣ୍ଡା ଆଦି ଛୁଆମାନଙ୍କୁ ଦେବା ପାଇଁ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକରେ ଯୋଗାଇଥାନ୍ତି । କେତେକ
Read More...

ବିକ୍ଷୋଭ ପାଇଁ ପ୍ରସ୍ତୁତ ହେଲେ ପ୍ରାଥମିକ ଶିକ୍ଷକ

ଦଶପଲ୍ଲା : ଦଶପଲା ହରିଡାବାରି ପ୍ରାଥମିକ ବିଦ୍ୟାଳୟଠାରେ ନୂତନ ପେନସନ୍‌ ଭୁକ୍ତ ରେଗୁଲାର ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବିଭିନ୍ନ ଦାବିକୁ ଆଗାମୀ ବିଧାନସଭା ଅଧିବେଶନ ସମୟରେ ବିକ୍ଷୋଭ ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ଦାବିଗୁଡିକ ମଧ୍ୟରେ ୬
Read More...

ସରକାରୀ ଛୁଟି ଦିନରେ ବ୍ଲକସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ,ସିଡିପିଓଙ୍କ ସମେତ ଅନେକ ଜନପ୍ରତିନିଧି ଅନୁପସ୍ଥିତ

ଗଞ୍ଜାମ:କୁକୁଡାଖଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଏମଜିଏନଆରଜିଏସ, ଏନଏସଏପି, ଆଇସିଡିଏସ, ମମତା ଯୋଜନା,ପଞ୍ଚଦଶ ଅର୍ଥ କମିଶନ ଉପରେ ଆଲୋଚନା ହୋଇଥିଲା ।କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ
Read More...

ବାଲୁକା କଳା ମାଧ୍ୟମରେ ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକଙ୍କୁ ଶୁଭେଚ୍ଛା

ପୁରୀ : ଭାରତୀୟ ବଂଶୋଭବ ରିଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ବିଭିନ୍ନ ଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ଏହି ଅବସରରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀର ସ୍ୱର୍ଣ୍ଣଭ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଏକ ସୁନ୍ଦର ଆଉ ନିଚ୍ଛକ କଳାକୃତି
Read More...

ନୋଟ୍‌ରେ ରଖାଯାଉ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ, ମୋଦିଙ୍କୁ ଚିଠି ଲେଖିବେ କେଜ୍ରିୱାଲ

ନୂଆଦିଲ୍ଲୀ : ଭାରତୀୟ ମୁଦ୍ରାରେ ଲକ୍ଷ୍ମୀ ଏବଂ ଗଣେଶ ଜୀଙ୍କର ଫଟୋ ରଖିବାକୁ ଦାବି କରୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଅର୍ଥନୀତିକୁ ସୁଦୃଢ କରିବା ତଥା ଦେଶର ବିକାଶ ପାଇଁ ଭଗବାନ ଏବଂ ଦେବୀଙ୍କ ଆଶୀର୍ବାଦ'ର ଆବଶ୍ୟକତା ଦର୍ଶାଇ ସେ
Read More...

ଧାନ ଜମିକୁ ମିଳୁନାହିଁ ଜଳ,ଚିନ୍ତାରେ ଚାଷୀ

ପାଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ରାମସାଗରରେ ସ୍ୱିଚ ଗେଟରୁ ଜଳ ବାହାରୁ ନଥିବାରୁ ଚାଷୀ ଧାନ ଫସଲକୁ ଜଳ ପାଇ ପାରୁନଥିବାରୁ ଚାଷୀ ହତାଶ ହୋଇ ପଡିଛନ୍ତି । ଏହି ବିଷୟରେ ସହକାରୀ ଯନ୍ତ୍ରୀକୁ ଆମ ପ୍ରତିନିଧି ଯୋଗାଯୋଗ କରିବାରୁ ସ୍ୱିଚ ଗେଟ ମଧ୍ୟରେ
Read More...