Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଞ୍ଜିପାଲି ଗାଁରେ ଜଙ୍ଗଲୀ ବାରହାଙ୍କ ଦୌରାତ୍ମ, ଧାନ ଫସଲ ନଷ୍ଟ
ଖପ୍ରାଖୋଲ: କଥାରେ ଅଛି ଚାଷ କାମ ଯାହାର କେତେ ସୁଖ ତାହାର କିନ୍ତୁ ଏଇଠି କଷ୍ଟ ଲବ୍ଧ ସୁନାର ଫସଲକୁ ବଞ୍ଚାଇବାକୁ ଯାଇ ଚାଷୀଙ୍କୁ କରିବାକୁ ପଡୁଛି ଅନେକ କଷ୍ଟ । ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ ରୋଗ ପୋକର ଦାଉ ଆଉ ଏବେ ପୁଣି ଜଙ୍ଗଲୀ ଜନ୍ତୁଙ୍କ ଉତ୍ପାତ ଅତିଷ୍ଟ ହେଲେଣି ଚାଷୀ । ଗତ କିଛି!-->…
Read More...
Read More...
ନିଆରା ଢଙ୍ଗରେ ଦୀପାବଳି ପାଳିଲେ ସମାଜସେବୀ ବୁଲୁ
ଫୁଲବାଣୀ : କୋଟଗଡ଼ ବ୍ଲକର ପେଶାରେ ଜଣେ ଶିକ୍ଷକ କିନ୍ତୁ ନିଶା ସମାଜ ସେବା । ନିଜକୁ ସମାଜ ସେବାରେ ସମର୍ପିତ କରିଛନ୍ତି ବୁଲୁ ମଳିକ । ଶସ୍ତା ଲୋକ ପ୍ରିୟ ପାଇବା ଆଶା ନୁହେଁ କିମ୍ବା ରାଜନେତାଙ୍କ ଭଳି ଭୋଟ ପାଇବା ଆଶାରେ ସେ ଏହି କାର୍ଯ୍ୟ କରନ୍ତି ନାହିଁ । ଦିନ ହୀନ ଗରୀବ ଏବଂ ରୋଗୀଙ୍କ!-->…
Read More...
Read More...
ପଦଯାତ୍ରା ପାଇଁ ଦଶପଲ୍ଲା ବ୍ଲକ ଟାକରା ପଞ୍ଚାୟତରେ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ
ଦଶପଲ୍ଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ସାରା ଓଡ଼ିଶାରେ ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଆଗାମୀ ୨୮ ତାରିଖ ଶୁକ୍ରବାର ଦିନ ୧୦ ଘଟିକା ରେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା!-->…
Read More...
Read More...
ଜିଏମୟୁ ଏନଏସ୍ଏସ ପକ୍ଷରୁ ଦିଲୱାଲୋ କି ଦିୱାଲୀ କାର୍ଯ୍ୟକ୍ରମ
ସମ୍ବଲପୁର : ଏକ ନିଆରା ଢଙ୍ଗରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଲୋକର ପର୍ବ ଦୀପାବଳି ପାଳନ କରିଛନ୍ତି । ଏହାର ଏନଏସଏସ ଛାତ୍ରଛାତ୍ରୀମାନେ ସ୍ଥାନୀୟ ହୁମା ସ୍ଥିତ ବୀର ସୁରେନ୍ଦ୍ର ସାଏ ଜରାଶ୍ରମର ଅନ୍ତେବାସୀମାନଙ୍କ ସହ ଦିନ ସାରା ରହିଥିଲେ । ଏହି କାର୍ଯ୍ୟକ୍ରମକୁ ଡଃ!-->…
Read More...
Read More...
ଦିଲୀପ ମାଝୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ତେନ୍ତୁଳିଖୁଣ୍ଟି : ତେନ୍ତୁଳିଖୁଣ୍ଟି ବ୍ଲକର ବିଜରାଗୁଡା ବାଳିକା ବିଦ୍ୟାଳୟ ନିକଟସ୍ଥ ପଡିଆଠାରେ ଦିଲୀପ ମାଝୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବିରିଗୁଡା ଦଳ ନିର୍ଦ୍ଧାରିତ ୧୨ ଓଭରରେ ୮୧ ରନ ସଂଗ୍ରହ କରିଥିଲେ । ଏହାର!-->…
Read More...
Read More...
ବନ୍ଧଛକଠାରେ ଧୁମ୍ଧାମରେ ଚାଲିଛି କାଳୀପୂଜା
ଘୁ ଉଦୟଗିରି: ଦୀର୍ଘ ଦୁଇ ବର୍ଷ କରୋନା କଟକଣା ଭିତରେ ଫିକା ପଡିଥିବା କାଳୀପୂଜା ଚଳିତ ବର୍ଷ ସ୍ଥାନୀୟ ସହରରେ ଖୁବ ଧୁମଧାମରେ ପାଳିତ ହୋଇଛି । ଆଲୋକର ପର୍ବ ପବିତ୍ର ଦୀପାବଳୀ ଅବସରରେ ସ୍ଥାନୀୟ ବନ୍ଧ ଛକ ପୂଜା ମଣ୍ଡପରେ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହୋଇଯାଇଛି । ସୁନ୍ଦର ଆଲୋକମାଳା, ସୁଉଚ୍ଚ!-->…
Read More...
Read More...
ଦଶପଲ୍ଲା ସବ୍-ଜେଲ୍ରୁ ବିଚାରାଧୀନ ବନ୍ଦୀ ଫେରାର
ଦଶପଲ୍ଲା : ଆଜି ଦିବା ୧୦ ଟା ୩୦ ମିନିଟ ସମୟରେ ବିଚାରାଧୀନ ବନ୍ଦୀ ଭାବରେ ଦଶପଲ୍ଲା ଜେଲ୍ରେ ଥିବା ହିମାଂଶୁ ଶେଖର ନାୟକ (୩୭) ଜେଲ୍ର ମୁଖ୍ୟ ଦରଜା ଝାଡୁ କରୁଥିବା ସମୟରେ ୱାର୍ଡ଼ର କୃଷ୍ଣଚନ୍ଦ୍ର ଜେନାଙ୍କ ଅନ୍ୟ ମନସ୍କତାର ସୁଯୋଗ ନେଇ ଫେରାର୍ ହୋଇଯାଇଛି । ଫେରାର୍ ହିମାଂଶୁଙ୍କ ଘର,!-->…
Read More...
Read More...
ପୁଅର ଛୁରାମାଡ଼ରେ ବାପା ମୃତ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ପଢାଲ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଜନ୍ମ କଲା ପୁଅସାଜିଲା ସାଇତାନ । ନିଜ ବାପାକୁ ଛୁରୀ ଭୁସି ହତ୍ୟା କଲା ନିଶାସକ୍ତ ପୁଅ । ଏହି ହତ୍ୟା କାଣ୍ଡଟି ଗତ ରାତିରେ ଘଟିଥିବା ବେଳେ ବାପା ଦେବରାଜ ନାହାକଙ୍କ ମୃତ୍ୟ ହୋଇଛି । ପ୍ରାଥମିକ ସୂଚନା ମୁତାବକ ଗତ!-->…
Read More...
Read More...
ଜଗନ୍ନାଥ ନିକେତନରେ ଦୀପାବଳି ପାଳିଲେ ଗଜପତି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ ଆର. ସୀତାପୁର ଠାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନ (ଜଗନ୍ନାଥ ନିକେତନ)ରେ ଗଜପତି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପାଳିଲେ ଦୀପାବଳି । ସାଙ୍ଗରେ ନେଇ ଥିବା ମିଠେଇ ବଣ୍ଟନ କରିବା ସହ ପିଲାଙ୍କ ସହ ବାଣ ଫୁଟାଇ ଜିଲ୍ଲାପାଳ ଲିଙ୍ଗରାଜ!-->…
Read More...
Read More...
ଗୁଳିମାଡରେ ଜଣେ ମୃତ, ଜଣେ ଆହତ
ପୁରୀ : ଦୀପାବଳିରେ ଗର୍ଜିଲା ବନ୍ଧୁକ । ପୁରୀ ଚନ୍ଦନପୁରରେ ଗୁଳିମାଡ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ପୁରୀ ଚନ୍ଦନପୁର ଥାନା ଅଧିନରେ ଘଟିଛି ଏହି ଘଟଣା । ମୃତକ ହେଉଛନ୍ତି ଶଙ୍କର ବେହେରା । ଗୁରୁତର ଆହତ ନିଲୁ ବରାଳ । ଘଟଣାସ୍ଥଳରେ!-->…
Read More...
Read More...