Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବ୍ରାଉନସୁଗାର ଜବତ, ଜଣେ ଗିରଫ
ପୁରୀ : ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ସାତପଡ଼ା ଅବକାରୀ ଥାନା ଅଧିକାରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ ଏକ ଟିମ ବ୍ରହ୍ମଗିରୀ ଥାନା ଅଧୀନ ବିଜିପୁର ଛକରେ ଚଢ଼ାଉକରୀ ଜଣେ ଅସମୀଙ୍କୁ ବେଆଇନ ଚୋରା ବ୍ରାଉନ ସୁଗାର ବିକ୍ରି କରିବା ଅଭିଯୋଗରେ ଗିରଫ କରିଛନ୍ତି!-->…
Read More...
Read More...
ସରପଞ୍ଚ ମାନଙ୍କ ଦକ୍ଷତା ବିକାଶ ପାଇଁ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର
ଜହ୍ନାପଙ୍କ,୧୮/୧୦: ବୌଦ୍ଧ ବ୍ଳକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାଇସିଡିଏ କାର୍ଯ୍ୟାଳୟ ସଭାଗୃହରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୁଲ୍ୟରେ ବୌଦ୍ଧ ଜିଲ୍ଲାର ବାଉଶୁଣିଠାରେ ସରପଞ୍ଚଙ୍କ ଦକ୍ଷତା ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ମଙ୍ଗଳ!-->…
Read More...
Read More...
ବଡଚଣା ଶିଶୁବିକାଶ ଯୋଜନା କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଅଙ୍ଗନୱାଡି କର୍ମୀ
ଚଣ୍ଡିଖୋଲ: ବଡଚଣା ବ୍ଲକ ସମନ୍ୱିତ ଶିଶୁ ଯୋଜନା କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଶତାଧିକ ଅଙ୍ଗନୱାଡି କର୍ମୀ । ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ପାଇଁ ଚଳିତ ମାସ ଦଶ ତାରିଖ ସୁଦ୍ଧା ରନ୍ଧନ ଗ୍ୟାସ କ୍ରୟ କରିବାକୁ କୁହା ଯାଇଥିଲା ।ଏଥି ନିମନ୍ତେ!-->…
Read More...
Read More...
ଖପ୍ରାଖୋଲରେ ଜଳ ପରିଚାଳନା ସମ୍ପର୍କିତ ତାଲିମ ଶିବିର
ଖପ୍ରାଖୋଲ : ସ୍ଥାନୀୟ ବ୍ଲକ୍ କୃଷି କାର୍ଯ୍ୟାଳୟ ତାଲିମ ଗୃହ ଠାରେ ଏଫ୍ଇଏସ , ଭୁବନେଶ୍ୱର ଓ କୃଷି ବିଭାଗର ମିଳିତ ଆନୁକୁଲ୍ୟରେ ଜଳ ପରିଚାଳନା ସମ୍ପର୍କିତ ତାଲିମ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ତାଲିମ ଶିବିରକୁ ବ୍ଲକ୍ କୃଷି ଅଧିକାରୀ ଡମ୍ବରୁଧର ମେହେର ଆନୁଷ୍ଠାନିକ ଭାବେ!-->…
Read More...
Read More...
ଜିଲ୍ଲା ସ୍ୱାସ୍ଥ୍ୟ ସମିତି କନ୍ଧମାଳର କାର୍ଯ୍ୟକାରୀ ସମିତି ବୈଠକ
ଫୁଲବାଣୀ : ଫୁଲବାଣୀ ଜିଲ୍ଲାପାଳ କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କନ୍ଧମାଳର କାର୍ଯ୍ୟ କାରୀ ସମିତି ବୈଠକ ଜିଲ୍ଲାପାଳ ପାଟିଲ ଆଶିଷ ଇଶ୍ୱର ( ଭା. ପ୍ର. ସେ. )ଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ସ୍ୱାସ୍ଥ୍ୟ ବିଭାଗର!-->…
Read More...
Read More...
ହବିଷ୍ୟାଳିଙ୍କ ପାଇଁ ଖୋଲିଲା ୨୪ଘଣ୍ଟିଆ ଆଶୁ ଚିକିତ୍ସା କେନ୍ଦ୍ର
ପୁରୀ : ପୁରୀରେ ସରକାରଙ୍କ ଦ୍ୱାରା ଥିବା ହବିଷ୍ୟାଳି ଶିବିରରେ ୩ ହଜାର ହବିଷ୍ୟାଳି ରହୁଛନ୍ତି । ତେବେ ହବିଷ୍ୟାଳିମାନେ ବୟସ୍କ ହେତୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ରଖିବା, ଏବଂ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ୨୪ ଘଣ୍ଟିଆ ଆଶୁ ଚିକିତ୍ସା କେନ୍ଦ୍ର ଖୋଲା ଯାଇଛି । ଏ ପର୍ଯ୍ୟନ୍ତ!-->…
Read More...
Read More...
ପଥର ବ୍ଲାଷ୍ଟିଂ ପ୍ରତିବାଦରେ ଜନ ଆନ୍ଦୋଳନ
ଦଶପଲ୍ଲା : ଦଶପଲ୍ଲା ବ୍ଳକ ଅନ୍ତର୍ଗତ ତେଣ୍ଡାବାଡି ପଞ୍ଚାୟତର ପୋଇବାଡି ନିକଟସ୍ଥ ମଳିକ ପାହାଡରୁ ବ୍ଲାଷ୍ଟିଂ ବନ୍ଦ ଦାବିରେ ଆଜି ଦଶପଲ୍ଲାରେ ଜନ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ପୋଇବାଡି, ନୂଆସାହି ଓ ପଙ୍କାଳସାହିର ଜନସାଧାରଣ ତ୍ରିନାଥ ବଜାର ସ୍ଥିତ ମେଳିଆ ତୋଟା ଠାରୁ ଶୋଭାଯାତ୍ରାରେ!-->…
Read More...
Read More...
ପୁରାଣ ପ୍ରସିଦ୍ଧ ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ ଅନୁକୂଳ ପର୍ବ
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ପବିତ୍ର ପୁଣ୍ୟତୋୟା ମହାନଦୀ କୂଳରେ ଅବସ୍ଥିତ ପୁରାଣ ପ୍ରସିଦ୍ଧ ମଣିଭଦ୍ରା ପାଦଦେଶରେ ଅବସ୍ଥିତ ମା ' କଳାପାଟ ଠାକୁରାଣୀଙ୍କ ପୀଠରେ ମହାପୁରୁଷ ସିଦ୍ଧଯୋଗୀ ବାବା ରାମଦାଶଙ୍କ ଜନ୍ମ ଉତ୍ସବ ପାଳନ ଲାଗି ବିଶାଳ ବିଶ୍ୱଶାନ୍ତି ମହାଯଜ୍ଞର!-->…
Read More...
Read More...
ଡକାୟତଙ୍କଠାରୁ ଉଦ୍ଧାର ଟଙ୍କା ପ୍ରକୃତ ମାଲିକଙ୍କୁ ଫେରାଇଲା ପୁଲିସ
ସମ୍ବଲପୁର: ସ୍ଥାନୀୟ ଟାଉନ ଥାନା ଅଞ୍ଚଳରେ ପୂର୍ବରୁ ଘଟିତ ଏକ ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ ସମ୍ବଲପୁର ପୁଲିସ ସଫଳତା ପାଇଛି । ଏବିଷୟରେ ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ବାଟୁଲା ଗଙ୍ଗାଧର ଏହା ଜଣାଇଛନ୍ତି । ଗହନ ଅନୁସନ୍ଧାନ ପରେ!-->…
Read More...
Read More...
ବାଉଁଶୁଣିରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ
ଜହ୍ନାପଙ୍କ: ବୌଦ୍ଧ ବ୍ଳକ ଅନ୍ତର୍ଗତ ବାଉଁଶୁଣି ଏକ ବ୍ୟବସାୟର ପେଣ୍ଠ ସ୍ଥଳୀ । ଏହି ଛକ ଉପରେ ଆଖପାଖ ୫ଟି ପଂଚାୟତର ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ଗ୍ରାମ ନିର୍ଭର କରୁଥିବା ବେଳେ ଏଠାରେ ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷା ଅନୁଷ୍ଠାନ ଅଛି । ଏହା ବ୍ୟତୀତ!-->…
Read More...
Read More...