Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସମ୍ବଲପୁରୀ ବସ୍ତ୍ରର ବିପଣନ ପାଇଁ ଫ୍ଲିପକାର୍ଟ ଓ ଆଇଆଇଏମ୍ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ
ସମ୍ବଲପୁର: ସମ୍ବଲପୁର ଆଇଆଇଏମ ଠାରେ ଆଜି ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ ସମାବେଶରେ ଫ୍ଲିପକାର୍ଟ ଓ ଆଇଆଇଏମ୍ ମଧ୍ୟରେ ଓଏମଓୟୁ ସ୍ୱାକ୍ଷରିତ ହୋଇଯାଇଛି, ଯାହାଫଳରେ ସମ୍ବଲପୁରୀ ବସ୍ତ୍ର ବିକ୍ରି କରିବା ପାଇଁ ଏକ ନୂତନ ମଞ୍ଚ ଉପଲବ୍ଧ ହେଲା । ଏବିଷୟରେ ଆଇଆଇଏମ୍ ନିର୍ଦ୍ଦେଶକ ପ୍ରୋ ମହାଦେବ!-->…
Read More...
Read More...
ଓଡ଼ିଶା ଡ୍ରାଇଭର ମହାସଂଘର ନବୀନ ନିବାସ ପର୍ଯ୍ୟନ୍ତ ଦଣ୍ଡବତ ଯାତ୍ରା ଆରମ୍ଭ
ସମ୍ବଲପୁର:ବିଭିନ୍ନ ଦାବିକୁ ନେଇ ଓଡ଼ିଶା ଡ୍ରାଇଭର ମହାସଂଘର ଆଜି ଏଠାରୁ ଭୁବନେଶ୍ୱର ନବୀନ ନିବାସ ପର୍ଯ୍ୟନ୍ତ ଦଣ୍ଡବତ ଯାତ୍ରା ଆରମ୍ଭ ହୋଇଯାଇଛି । ଏହି ଦଣ୍ଡବତ ଯାତ୍ରାରେ ସାମିଲ କିଛି ଆନ୍ଦୋଳନକାରୀ ଚାଳକଙ୍କ କହିବା ଅନୁସାରେ ଦୈନନ୍ଦିନ କାର୍ଯ୍ୟରେ ସେମାନଙ୍କ ଅତ୍ୟାବଶ୍ୟକ ଭାଗିଦାରୀ!-->…
Read More...
Read More...
ହରିଶଙ୍କର-ନୃସିଂହନାଥ ରୋପୱେ ନିର୍ମାଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା
ବଲାଙ୍ଗୀର : ହରିଶଙ୍କର-ନୃସିଂହନାଥ ରୋପୱେ ନିର୍ମାଣ ଦାବିରେ କେଏମ୍ ଏମ୍ (କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ) ତରଫରୁ କୋସଲ ରାଜ୍ୟ ସମନ୍ୱୟ ସମିତିର ସମର୍ଥନରେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଓ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଯାଇଛି । ଯୁବ ଏକ୍ସନ କମିଟୀ ସଭାପତି ବିନୋଦ କାଲସାଏଙ୍କ!-->…
Read More...
Read More...
ବନ ବିଭାଗ ପକ୍ଷରୁ ହରିଣ ଶାବକ ଉଦ୍ଧାର
ଗଞ୍ଜାମ:ବ୍ରହ୍ମପୁର ବନାଞ୍ଚଳ ପକ୍ଷରୁ ସ୍ଥାନୀୟ ଭାବିନିପୁର ଗ୍ରାମରୁ ଏକ ହରିଣ ଶାବକକୁ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ହରିଣ ଛୁଆଟି ନିଜ ଗୋଷ୍ଠୀରୁ ଅଲଗା ହୋଇ ଗ୍ରାମ ନିକଟରେ ବୁଲୁଥିଲା । ଏହି ସମୟରେ କିଛି କୁକୁର ତାକୁ ଆକ୍ରମଣ କରୁଥିବାର ଦେଖି ଜଣେ ବ୍ୟକ୍ତି ତାକୁ ଉଦ୍ଧାର କରି ନିଜ!-->…
Read More...
Read More...
ଜନ୍ମେଜୟ ପାତ୍ର ହେଲେ ସୋନପୁର ବିଧାୟକଙ୍କ ପୌର ପ୍ରତିନିଧି
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ପୌରପରିଷଦରେ ସୋନପୁର ବିଧାୟକ ତଥା ଓଡ଼ିଶାର ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପ୍ରତିନିଧି ଭାବରେ ମନୋନୀତ ହୋଇଛନ୍ତି ଯୁବନେତା ଜନ୍ମେଜୟ ପାତ୍ର । ଶ୍ରୀ ପାତ୍ର ପୌରପରିଷଦର ୭ନମ୍ବର ୱାର୍ଡ଼ର କାଉନସିଲର ଭାବରେ ଲଗାତାର ନିର୍ବାଚିତ!-->…
Read More...
Read More...
କାର୍ତ୍ତିକ ମାସର ଦ୍ୱିତୀୟ ସୋମବାରରେ ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ସମାଗମ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ପୁରପଲ୍ଲୀରେ କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର ଶୈବ ମନ୍ଦିର ଗୁଡିକରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଭମାନେ ସକାଳୁ ବେଲପତ୍ର ନଡ଼ିଆ କଦଳୀ ଧୂପ ଦୀପ ଧରି ଶୈବ ମନ୍ଦିରରେ ପୂଜାର୍ଚ୍ଚନା କରିଥିବାର ଦେଖିବାକୁ ମିଳିଛି । ସେହିପରି ମନ୍ଦିର!-->…
Read More...
Read More...
ଦଳରୁ ଇସ୍ତଫା ଦେଲେ ଦଶପଲ୍ଲା ଏନ୍ଏସି ଉପାଧ୍ୟକ୍ଷ
ଦଶପଲ୍ଲା : ଶରତ ଋତୁର ଶେଷବେଳକୁ ଭିଜା ଭିଜା କାକର ସହିତ ଅଳ୍ପ ଅଳ୍ପ ଶୀତ ଅନୁଭୂତ ହେଉଥିବାବେଳେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୦୨୪ର ନିର୍ବାଚନୀ ଉଷ୍ମତା ୨୦୨୨ରୁ ଅନୁଭୂତ ହେଲାଣି । ରାଜନୀତିର ଘୋଡା, କେତେବେଳେ କେଉଁ ଆଡେ ଦଉଡୁଛି ତାହା ସାଧାରଣ ଲୋକଙ୍କ ପାଇଁ ଅବୁଝା ରହିଯାଉଛି!-->…
Read More...
Read More...
ଦୁର୍ବୃତ୍ତ ପୋଡ଼ିଦେଲେ ଅଟୋ
ପୁରୀ: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର କଦଳୀବାଡିପାଟଣାରେ ଦୁର୍ବୃତ୍ତ ପୋଡ଼ିଦେଲେ ଅଟୋ । ଏହି ଅଞ୍ଚଳର ରାଜେନ୍ଦ୍ର ଜେନାଙ୍କ ଭଡ଼ା ଅଟୋ ଦୁର୍ବୃତ୍ତ ପୋଡ଼ିଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି । ତାଙ୍କ ସମ୍ପର୍କୀୟ ଭିଣେଇ ଏହି କାଣ୍ଡ କରିଥିବା ସେ ସନ୍ଦେହ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ପାଳନ ଅବସରରେ ରକ୍ତଦାନ ଶିବିର
ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ପଞ୍ଚାୟତ ସଦର ମହକୁମା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଅବସରରେ ରବିବାର ବୌଦ୍ଧ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ନିର୍ବାଚନ!-->…
Read More...
Read More...
ମା’ବ୍ୟାଘ୍ରଦେବୀ କଳା ଓ ସଂସ୍କୃତି ପରିଷଦ ପକ୍ଷରୁ ନାଟକ ମଞ୍ଚସ୍ଥ
ଫୁଲବାଣୀ : ଚଳିତ ଦଶହରା ପାର୍ବଣ ଅବସରରେ ୟୁଥ ୱାରୀୟର ଓ ମା ବ୍ୟାଘ୍ରଦେବୀ କଳା ଓ ସଂସ୍କୃତି ପରିଷଦ ଟିକାବାଲିର ମିଳିତ ଆନୁକୂଲ୍ୟରେ ଏକ ହସଲୁହଭରା ସାମାଜିକ ନାଟକ "ସୁଖ କିଣା ଏଠି ଦୁଃଖ ମାଗଣା ' ଟିକାବାଲି ବସଷ୍ଟାଣ୍ଡ ଠାରେ ମଞ୍ଚସ୍ଥ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି!-->…
Read More...
Read More...