Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଠିକା ନିଯୁକ୍ତିର ଯୁଗ ଶେଷ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ରାଜ୍ୟ କ୍ୟାବିନେଟ୍ରେ ବଡ଼ ନିଷ୍ପତ୍ତି ନିଆଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ଶନିବାର ସନ୍ଧ୍ୟାରେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରୁ ଠିକା ନିଯୁକ୍ତିର ଯୁଗ ଶେଷ ହୋଇଛି।!-->…
Read More...
Read More...
ଲେବର କାର୍ଡ କରାଇବା ନାମରେ ଠକେଇ, ଦୁଇ ଅଭିଯୁକ୍ତ ଥାନାରେ ଅଟକ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ କିରୀକୁଟି ଗ୍ରାମବାସୀ ଦୁଇ ଜଣ ଠକ ଲୋକଙ୍କୁ ଲେବର କାର୍ଡ କରିଦେବା ପାଇଁ କହି ଟଙ୍କା ଠକି ନେଉଥିବା ବେଳେ ଦୁଇ ଠକଙ୍କୁ ଅଟକ ରଖିଥିଲେ । ଖବରପାଇ କିରୀକୁଟି ଗ୍ରାମରୁ ଦାରିଙ୍ଗବାଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣ ଠକକୁ ନିଜ!-->…
Read More...
Read More...
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ
ଫୁଲବାଣୀ :-ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟର ଅତିରିକ୍ତ ଜିଲ୍ଲା ଏବଂ ସେସନସ୍ ଜଜ୍ ଭାସ୍କର ଚନ୍ଦ୍ର ସାହୁ ବିଚାର କରି ସାକ୍ଷୀ, ଡାକ୍ତରୀ ରିପୋର୍ଟ୍ ଏବଂ ପିଡିତାର ବୟାନକୁ ଭିତ୍ତି କରି ମାମଲାର ଅଭିଯୁକ୍ତ ଜଗତ୍ କିଶୋର ସେଠୀ (୨୦)କୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ସଶ୍ରମ!-->…
Read More...
Read More...
ଚତୁର୍ଥ ଦିନରେ ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସ୍ତରୀୟ ୪ର୍ଥ ଦିବସରେ ଆନ୍ତଃବିଦ୍ୟାଳୟ ୧୭ ବର୍ଷରୁ କମ୍ ବୟସର ବାଳକ ବାଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟରେ କାଶୀନଗର ବନାମ ଗୋଶାଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ କାଶୀନଗର ବାଳକ ଟିମ ୪-୧ ଗୋଲ କରି ବିଜେତା ହୋଇଥିଲା । ଦ୍ୱିତୀୟ!-->…
Read More...
Read More...
ହବିଷ୍ୟାଳୀଙ୍କୁ ପାଇଁ ସବୁ ସୁବିଧା ହୋଇଛି : ଜିଲ୍ଲାପାଳ
ପୁରୀ : ପୁରୀରେ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀଙ୍କ ରହିବା ପାଇଁ ହବିଷ୍ୟାଳୀ ଶିବିରର ଆୟୋଜନ କରାଯାଇଛି । ଏଥିରେ ୩ ହଜାର ହବିଷ୍ୟାଳୀ ରହିଛନ୍ତି । ସରକାର ସେମାନଙ୍କ ରହିବା ପାଇଁ ଖଟ, ଗଦି, ତକିଆ, ସାଲ୍ ଯୋଗାଇ ଦେବା ସହ ସ୍ୱାସ୍ଥ୍ୟ ସେବା ମଧ୍ୟ ଯୋଗାଇ ଦେଉଛନ୍ତି ।!-->…
Read More...
Read More...
ମହିଳା ସଂଘ ପକ୍ଷରୁ ମଦ ବିରୋଧୀ ଓ ଜନହିତକର ରାଲି
ଘୁ ଉଦୟଗିରି: କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକରେ ମଦ ବିରୋଧୀ ଏବଂ ଜନହିତକର ରାଲି ଅନୁଷ୍ଠିତ ହୋଇଯାଇଛି । ନିଶା ମୁକ୍ତ ଗାଁ ଗଠନ ଅଭିଯାନ ପରିପ୍ରେକ୍ଷୀରେ ଦେଶୀ ଓ ବିଦେଶୀ ମଦକୁ ସମ୍ପୂର୍ଣ୍ଣ ବନ୍ଦ କରିବା, କରୋନା ସମୟ ଠାରୁ ବନ୍ଦ ରହିଥିବ ଗରିବ ସାହାଯ୍ୟ ଘର ପ୍ରଦାନ କରିବା, ଲଗାଣ!-->…
Read More...
Read More...
ଲୁଣିବାହାଲରେ ସାପ୍ତାହିକ ହାଟର ଶୁଭାରମ୍ଭ
ହରଭଙ୍ଗା: ହରଭଙ୍ଗା ବ୍ଲକ ଲୁଣିବାହାଲ ପଞ୍ଚାୟତ ସଦରମହକୁମା ଠାରେ ଶୁକ୍ରବାର ନୂତନ ହାଟ ଉଦଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ବ୍ଲକ ଅଧକ୍ଷା ସ୍ନେହଲତା ପ୍ରଧାନ, ଉପାଧ୍ୟକ୍ଷ ସରୋଜ ପ୍ରଧାନ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ଅନ୍ୟ ଅତିଥି ଭାବେ ହରଭଙ୍ଗା!-->…
Read More...
Read More...
କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ ବିନୋଦ ବଗର୍ତ୍ତୀଙ୍କ ଦାୟିତ୍ୱ ଗ୍ରହଣ
ପୁରୀ : ପୁରୀ ପୂର୍ତ୍ତ ବିଭାଗର ୧ନମ୍ବର ଉପଖଣ୍ଡର ନୂତନ କାର୍ୟନିର୍ବାହୀ ଯନ୍ତ୍ରୀ ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି ବିନୋଦ ବଗର୍ତ୍ତୀ । ଏହା ପୂର୍ବରୁ ସେ ଜୟପୁର ଏନ ଏଚରେ ଏସ୍ଡିଓ ଭାବେ କାର୍ଯ୍ୟକରି ବେଶ ସୁନାମ ଅର୍ଜନ କରିଥିଲେ । ଅପରାହ୍ନରେ ଶ୍ରୀ ବଗର୍ତ୍ତି ବିଭାଗର!-->…
Read More...
Read More...
ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ ନିର୍ମାଣ କାର୍ଯ୍ୟର ତ୍ୱରାନ୍ୱିତ ଦାବିରେ ଗଣଧାରଣା
ସୁବର୍ଣ୍ଣପୁର : ଖୋର୍ଦ୍ଧା -ବଲାଙ୍ଗୀର ରେଳପଥ ନିର୍ମାଣକୁ ତ୍ୱରାନ୍ୱିତ କରିବା ଦାବିରେ ଆଜି ରେଳପଥ ସଂଘର୍ଷ ସମିତି ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେବାସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଆବାହକ ଶ୍ୟାମାଓଁ ପ୍ରସାଦ!-->…
Read More...
Read More...
ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଶୀଘ୍ର ନିର୍ମାଣ ଦାବିରେ ସଂଘର୍ଷ ସମିତିର ଗଣଧାରଣା
ବୌଦ୍ଧ,୧୪/୧୦ : ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଶୀଘ୍ର ନିର୍ମାଣ ଦାବିରେ ଆଜି ବୌଦ୍ଧଜିଲ୍ଲା ସଂଘର୍ଷ ସମିତି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ଦିନ ୧୦ଟାରୁ ୧ଟା ଯାଏଁ ଅନୁଷ୍ଠିତ ହୋଇଥିବା ଏହି ଗଣଧାରଣାରେ ୨୧ଟି ସଂଗଠନ ସାମିଲ ହୋଇଥିଲେ ।!-->…
Read More...
Read More...