Browsing Category

ରାଜ୍ୟ

ଘରଖଣ୍ଡିଏ ପାଇବାରୁ ବଞ୍ଚିତ ଅସହାୟ ବସୁଦେବଙ୍କ ପରିବାର

ଖପ୍ରାଖୋଲ,୧୪/୧୦ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡିଆପାଲି ପଞ୍ଚାୟତର ବସୁଦେବ ନାଏକ ବୟସ ୮୩ ବର୍ଷ , ସ୍ତ୍ରୀ ପ୍ରଭାତୀ ନାଏକ ବୟସ ୭୫ ବର୍ଷ ଓ ତାଙ୍କ ଝିଅ ଗୁଲାପି ନାଏକ ବୟସ ୪୨ ବର୍ଷ ଭାଲୁୁଡୁଙ୍ଗୁରୀ ଗ୍ରାମରେ ବସବାସ କରନ୍ତି । ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ
Read More...

ଗ୍ରୀନ ପେସେଜ ସ୍କିମରେ ଅନାଥ ଶିଶୁଙ୍କ ପାଇଁ ଉଚ୍ଚ ଶିକ୍ଷା

ନବରଙ୍ଗପୁର,୧୪/୧୦:- ଜିଲ୍ଲାପାଳ ଡ଼ଃ କୋମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଡିପିଆରସି ସମ୍ମିଳନୀ ଗୃହରେ ଗ୍ରୀନ ପେସେଜ ସ୍କିମ ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପିତୃମାତୃହୀନ ଶିଶୁମାନେ ମାଗଣାରେ କିପରି ଉଚ୍ଚ ଶିକ୍ଷା ପାଇପାରିବେ ସେନେଇ ବିସ୍ତ୍ରୁତ ଆଲୋଚନା କରାଯାଇଥିଲା । ଏହି
Read More...

ଗଛ ପଡି ରାସ୍ତା ଅବରୋଧ,୩ ଘଣ୍ଟା ଯାତାୟତ ଠପ୍‌

ଦଶପଲ୍ଲା : ଦଶପଲ୍ଲା ସହର ସନ୍ନିକଟ ଅନ୍ଧାରକୋଟ ଗୋବର୍ଦ୍ଧନପୁର ରାସ୍ତାର ପଥୁରିଆଠାରେ ଏକ ବିରାଟ ଆମ୍ବ ଗଛ ଉପୁଡି ପଡିବାରୁ ପଥୁରିଆ ଗୋବର୍ଦ୍ଧନପୁର ରାସ୍ତା ଅବରୋଧ ହୋଇରହିଥିଲା । ଏହା ଫଳରେ ୩ ଘଣ୍ଟା ଯାଏଁ ରାସ୍ତା ଅବରୋଧ ହୋଇଥିଲା । ସୂଚନା ଯେ, ଆମ୍ବ ଗଛଟି ବହୁ ପୁରାତନ ହୋଇଥିବା ବେଳେ
Read More...

ପୁରୀରେ ୫ଟି ସଚିବ

ପୁରୀ : ଆଜି ସକାଳୁ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ ସହ ବେଢା ପରିକ୍ରମା, ପାର୍ଶ୍ୱ ଦେବାଦେବୀ ଦର୍ଶନ କରିବା ସହ ଶ୍ରୀମନ୍ଦିରର ଆଉ କ'ଣ କ'ଣ ଉନ୍ନତିମୂଳକ
Read More...

ଜିଲା ଲେଖକ ସାମ୍ମୁଖ୍ୟ କାର୍ଯ୍ୟାଳୟ ଠାରେ ଭାଷା ଆନ୍ଦୋଳନ ବୈଠକ

ଫୁଲବାଣୀ : ଭାଷା ଭିତିରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହେଲା । ୧୯୩୬ ମସିହାରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ ହେବାପରେ ଓଡ଼ିଆ ଭାଷା ପ୍ରଚଳନ କରିବାକୁ ଇଂରେଜ ସରକାର ଘୋଷଣା କରିଥିଲେ । ୧୯୫୪ ମସିହାରେ ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମନିଷ ନବକୃଷ୍ଣ ଚୌଧୁରୀ ପ୍ରଥମ
Read More...

କୋମଳମତି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ବିଧାୟକ

ବାଲିଗୁଡ଼ା: ମାଓ ପ୍ରବଣ ଅଞ୍ଚଳକୁ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଅଚାନକ ଗସ୍ତ କରି ବିଦ୍ୟାଳୟ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍‌ ବେଲଘର ଥାନା ଅଞ୍ଚଳ ରଙ୍ଗାପାରୁ ଆଶ୍ରମ ବିଦ୍ୟାଳୟ ପରିଦର୍ଶନରେ ଯାଇ ସେଠାକାର
Read More...

ଚିକିତ୍ସା ଅଭାବରୁ ଶିଶୁ ମୃତ୍ୟୁ ଅଭିଯୋଗ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ଡାକ୍ତରଙ୍କ ଅନୁପସ୍ଥିତିରେ ନର୍ସଙ୍କ ଦ୍ୱାରା ଚିକିତ୍ସା କାରଣରୁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଡାକ୍ତରଖାନା
Read More...

କଥା ରଖିଲାନି ଶିକ୍ଷା ବିଭାଗ, ସ୍କୁଲରେ ତାଳାପକାଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଧାରଣା

ପାଟଣାଗଡ : ପାଟଣାଗଡ଼ ବ୍ଳକ ମରୁଆଁ ପଞ୍ଚାୟତ ପାଢେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବୀରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସ୍କୁଲରେ ତାଳା ପକାଇ ଧାରଣା ଦେଇଛନ୍ତି । ପ୍ରକାଶ ଯେ ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୨୭୫ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି ।
Read More...

ସେକ୍ସ ର‍୍ୟାକେଟ୍‌ ଉପରେ ଚଢାଉ

ବଲାଙ୍ଗୀର: ଶାସ୍ତ୍ରୀ ନଗର ସ୍ଥିତ ଏକ ଭଡାଘରେ ଗତକାଲି ସଂଧ୍ୟାରେ ପୋଲିସ ଏକ ସେକ୍ସ ର‍୍ୟାକେଟ ଉପରେ ଚଢାଉ କରିଥିଲା । ରାଣୀ ମହୁମାଛି ସହ ୯ ଦେହଜୀବୀ ଓ ୨ ପୁରୁଷ ଗ୍ରାହକଙ୍କୁ ଘଟଣାସ୍ଥଳରେ ଠାବ କରିଥିବା ଜଣାଯାଇଛି । ସୁତ୍ରରୁ ଖବର ପାଇ ସ୍ଥାନୀୟ ଟାଉନଥାନା ଅଧିକାରିଣୀଙ୍କ ନେତୃତ୍ୱରେ ଏକ
Read More...

ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରେ ଲିନାକ ଭବନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କଟକ : କଟକରେ ଥିବା ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା ପ୍ରତିଷ୍ଠାନର ଲିନାକ ଭାବନକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏହି ଭବନରେ ଅତ୍ୟାଧୁନିକ ଚିକିତ୍ସା ସେବା ଉପଲବ୍ଧ ହେବ। ଏହା ସହିତ ଗବେଷଣା ପ୍ରତିଷ୍ଠାନର ୨୦୦ ଶହ ଶଯ୍ୟା ଏବଂ ୩୦ଟି ଆଇସିୟୁ
Read More...