Browsing Category

ରାଜ୍ୟ

ତୃତୀୟ ଦିବସରେ ଗଜପତି ଜିଲ୍ଲାସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ

ପାରଳାଖେମୁଣ୍ଡି: ତୃତୀୟ ଦିବସରେ ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ୧୭ ବର୍ଷ କମ୍‌ ବୟସର ବାଳକ ବାଳିକା ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଗଜପତି ଷ୍ଟାଡିୟମ୍‌ ପାରଳାଖେମୁଣ୍ଡି ପରିସରରେ ଚାଲୁରହିଛି । ଦି୍ୱତୀୟ ଦିବସର ପ୍ରଥମ ପ୍ରଯ୍ୟାୟରେ ଆର. ଉଦୟଗିରି ଓ ନୂଆଗଡ ବ୍ଲକର ବାଳିକା ଟିମ
Read More...

କୁକୁର କାମୁଡ଼ାରେ ଶିଶୁ କନ୍ୟା ମୃତ : ୩ ଗୁରୁତର ,୯ ଆହତ

ପାଟାଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ବାଲିପଟା ଓ କଲଙ୍ଗାପାଲିରେ ପାଗଳ କୁକୁର ଆତଙ୍କ ଖେଳିଯାଇଛି ।ପ୍ରଥମେ କଲଙ୍ଗାପାଲି ଗାଁରେ ଜଣେ ମହିଳାକୁ କାମୁଡି ଲୁହୁଲୁହାଣ କରିବା ପରେ ପରେ ବାଲିପଟା ଗାଁରେ ପାଗଳା କୁକୁର କାମୁଡ଼ାରେ ଜଣେ ତିନି ବର୍ଷର ଶିଶୁ କନ୍ୟା ଦିପାମୁଣ୍ଡାଙ୍କ
Read More...

ପ୍ରଶାସନ ଓ ଜନ ସାଧାରଣଙ୍କ ସହଯୋଗରେ ହିଁ ଉନ୍ନତିମୂଳକ କାର୍ଯ୍ୟ ହୋଇପାରିବ : କନ୍ଧମାଳ ସାଂସଦ

ଫୁଲବାଣୀ: ବୁଧବାର ଫୁଲବାଣୀ ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଫୁଲବାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କନ୍ଧମାଳ ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଶାସନ ଓ ଜନ ସାଧାରଣଙ୍କ
Read More...

ଜିଲ୍ଲାସ୍ତରୀୟ ବିଶ୍ୱ ଦୃଷ୍ଟି ଦିବସ ପାଳନ

ସୁବର୍ଣ୍ଣପୁର : ନିଜ ଶରୀରର ପାଞ୍ଚଟି ଇନ୍ଦ୍ରିୟ ମଧ୍ୟରୁ ଚକ୍ଷୁ ହେଉଛି ଗୁରୁତ୍ୱପୁର୍ଣ୍ଣ । ତେଣୁ ନିଜ ଚକ୍ଷୁକୁ ଭଲ ପାଆନ୍ତୁ ଏବଂ ତାର ଯତ୍ନ ନିଅନ୍ତୁ ବୋଲି ଆଜି ଜିଲ୍ଲାସ୍ତରୀୟ ବିଶ୍ୱ ଦୃଷ୍ଟି ଦିବସ ପାଳନୋତ୍ସବରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ
Read More...

ସଖୀ ୱାନ୍‌ ଷ୍ଟପ୍‌ ସେଣ୍ଟର ପକ୍ଷରୁ ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ପାଳିତ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ "ସଖୀ' ୱାନ୍‌ ଷ୍ଟପ୍‌ ସେଣ୍ଟର ପକ୍ଷରୁ ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ "ସଖୀ' ୱାନ୍‌ ଷ୍ଟପ୍‌ ସେଣ୍ଟର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକଙ୍କ
Read More...

ଅଜଣା ରୋଗରେ ପୀଡିତ ଧନୁ ଭୁଏ
ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସରକାରୀ ସହାୟତା ପାଇଁ ଦାବି

ଖପ୍ରାଖୋଲ,୧୩/୧୦- ଅଜଣା ରୋଗରେ ପୀଡିତ ଧନୁ ଭୁଏ । ତାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି ପରିବାର ଲୋକେ । ସୂଚନା ଅନୁସାରେ ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ପଞ୍ଚାୟତ କଲୋନୀପଡ଼ାରେ ସରକାର ଯୋଗାଇ ଦେଉଥିବା ଜାଗାରେ ଘର କରି
Read More...

ଗଙ୍ଗାସାଗରରେ କୋଶଳିଆ ମାଳି ସମାଜର ନୂଆଁଖାଇ ଭେଟଘାଟ

ପାଟଣାଗଡ: ପାଟଣାଗଡ଼ ବ୍ଳକ ଗଙ୍ଗାସାଗର ପଞ୍ଚାୟତ ଗଙ୍ଗାସାଗର ଗ୍ରାମଠାରେ କୋଶଳିଆ ମାଳି ସମାଜର ଇଷ୍ଟ ଦେବ କୋଶଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମାଳି ସମାଜର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି କାର୍ତ୍ତିକ ପୁଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପାଟଣାଗଡ଼ ବିଧାୟକ
Read More...

ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନିମନ୍ତେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆର ଉଦୟଗିରି ଗ୍ରାମରେ ରାଜ୍ୟ ସରକାରଙ୍କ ବସୁଧା ଯୋଜନା ଦିଗହରା ହୋଇଯାଇଛି । ସମଗ୍ର ରାଜ୍ୟରେ ଜନ ସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ସକାଶେ ସରକାର ବସୁଧା ଯୋଜନା କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ଆର ଉଦୟଗିରି ଗ୍ରାମରେ ବସୁଧା ଯୋଜନାରେ
Read More...

ପାରଳାଖେମୁଣ୍ଡିର ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ରାସ୍ତା ଘାଟ ଖାଲଖମାରେ ପରିଣତ ହୋଇ ଯାଇଛି । ଏହି ସମସ୍ୟା ଦୀର୍ଘ ଦିନ ହେଲା ଲାଗି ରହିଥିଲେ ସୁଦ୍ଧା ଏହାର ସ୍ଥାୟୀ ସମାଧାନ କିମ୍ବା ଖାଲଖମା ଗୁଡିକ ସମତଳ କରାଯାଉ ନାହିଁ । ଏପରିକି ସହରର ସାହି ଗଳି ରାସ୍ତା ମଧ୍ୟ ଖାଲ ଖମା
Read More...

ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଆତ୍ମନିର୍ଭର କୃଷକ ଅଭିଯାନ ରଥର ଶୁଭାରମ୍ଭ

ସୁବର୍ଣ୍ଣପୁର: ସୋନପୁରରେ ଆଜି ଆତ୍ମ ନିର୍ଭର କୃଷକ ଅଭିଯାନ ରଥ ଶୁଭ ଉଦଘାଟନ ସୋନପୁର ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାୟକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି । ଏହା ୧୨ ଅକ୍ଟୋବରରୁ ୨୧ ଅକ୍ଟୋବର ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ସଚେତନତାର ବାର୍ତ୍ତା ପହଞ୍ଚାଇବ ।
Read More...