Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସହରର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା
ଘୁ.ଉଦୟଗିରି:-ଚଳିତ ବର୍ଷ ପୂଜାପର୍ବଣ ପାଇଁ ହେଉଛି ସାରା ସହର ଚଳଚଞ୍ଚଳ । କରୋନା ମହାମାରୀ ଯୋଗୁଁ ବିଗତ ୨ ବର୍ଷ ହେବ ସମାଜରେ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ବନ୍ଦ ଥିବା ବେଳେ ଚଳିତ ବର୍ଷ ବିଭିନ୍ନ ସାହିର ଅସ୍ଥାୟୀ ପୂଜା ମଣ୍ଡପରେ ବିରାଜିତ ମହାମାୟୀ ମାଁ ଲକ୍ଷ୍ମୀ । ଘୁ. ଉଦୟଗିରି ସହର!-->…
Read More...
Read More...
ମୋକିମଙ୍କ ଜାମିନ ମଞ୍ଜୁର, ୧୩ରେ ପରବର୍ତ୍ତୀ ଶୁଣାଣି
କଟକ: ଭିଜିଲାନ୍ସ ମାମଲାରେ ହାଇକୋର୍ଟ ମୋକିମଙ୍କ ଆବେଦନ ଗୃହିତ କରିଛନ୍ତି । ହାଇକୋର୍ଟରେ ମୋକିମଙ୍କ ଆବେଦନ ଗ୍ରହଣ କରାଯିବା ସହିତ ମୋକିମଙ୍କ ଜାମିନ୍ ମଞ୍ଜୁର ହୋଇଛି । ବିଚାର ପାଇଁ ଆବେଦନ ଗ୍ରହଣ ହେବା ସହ ୧ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁର କରାଯାଇଛି । ତାହା ସହିତ!-->…
Read More...
Read More...
କାର୍ତ୍ତିକ ବ୍ରତ ଆରମ୍ଭ, ଶ୍ରୀକ୍ଷେତ୍ର ଚଳଚଞ୍ଚଳ
ପୁରୀ : ଆଜିଠାରୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ମାସ । ହବିଷ୍ୟାଳି ମାନେ ଦୀର୍ଘ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ । ହବିଷ୍ୟାଳି ମାନେ ଏକମାସ ବ୍ୟାପି ବିଭିନ୍ନ ତୀର୍ଥ ପୁଷ୍କରିଣୀ ବା ମହୋଦଧୀରେ ସ୍ନାନ କରିବା ସହ ରାଧାଦାମୋଦର ପୂଜା କରି ମହାପ୍ରଭୁଙ୍କୁ ଦର୍ଶନ ଓ ମହାପ୍ରସାଦ ପାଇ!-->…
Read More...
Read More...
ବେଲପଡାରେ ଯାଦବ ସମାଜର ସମ୍ବର୍ଦ୍ଧନା ସଭା
ପାଟଣାଗଡ: ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକର ସମସ୍ତ ଯାଦବ ସମାଜ ପକ୍ଷରୁ ଯାଦବ ସମାଜ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ ଶତକଡା ୬୦% ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ!-->…
Read More...
Read More...
ଶୌଣ୍ଢିକ ସମାଜର ବାର୍ଷିକ ବୈଠକ ଓ ଆଲୋଚନା
ଖପ୍ରାଖୋଲ,୧୦/୧୦ : ଖପ୍ରାଖୋଲ ବ୍ଲକ ତେଲେନପାଲିି ବେହେରା ଦୋକାନ ନିକଟରେ ଶୌଣ୍ଢିକ ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ଆଞ୍ଚଳିକ ସର୍କଲ ସଭାପତି ଲିଙ୍ଗରାଜ ବେହେରାଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ବୈଠକରେ ଶୌଣ୍ଢିକ ସମାଜର ସାମାଜିକ ସ୍ତରରେ ରହିଥିବା ସମସ୍ୟା ବିଷୟରେ!-->…
Read More...
Read More...
ସୁବର୍ଣ୍ଣ ଜୟନ୍ତୀ ମଶାଲ ଶୋଭାଯାତ୍ରାରେ ସାମିଲ ହେବ ଜିଲ୍ଲାର ସର୍ବପୁରାତନ ମଶାଲ
ନବରଙ୍ଗପୁର,୧୦/୧୦:- ଆସନ୍ତା ୧୨ ତାରିଖରେ ହେବାକୁ ଥିବା ନବରଙ୍ଗପୁର ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଶୁଭ ଉଦଘାଟନ ମଶାଲ ଶୋଭାଯାତ୍ରାରେ ସାମିଲ ହେବ ଜିଲ୍ଳାର ସର୍ବ ପୁରାତନ ମଶାଲ । ଏଥିପାଇଁ ପୂର୍ବତନ ଛାତ୍ର ସଂସଦ (ଆଲୁମିନାଇ ଏସୋସିଏସନ୍), ମହାବିଦ୍ୟାଳୟ ପ୍ରଶାସନ, ଜିଲ୍ଲା ପ୍ରଶାସନ,!-->…
Read More...
Read More...
ଖପ୍ରାଖୋଲରେ ବନ୍ୟପ୍ରାଣୀ ସପ୍ତାହ ପାଳିତ
ଖପ୍ରାଖୋଲ,୧୦/୧୦ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜ ତରଫରୁ ବନ୍ୟପ୍ରାଣୀ ସପ୍ତାହ ଅବସରରେ ମୋଟର ସାଇକେଲ ଶୋଭାଯାତ୍ରା ସହ ପଥପ୍ରାନ୍ତ ସଭା ଶନିବାର ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୋଟର ସାଇକେଲ ଶୋଭାଯାତ୍ରା ପ୍ରଥମେ ଖପ୍ରାଖୋଲ ବନବିଭାଗ କାର୍ଯ୍ୟାଳୟ ଠାରୁ ଆରମ୍ଭ!-->…
Read More...
Read More...
ଇଚ୍ଛା ଥିଲା ହେବାକୁ ଆଇଏଏସ ଅଫିସର କିନ୍ତୁ ପାଇଲେ ଓଏଏସ
ଫୁଲବାଣୀ,୧୦/୧୦:- କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ମଲ୍ଲିକପଡା ଗ୍ରାମର ଅନିଲ କୁମାର ପରିଡା ଓ ମାତା ଶୈଳବାଳା ପରିଡାଙ୍କ ସୁପୁତ୍ର ଦିବ୍ୟ ଜ୍ୟୋତି ପରିଡା ସମ୍ପ୍ରତି ପ୍ରକାଶ ପାଇଥିବା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୦ର ୧୮୫ ନମ୍ବର ରେଙ୍କରେ ଉତ୍ତୀର୍ଣ୍ଣ ହୋଇ!-->…
Read More...
Read More...
ଓଡିଶା ପ୍ରଶାସନିକ ପରୀକ୍ଷାରେ ୩୬ନମ୍ବର ରେଙ୍କରେ ବର୍ଷା ଶୁଭଦର୍ଶିନୀ
ସୁବର୍ଣ୍ଣପୁର,୯/୧୦- ଓଡିଶା ପ୍ରଶାସନିକ ପରୀକ୍ଷାରେ ୩୬ ନମ୍ବର ରେଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ବର୍ଷା ଶୁଭଦର୍ଶିନୀ ପୁଝାହାରୀ । ଦ୍ୱିତୀୟ ଥର ଓଏଏସ ପରୀକ୍ଷା ଦେଇ ସେ ସଫଳ ହୋଇଛନ୍ତି । ତାଙ୍କ ସଫଳତାରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ତେବେ ଭବିଷ୍ୟତରେ!-->…
Read More...
Read More...
ସପ୍ତମ ଶ୍ରେଣୀ ଛାତ୍ରୀ ମାତୃତ୍ୱ ଓ ମୃତ୍ୟୁ ଘଟଣା :ମୃତ ଛାତ୍ରୀଙ୍କ ପରିବାରକୁ ଭେଟିଲେ ରାଜ୍ୟ ବିଜେପିର ମହିଳା…
ବାଲିଗୁଡ଼ା/ଜି.ଉଦୟଗିରି,୯/୧୦: କନ୍ଧମାଳ ଜିଲ୍ଲା ବେଲଘର ରାଙ୍ଗାପାରୁ ଆବାସିକ ବିଦ୍ୟାଳୟର ସପ୍ତମଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ ଏବଂ ପରେ ମା ଓ ନବଜାତ ଶିଶୁଙ୍କ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବା ପାଇଁ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ ଦିନିକିଆ ବେଲଘର!-->…
Read More...
Read More...