Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୧୮ ନମ୍ବର ର୍ୟାଙ୍କରେ ସୁବର୍ଣ୍ଣପୁରର ରାମକୃଷ୍ଣ ସତ୍ୟରାଜ ଗୁରୁ
ସୁବର୍ଣ୍ଣପୁର,୯/୧୦ - ସୁବର୍ଣ୍ଣପୁର ଜ଼ିଲ୍ଲା ମହାନଦୀ ଛକ ହିକୁଡି ଗାଁ ର ଜଣାଶୁଣା ସମାଜସେବୀ ତଥା ପ୍ରକୃତି ବନ୍ଧୁ ରାଜୀବ ଲୋଚନ ଗୁରୁ ଓ ସରକାରୀ ଶିକ୍ଷୟିତ୍ରୀ ସତ୍ୟଭାମା ମିଶ୍ରଙ୍କ ସୁପୁତ୍ର ରାମ କ୍ରିଷ୍ଣା ସତ୍ୟରାଜ ଗୁରୁ ସମ୍ପ୍ରତି ପ୍ରକାଶ ପାଇଥିବା ଓଡ଼ିଶା ପ୍ରଶାସନିକ ସେବା!-->…
Read More...
Read More...
ଜୁଆ ଆଡ୍ଡା ଚଢ଼ଉ:୭ ଗିରଫ,୨୩୪୭୦ ଟଙ୍କା ଜବତ
ଗଞ୍ଜାମ,୯/୧୦: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ନିମଖଣ୍ଡି ଫାଣ୍ଡି ଅଧିନସ୍ଥ ଜଗଦଳପୁର ଗ୍ରାମର ଭଣ୍ଡାରି ସାହିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ନିମଖଣ୍ଡି ଫାଣ୍ଡି ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୭ଜଣ ଜୁଆଡିଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୨୩୪୭୦ ଟଙ୍କା ଜବତ କରାଯାଇଛି!-->…
Read More...
Read More...
ହେବ କଡା ଟକର, ୧୫ ଜୋନ୍ ପାଇଁ ୫୭ ପ୍ରାର୍ଥି
ଦଶପଲ୍ଲା, ୯/୧୦- ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ଦାଖଲ ଶେଷ ହୋଇଛି । ୧୫ ଟି ଜୋନ୍ ପାଇଁ ୫୭ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ନୟାଗଡ଼ ଜିଲ୍ଲାର ୧୫୬ ସମବାୟ ସମିତି ଏବଂ ଅନ୍ୟାନ୍ୟ ଅଣ ସମବାୟ ସମିତିକୁ ନେଇ ୨୨୦ ସମବାୟ ସମିତି ଏହି!-->…
Read More...
Read More...
୩ ଅତିରିକ୍ତ ତହସିଲଦାର ପାଇଲେ ଓଏଏସ
ଫୁଲବାଣୀ ,୯/୧୦: ପ୍ରକାଶ ପାଇଛି ଓଏଏସ ପରୀକ୍ଷାଫଳ । ଏଥିରେ ଫୁଲବାଣୀ ସହରର ଶୁଭଶ୍ରୀ ରଥ ସପ୍ତମ ର୍ୟାଙ୍କ ରଖି ପ୍ରଥମ ୧୦ ଜଣଙ୍କ ମଧ୍ୟରେ ରହି ସଫଳତା ହାସଲ କରିଥିବାବେଳେ କନ୍ଧମାଳ ଜିଲ୍ଲାର ୩ ଜଣ ଅତିରିକ୍ତ ତହସିଲଦାର ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ପ୍ରକାଶ ପାଇଥିବା ଓଏଏସ!-->…
Read More...
Read More...
ପୁରୀର ୫ଟି କେନ୍ଦ୍ରରେ ହବିଷ୍ୟାଳୀ ମାନଙ୍କ ରହଣି ବ୍ୟବସ୍ଥା
ପୁରୀ,୯/୧୦- ଚଳିତବର୍ଷର ହବିଷ ବ୍ରତ ଅକ୍ଟୋବର ମାସ ୧୦ ତାରିଖରୁ ଆରମ୍ଭହୋଇ ଏକ ମାସ ପର୍ଯ୍ୟନ୍ତ ଚାଲିବ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପଞ୍ଜିକରଣ କରିଥିବା ୨୯୩୫ ଜଣ ହବିଷ୍ୟାଳୀ ମା’ମାନଙ୍କୁ ୫ ଗୋଟି କେନ୍ଦ୍ରରେ ରଖାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଶନିବାର!-->…
Read More...
Read More...
ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ
ଗଞ୍ଜାମ,୮/୧୦: ଗୋବିନ୍ଦ ପୁର ଗ୍ରାମରେ ଚାଲିଥିବା ଜୁଆ ଆଡା ଉପରେ ପୁଲିସ ଚଢ଼ାଉ କରି ୭ଯୁଆଡ଼ିଙ୍କୁ ଗିରଫ ସହ ୨ ବାଇକ ଜବତ କରିଛି । ସେମାନଙ୍କ ଠାରୁ ୧୬ ହଜାର ୨୦ଟଙ୍କା ସହ ୨ଗୋଟି ବାଇକକୁ ଜବତ କରିଛନ୍ତି । ସେମାନେ ହେଲେ ରାଜେନ୍ଦ୍ର ରଣା, ସୁନୀଲ କୁମାର ସାହୁ, ପିଣ୍ଟୁ ବେହେରା, ରାକେଶ!-->…
Read More...
Read More...
ସପ୍ତମ ଶ୍ରେଣୀ ଆଦିବାସୀ ଛାତ୍ରୀଙ୍କ ମୃତ୍ୟୁ ପାଇଁ କନ୍ଧମାଳ ପ୍ରଶାସନ ଦାୟୀ – ବିଜେପି ଯୁବମୋର୍ଚ୍ଚା
କନ୍ଧମାଳ,୮/୧୦- କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅନ୍ତର୍ଗତ ରାଙ୍ଗାପାରୁ ଆଶ୍ରମ ସ୍କୁଲର ସପ୍ତମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଛାତ୍ରୀ ଘୁ. ଉଦୟଗିରି ଡାକ୍ତରଖାନାରେ ନବଜାତ ଶିଶୁର ମୃତ୍ୟୁ ଓ କିଛି ଘଣ୍ଟା ପରେ ମାଁ ଅର୍ଥାତ୍ ଛାତ୍ରୀଟିର ମୃତ୍ୟୁ ଘଟଣାରେ ଆଜି ବିଜେପି!-->…
Read More...
Read More...
୨ୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣ ।ମେଣ୍ଟ : ଫୁଲବାଣୀ ବିଜୟୀ
ବୌଦ୍ଧ/ଜହ୍ନ ।ପଙ୍କ,୭/୧୦: ବୌଦ୍ଧଜିଲ୍ଲା ତାଳସରଡ଼ା ଗ୍ରାମପଞ୍ଚ ।ୟତ ଅନ୍ତର୍ଗତ ସଂଗ୍ରାମପୁର ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ୨ୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ପଞ୍ଚମ ମ୍ୟାଚ ବେଲପାହାଡ ଓ ଫୁଲବାଣୀ ଦଳ ମଧ୍ୟରେ ହୋଇଥିଲା । ଏଥିରେ ୪-୩ ଗୋଲରେ ଫୁଲବାଣୀ ବିଜୟୀ ହୋଇଥିଲା ।!-->…
Read More...
Read More...
ହବିଷ୍ୟାଳୀ କାର୍ଯ୍ୟରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ
ପୁରୀ,୭/୧୦- ହବିଷ୍ୟାଳୀ କାର୍ଯ୍ୟରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସତର୍କ କରାଇ ଦେଇଛନ୍ତି । ଆଜି ଅପରାହ୍ନରେ ସର୍କିଟ ହାଉସ ଠାରେ ହବିଷ୍ୟାଳୀ ବ୍ରତ ପାଇଁ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ଓ ନୋଡାଲ ଅଧିକାରୀମାନଙ୍କର ଏକ ସମୀକ୍ଷା ବୈଠକ!-->…
Read More...
Read More...
ଦୁର୍ଗାପୂଜା ଓ ମାରୁତି ଯୁବକ ସଂଘର ବାର୍ଷିକ ଉତ୍ସବ ଉପଲକ୍ଷେ ନାଟକ ମଞ୍ଚସ୍ଥ
ଜହ୍ନ ।ପଙ୍କ,୭/୧୦: ବୌଦ୍ଧ ବ୍ଳକ ଖୁଣ୍ଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନ ।ପଙ୍କ ବସଷ୍ଟାଣ୍ଡ ଠାରେ ଶାରଦୀୟ ଦୁର୍ଗାପୂଜା ଓ ମାରୁତି ଯୁବକ ସଂଘର ୩୫ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ଉପେନ୍ଦ୍ର ପ୍ରଧାନ ଓ ସୁଧାଂଶୁ ଶେଖର ପ୍ରଧାନଙ୍କ ନିର୍ଦ୍ଦେଶନାରେ ସାମାଜିକ ନାଟକ ମଥାରେ ଲାଗିଛି କଳଙ୍କ!-->…
Read More...
Read More...