Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦୁର୍ଗମ ଅଞ୍ଚଳକୁ ଘରୋଇ ବସ ଚଳାଚଳ ଆରମ୍ଭ
ଫୁଲବାଣୀ,୭/୧୦: କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ "କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ’ର ପ୍ରଚେଷ୍ଟା ଯୋଗୁଁ ଫୁଲବାଣୀ ଠାରୁ ଚକାପାଦ ପର୍ଯ୍ୟନ୍ତ ଏକ ଘରୋଇ ବସ ଆଜିଠାରୁ ଚଳାଚଳ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପାଧ୍ୟକ୍ଷ ଦିଲୀପ କୁମାର ସାହାଣୀ ପତାକା!-->…
Read More...
Read More...
ବଜ୍ରାଘାତରେ ୨ ବଳଦ ମୃତ
ଖପ୍ରାଖୋଲ,୭/୧୦: ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ନାଗଡେରା ଗ୍ରାମର ୨ଟି ବଳଦ ବଜ୍ରାଘାତରେ ମୃତ୍ୟୁ ଘଟିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମୁତାବକ ନାଗଡେରା ଗାଁ ର ସଦା ନାଗ ଓ ଫଗୁ ନାଗ ନିଜ ଚାଷ ଜମି ନିକଟରେ ଥିବା ଗଛ ମୂଳେ ସବୁଦିନ ପରି ଆଜି ମଧ୍ୟ ବଳଦ ମାନଙ୍କୁ ବାନ୍ଧି ରଖିଥିଲେ ।!-->…
Read More...
Read More...
ଆସନ୍ତା ୧୨ରେ ମଶାଲ ଶୋଭାଯାତ୍ରାରୁ ଶୁଭ ଉଦଘାଟନ ହେବ ନବରଙ୍ଗପୁର କଲେଜର ସୁବର୍ଣ୍ଣ ଜୟନ୍ତୀ
ନବରଙ୍ଗପୁର,୭/୧୦:- ନବରଙ୍ଗପୁର କଲେଜ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବ୍ୟବହିତ ପୂର୍ବରୁ ଆସନ୍ତା ୧୨ ତାରିଖରେ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହେବାକୁ ଚୁଡାନ୍ତ କରାଯାଇଛି । ସୁବର୍ଣ୍ଣ ଜୟନ୍ତୀର ମୁଖ୍ୟ ସମାରୋହ ଆସନ୍ତା ଡ଼ିସେମ୍ବର ୧୬ରୁ ୧୮ ତାରିଖ ତିନିଦିନ ଯାଏଁ ଚାଲିବ । ନବରଙ୍ଗପୁର!-->…
Read More...
Read More...
ବହୁ ଚର୍ଚ୍ଚିତ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା,ଛାତ୍ରୀ ଓ ଶିଶୁ ମୃତ
ଘୁ.ଉଦୟଗିରି, ୭/୧୦: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅନ୍ତର୍ଗତ ଗୁମ୍ମା ପଞ୍ଚାୟତର ସେପାରି ଗ୍ରାମର ୭ମ ଶ୍ରେଣୀ ଝିଅ ରଙ୍ଗାପାରୁ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ୁଥିଲେ । କୌଣସି କାରଣରୁ ଝିଅ ଗର୍ଭବତୀ ହୋଇଥିବା ସ୍କୁଲ୍ କର୍ତ୍ତୃପକ୍ଷ ଜାଣିପାରିଥିଲେ । ସ୍କୁଲ!-->…
Read More...
Read More...
ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା…ମା ଓ ନବଜାତର ମୃତ୍ୟୁ
ବାଲିଗୁଡ଼ା,୭/୧୦: ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣାରେ ଗତକାଲି ଛାତ୍ରୀଜଣକ ଘୁ.ଉଦୟଗିରି ଡାକ୍ତରଖାନାରେ ଏକ ଶିଶୁ ପୁତ୍ର ଜନ୍ମ କରିବା ପରେ ନବଜାତ ଶିଶୁଟିର ମୃତ୍ୟୁ ଘଟିଥିବା ବେଳେ ଆଜି ମା' ଅର୍ଥାତ୍ ଛାତ୍ରୀ ଜଣକ ଆଖି ବୁଜିଥିବା ଜଣାପଡ଼ିଛି । ଘଟଣା ପ୍ରକାରେ ଗତ ସେପ୍ଟେମ୍ବର ୨୪!-->…
Read More...
Read More...
ଭୁସ୍ଖଳନ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସ୍ଥିତି ଅନୁଧ୍ୟାନ, ସୁରକ୍ଷା ଦୃଷ୍ଟିରୁ ସ୍ଥାନାନ୍ତର ହେଲେ ୪୦୦ ଗ୍ରାମବାସୀ
ବାଲିଗୁଡ଼ା, ୭/୧୦:- ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରିପଦର ଗ୍ରାମ ନିକଟରେ ଥିବା ପାହାଡ଼ ଭୁସ୍ଖଳନ ହୋଇଥିଲା । ବର୍ତ୍ତମାନ ସମୟରେ ପୁଣି ଲଘୁଚାପ ଜନିତ ବର୍ଷା ଯୋଗୁଁ ବିପଦ ବଢ଼ିଥିବା ବେଳେ ବ୍ଲକ୍!-->…
Read More...
Read More...
ପୁଣି ପ୍ରସବ ବେଦନା, ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା
ପାରଳାଖେମୁଣ୍ଡି,୭/୧୦:- ଗାଁକୁ ଭଲ ରାସ୍ତା ନ ଥିବାରୁ ୫ କିମି ଘାଟି ରାସ୍ତାରେ ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ପିଲିକା ଗାଁରେ । ଗାଁର ସୁକାନ୍ତ ମଣ୍ଡଳଙ୍କ ପତ୍ନୀ ପ୍ରମିଳା ମଣ୍ଡଳଙ୍କ ଆଜି ସକାଳେ ଗର୍ଭ!-->…
Read More...
Read More...
୨ୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣ ।ମେଣ୍ଟ : ସମ୍ବଲପୁର ୧-୦ଗୋଲରେ ବିଜୟୀ
ବୌଦ୍ଧ/ଜହ୍ନ ।ପଙ୍କ,୬/୧୦: ବୌଦ୍ଧ ବ୍ଲକ ତାଳସରଡ଼ା ଗ୍ରାମପଞ୍ଚ ।ୟତ ଅନ୍ତର୍ଗତ ସଂଗ୍ରାମପୁର ହାଇସ୍କୁଲ ପଡିଆରେ ବିଜୟ । ୟୁଥ କ୍ଲବ ଆନୁକୂଲ୍ୟରେ ଚାଲିଥିବା ୨ୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଆଜି ଚତୁର୍ଥ ଦିନର ଖେଳ ସମ୍ବଲପୁର ଓ ଭଞ୍ଜନଗର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି!-->…
Read More...
Read More...
କନ୍ଧମାଳ ଜିଲ୍ଲାର ନୂତନ ପର୍ଯ୍ୟବେକ୍ଷକ ହେଲେ ବିଜୟ ନାୟକ
ଫୁଲବାଣୀ,୬/୧୦:- ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଆଜି ରାଜ୍ୟରେ ବିଜେଡି ପକ୍ଷରୁ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲାରେ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ପାଇଁ ବିଜେଡି!-->…
Read More...
Read More...
ବୌଦ୍ଧରେ କୃତି ତୀରନ୍ଦାଜୀଙ୍କୁ ସମ୍ବର୍ଦ୍ଧିତ
ବୌଦ୍ଧ,୬/୧୦- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲରେ ଗତ ୧ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ୨୩ ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ଚାଂପିଆନସିପରେ ଓଡିଶାର ୨୧୪ ଜଣ ତୀରନ୍ଦାଜୀ ଅଂଶଗ୍ରହଣ କରିଥିଲେ । ବୌଦ୍ଧରୁ ମଧ୍ୟ ୧୩ ଜଣ ତୀରନ୍ଦାଜୀ ଅଂଶଗ୍ରହଣ କରିଥିଲେ । କିଡ୍ସ ବର୍ଗରେ ଇଣ୍ଡିଆନ!-->…
Read More...
Read More...