Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶ୍ରୀମନ୍ଦିରରେ ଆରମ୍ଭ ହେଲା ମହାପ୍ରଭୁଙ୍କ କାର୍ତ୍ତିକ ନୀତି
ପୁରୀ,୬/୧୦- ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି । ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଚାଲିବ । ଏହି ଏକ ମାସ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଳଭୋଗ ସହ ରାଧାଦାମୋଦର ବେଶ କରାଯିବ ।!-->…
Read More...
Read More...
ଦଶହରା ଉପଲକ୍ଷେ ରାମାୟଣ ପାରାୟଣ
ବୌଦ୍ଧ/ଜହ୍ନ ।ପଙ୍କ,୬/୧୦: ବୌଦ୍ଧବ୍ଳକ ଅନ୍ତର୍ଗତ ଜହ୍ନ ।ପଙ୍କ ବସଷ୍ଟାଣ୍ଡଠାରେ ମାରୁତି ଯୁବକ ସଂଘ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ୩୫ ତମ ଶାରଦୀୟ ଦୁର୍ଗାପୂଜା ପାଳିତ ହେଉଛି । ଦଶମୀ ତିଥିରେ ସୁଶ୍ରୀ ଅଳକା ଦାସ ରାମାୟଣ ପାରାୟଣ ଗାନ କରିଥିଲେ । ନାରାୟଣ ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ!-->…
Read More...
Read More...
ସମାଜସେବୀ ସମ୍ମାନରେ ସମ୍ମାନିତ ଡଃ ନୃସିଂହାନନ୍ଦ ମହାପାତ୍ର
ଫୁଲବାଣୀ,୬/୧୦ :- ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଫୁଲବାଣୀର ସର୍ବପୁରାତନ ସାଂସ୍କୃତିକ ଅନୁଷ୍ଠାନ ମୋହନ ଦାସ କରମଚାନ୍ଦ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଜଣାଶୁଣା ସଂଗଠକ, ସାହିତ୍ୟିକ, ଶିକ୍ଷାବିତ ତଥା ସମାଜସେବୀ ଡଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ୨୦୨୧ ମସିହାର ଉମେଶଚନ୍ଦ୍ର ପାତ୍ର!-->…
Read More...
Read More...
୨୩ ତମ ରାଜ୍ୟସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତା ଉଦଯାପିତ,
ବିଜୟୀ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର
ଖପ୍ରାଖୋଲ,୬/୧୦: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଠାରେ ୨୩ ତମ ରାଜ୍ୟସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତା ଉଦଯାପିତ ହୋଇ ମଙ୍ଗଳବାର ଅପରାହ୍ନରେ ପ୍ରମାଣ ପତ୍ର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଆର୍ଚେରୀ ସଂଘ ଏବଂ ବଲାଙ୍ଗୀର ଜିଲ୍ଲା ଆର୍ଚେରୀ ସଂଘର ମିଳିତ ଆନୁକୂଲ୍ୟରେ!-->…
Read More...
Read More...
ଅନାଥ ଝିଅ ବାସୁକିକୁ ରାସନ କାର୍ଡ ଓ ଘର ଯୋଗାଇଦେବାକୁ ଦାବି
ଖପ୍ରାଖୋଲ,୬/୧୦: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ପଞ୍ଚାୟତ ଅନ୍ତର୍ଗତ ଅନାଥ ବାସୁକି ସାହାଣୀ ମହୁରୁଣ୍ଡି ଗାଁରେ ବସବାସ କରନ୍ତି । ରାସନ କାର୍ଡ ଓ ଘର ଖଣ୍ଡିଏ ପାଇ ନଥିବାରୁ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ସୂଚନାନୁଯାୟୀ, ବାସୁକିଙ୍କ ବାପା ମା' ଙ୍କ ଦୀର୍ଘ ବର୍ଷ!-->…
Read More...
Read More...
ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ଫୁଲବାଣୀ, ୬/୧୦:- ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ବିଚାରପତି ଶ୍ରୁତି ଲେଖା ବାରିକ ଏକ ଗଞ୍ଜେଇ ମାମଲାର ବିଚାର କରି ଘଟଣାର ୯ ଜଣଙ୍କର ସାକ୍ଷୀ ପ୍ରମାଣ ଗ୍ରହଣ ଆଧାରରେ ମାମଲାର ଅଭିଯୁକ୍ତ ମାନସ ନାୟକଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତଙ୍କ ପକ୍ଷରୁ!-->…
Read More...
Read More...
ଅସାମାଜିକ କାର୍ଯ୍ୟକଳାପ ରୋକିବାପାଇଁ ଲାଗିଲା ସିସିଟିଭି
ଖପ୍ରାଖୋଲ,୬/୧୦: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସ୍ଥାନୀୟ ବସ ଷ୍ଟପ, ବ୍ଲକ ଛକ, ଥାନା ଛକ ଓ ବସ୍ତି ଭିତରେ ଚୋରି, ରାହାଜାନୀ ଓ ଅସାମାୟିକ କାର୍ଯ୍ୟକଳାପ ରୋକିବା ପାଇଁ ସିସିଟିଭି କ୍ୟାମେରା ବୁଧବାର ଦିନ ଲଗାଯାଇଛି । ମିଲିଥବା ସୂଚନା ମୁତାବକ ଖପ୍ରାଖୋଲ ଅଞ୍ଚଳରେ ବିଗତ କିଛିଦିନ ହେବ!-->…
Read More...
Read More...
ବସ୍ ଦୁର୍ଘଟଣାରେ ୧ ମୃତ,୩ ଗୁରୁତର
ଦଶପଲ୍ଲା,୬/୧୦ : ପବିତ୍ର ଦଶହରାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗତକାଲି ସଂଧ୍ୟା ସମୟରେ ଦଶପଲ୍ଲା ନିକଟସ୍ଥ ଗୋଡିବିଡ଼ା ଅଭୟପୁର ମଧ୍ୟରେ, କାଳେଶ୍ୱର ନାମକ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବସ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ୩ ଜଣ!-->…
Read More...
Read More...
କଣ୍ଟାମାଳ ବିଧାୟକଙ୍କ ଦ୍ୱାରା ନୂତନ ସାପ୍ତାହିକ ବଜାର ଉଦଘାଟିତ
ବୌଦ୍ଧ/ଜହ୍ନ ।ପଙ୍କ,୬/୧୦:ବୌଦ୍ଧ ବ୍ଳକ ଅଁଳାପାଲି ପଂଚାୟତ ଅନ୍ତର୍ଗତ ଗଜରାଜପୁର ଗମ୍ଭାଟିକିରା ଠାରେ ନୂତନ ସାପ୍ତାହିକ ମଙ୍ଗଳବାର ବଜାର କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ମହୀଧର ରଣାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ପ୍ରଥମେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ଠାରେ!-->…
Read More...
Read More...
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ପରିସର ଠାରେ ଗାନ୍ଧୀ ଜୟନ୍ତୀ ଅବସରରେ ଏକ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଉପସ୍ଥିତ ରହିଥିବା ବେଳେ ଅନ୍ୟତମ ଅତିଥି ଭାବେ!-->…
Read More...
Read More...