Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଜପତି ବ୍ଲଡ଼ ଡୋନର ପକ୍ଷରୁ ରକ୍ତଦାନ ଶିବିର
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର କେନ୍ଦ୍ର ଠାରେ ଗଜପତି ବ୍ଳଡ଼ ଡୋନର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ.!-->…
Read More...
Read More...
୭ରୁ ତିନିଦିନିଆ ନିଶୁଳ୍କ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର
ସମ୍ବଲପୁର: ଆଗାମୀ ୭ ରୁ ୯ ଅକ୍ଟୋବର ଯାଏଁ ତିନି ଦିନ ଧରି ଏଠାକାର ଅଗ୍ରସେନ ଭବନ ଠାରେ ନିଶୁଳ୍କ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଲାଗିବ ବୋଲି ସମ୍ବଲପୁର ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ଘୋଷଣା କରାଯାଇଛି । ଏ ବିଷୟରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ଏହା!-->…
Read More...
Read More...
ଗଜପତି ଜିଲ୍ଲା ଶିକ୍ଷା ବିକାଶ ସଂଘ ଆନୁକୁଲ୍ୟରେ କର୍ମଶାଳା
ପାରଳାଖେମୁଣ୍ଡି : ଜିଲ୍ଲା ଶିକ୍ଷା ବିକାଶ ସଂଘ ପ୍ରତିଷ୍ଠାତା ତଥା ମୁଖ୍ୟ ପ୍ରାଧ୍ୟାପକ ରାମଚନ୍ଦ୍ର ଦଳାଇଙ୍କ ପରିଚାଳନାରେ ଏକ କର୍ମଶାଳା ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଅନୁଷ୍ଠିତ ହୋଇସାରିଛି । ଗଜପତି ସାହିତ୍ୟ ଏକାଡେମୀର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଅଧ୍ୟକ୍ଷତା!-->…
Read More...
Read More...
ଧାମନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା
ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପାଇଁ ସୋମବାର ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ନଭେମ୍ବର ୩ରେ ହେବ ଉପନିର୍ବାଚନ। ଏନେଇ ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି।
ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ, ଏହି ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ!-->!-->!-->…
Read More...
Read More...
ବିଶ୍ୱ ଅହିଂସା ଦିବସ ପାଳିତ
ଘୁ ଉଦୟଗିରି: ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସାଇଟି ଫର୍ ନେଚର୍ ଏଜୁକେଶନ ଏଣ୍ଡ ହେଲଥ୍ (ସ୍ନେହ) ପକ୍ଷରୁ ଘୁ ଉଦୟଗିରି ବ୍ଲକ ଅଧିନସ୍ଥ ରଟିଙ୍ଗିଆ ପଞ୍ଚାୟତ ଠାରେ ବିଶ୍ୱ ଅହିଂସା ଦିବସ ପାଳିତ ହୋଇଯାଇଛି । ଏହି ଅନୁଷ୍ଠାନ ୨୦୦୯ ମସିହା ଠାରୁ କନ୍ଧମାଳରେ ଶାନ୍ତି ଓ!-->…
Read More...
Read More...
ଇ-କମର୍ସ ଟ୍ରକ ଦୁର୍ଘଟଣା ; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର, ହେଲପର
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସିମନବାଡ଼ି ଗ୍ରାମ ନିକଟ ବୁଡାଗୁଡ଼ା ଛକ ବୁଲାଣି ରାସ୍ତାରେ ଏକ ଇ-କମର୍ସ ମାଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ତଳ ଖାଲକୁ ଖସି ଦୁର୍ଘଟଣା ଗ୍ରସ୍ତ ହୋଇଛି । ତେବେ ଦୁର୍ଘଟଣାରେ ଟ୍ରକରେ ଥିବା ଡ୍ରାଇଭର ଜଣକ ଅଳ୍ପକେ ମୃତ୍ୟ!-->…
Read More...
Read More...
ତୁମୁଡ଼ିବନ୍ଧରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା
ବାଲିଗୁଡ଼ା: ନବୀନ ସରକାରଙ୍କ ସମସ୍ତ ଯୋଜନାକୁ ଗାଁଗାଁରେ ଘରେ ଘରେ ପହଞ୍ଚାଇବା ପାଇଁ ଗାନ୍ଧୀ ଜୟନ୍ତୀ ଦିନଠାରୁ ଆରମ୍ଭ ହୋଇଛି ବିଜୁଜନତା ଦଳର ଜନ ସମ୍ପର୍କ ପଦଯାତ୍ରା । ଏହି ପଦ ଯାତ୍ରା ତୁମୁଡିବନ୍ଧ ବ୍ଲକ୍ ବିଜୁ ଜନତା ଦଳ କାର୍ଯ୍ୟାଳୟରୁ ଆରମ୍ଭ କରି ମୁଣ୍ଡିଗଡ ପଞ୍ଚାୟତ ସେବାଭାରତୀ!-->…
Read More...
Read More...
ବନବିଭାଗ ପକ୍ଷରୁ କୋଟଗଡ଼ଠାରେ ବନଖଣ୍ଡ ସ୍ତରୀୟ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ବନାଞ୍ଚଳରେ ବନଖଣ୍ଡ ସ୍ତରୀୟ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି । ଏହି ଅବସରରେ କୋଟଗଡ଼ ବନାଞ୍ଚଳ ପକ୍ଷରୁ ପ୍ରଥମେ ଏକ ସଚେତନତା ରାଲି କରାଯାଇଥିଲା । ଏହା ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ବନଖଣ୍ଡରେ ଥିବା!-->…
Read More...
Read More...
ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ବୌଦ୍ଧ : ସ୍ୱାଧୀନତାର ୭୫ତମ ବର୍ଷ ଓ ଆଜାଦୀକା ଅମୃତ ମହୋତ୍ସବ ପୂର୍ତ୍ତି ଏବଂ ଜ଼ିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଜ଼ିଲ୍ଲା ପ୍ରଶାସନ ତଥା ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ!-->…
Read More...
Read More...
ପୁରୀରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ପୁରୀ : ପୁରୀ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଗାନ୍ଧୀ ଘାଟଠାରେ ପାଳିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତୀରେ ଓ ଶାସ୍ତୀଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ!-->…
Read More...
Read More...