Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ଦୁଇଦିନିଆ କର୍ମଶାଳା ଉଦଯାପିତ
ଫୁଲବାଣୀ:- ଶୁକ୍ରବାର କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ କର୍ମଶାଳା ଶନିବାର ଦିନ ଉଦଯାପିତ ହୋଇଛି । ଦ୍ୱିତୀୟ ଦିନରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତୀଥି ଶ୍ରୀ!-->…
Read More...
Read More...
ଗଜପତି ଜିଲ୍ଲାରେ “ସ୍ୱଚ୍ଛତା ହିଁ ସେବା ଅଭିଯାନ’ ରଥ ଶୁଭାରମ୍ଭ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦର ମହକୁମାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରୋମାଞ୍ଚଳ ଖମାରୀଙ୍କ ଅଧ୍ୟକ୍ଷତାରେ!-->…
Read More...
Read More...
ବାଲିଗୁଡ଼ା ଏନ୍ଏସିରେ ଆଜାଦୀ କି ଅମୃତ ମହୋତ୍ସବ ଏବଂ ଇଣ୍ଡିଆନ୍ ସ୍ୱଚ୍ଛତା ଲିଗ୍ ପାଳନ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସିରେ ଆଜାଦୀ କି ଅମୃତ ମହୋତ୍ସବ ଏବଂ ଇଣ୍ଡିଆନ୍ ସ୍ୱଚ୍ଛତା ଲିଗ୍ ପାଳନ ହୋଇଯାଇଛି । ଏହି ଅବସରରେ ବାଲିଗୁଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରାୟ ୧୦୦ ଛାତ୍ରଛାତ୍ରୀ ସାମିଲ୍ ହୋଇ ମାଇକ୍ରୋ!-->…
Read More...
Read More...
ପାରଳା ପୌର ପରିଷଦରେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ
ପାରଳାଖେମୁଣ୍ଡି,୨/୧୦- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ଏକ ସର୍ବପୁରାତନ ପୌର ପରିଷଦ ଅଟେ । ଏହି ପୌର ପରିଷଦରେ ଦୀର୍ଘଦିନ ହେଲା କୁକୁର ସଂଖ୍ୟା ବୃଦ୍ଧି ପାଇବା ସାଙ୍ଗକୁ ଉପଦ୍ରବ ବଢ଼ିବାରେ ଲାଗିଛି । ସକାଳ ଓ ସନ୍ଧ୍ୟା ସମୟରେ ଭ୍ରମଣ ବା ମନ୍ଦିର ଯିବାବେଳେ ବରିଷ୍ଠ!-->…
Read More...
Read More...
ଘୁ.ଉଦୟଗିରି ବନ ବିଭାଗର ଅତର୍କିତ ଚଢ଼ଉ; କାଠପଟା ଜବତ, ଜଣେ ଗିରଫ
ଘୁ.ଉଦୟଗିରି : ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ନନ୍ଦଗିରି ଗ୍ରାମଠାରେ ଚାଲିଥିବା ଏକ ବେଆଇନ କାଠ କରତ କଳ ଉପରେ ଘୁ.ଉଦୟଗିରି ବନ ବିଭାଗ ପକ୍ଷରୁ ଅତର୍କିତ ଭାବେ ଚଢାଉ ହୋଇଥିଲା । ଏହି ଚଢାଉରେ ଫୁଲବାଣୀ ଡିଏଫଓ ,ଏସିଏଫଓ ମନରଞ୍ଜନ କାଲ ଏବଂ ଫୁଲବାଣୀ ବନବିଭାଗ ମୋବାଇଲ ଟିମ ଏବଂ!-->…
Read More...
Read More...
ହାଇଟେକ ଗ୍ରୁପ ତରଫରୁ ଟି-ସାର୍ଟ ଓ ଜୋତା ପ୍ରଦାନ
ପାରଳାଖେମୁଣ୍ଡି,୨/୧୦- ପାରଳାଖେମୁଣ୍ଡିସ୍ଥିତ ବେତାଗୁଡା ପୋଲିସ ପଡିଆଠାରେ ଅଗ୍ନିପଥ ସୈନ୍ୟବାହିନୀ ନିଯୁକ୍ତି ପାଇଁ ଟ୍ରେନିଂ ପାଉଥିବା ଯୁବକମାନଙ୍କୁ ହାଇଟେକ ଗ୍ରୁପ ତରଫରୁ ଟି-ସାର୍ଟ ଓ ଜୋତା ଗଜପତି ଜିଲ୍ଲା ଡିଇଓ ସୌଭାଗ୍ୟ ସ୍ମୃତିରଞ୍ଜନ ତ୍ରିପାଠୀଙ୍କ ଉପସ୍ଥିତିରେ ବଣ୍ଟନ କରଯାଇଥିଲା ।!-->…
Read More...
Read More...
ଉଦଘାଟିତ ହେଲା ତୀରନ୍ଦାଜୀ ପ୍ରତିଯୋଗିତା: ଅଂଶଗ୍ରହଣ କରିଛନ୍ତି ୧୬ ଦଳ , ୨୧୪ ମହିଳା ପୁରୁଷ ଖେଳାଳୀ
ଖପ୍ରାଖୋଲ,୨/୧୦ (ହୀ.ପ୍ର): ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଠାରେ ୨୩ ତମ ରାଜ୍ୟସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତା ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଶନିବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି । ରାଜ୍ୟ ଆର୍ଚେରୀ ସଂଘ ଏବଂ ବଲାଙ୍ଗୀର ଜିଲ୍ଲା ଆର୍ଚେରୀ ସଂଘର ମିଳିତ ଆନୁକୂଲ୍ୟରେ ଖପ୍ରାଖୋଲ!-->…
Read More...
Read More...
ବାଣୀଗୋଛା ନିକଟରେ ବସ୍ ଦୁର୍ଘଟଣା, ଅନେକ ଆହତ
ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର୍ ୫୭ନଂ ଜାତୀୟ ରାଜପଥର ବାଣୀଗୋଛା ନିକଟସ୍ଥ ହନୁମାନ ମନ୍ଦିର ନିକଟରେ ଆଜି ଭୋର୍ ସମୟରେ ଡଲଫିନ୍ ନାମକ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାତ୍ରୀବାହୀ ବସ୍ଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିବା ଫଳରେ ଅନେକ ଯାତ୍ରୀ ଆହତ!-->…
Read More...
Read More...
ଆଗୁଆ ଜାମିନ ଆବେଦନ କଲେ ଅକ୍ଷୟ ପରିଜା
ଭୁବନେଶ୍ୱର: କାଷ୍ଟିଂ କାଉଚ ମାମଲାରେ ଛନ୍ଦି ହୋଇପଡ଼ିଥିବା ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଗୁଆ ଜାମିନ ପାଇଁ ସେ ହାଇକୋର୍ଟରେ ଆବେଦନ କରିଛନ୍ତି।
ଅକ୍ଷୟ ପରିଜାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ଅଭିନେତ୍ରୀ କରାଇବା ଆଳରେ!-->!-->!-->…
Read More...
Read More...
ଧାନରେ ଗାନ୍ଧୀଙ୍କ ଫଟୋଚିତ୍ର କଲେ ଜାବିର୍
ପୁରୀ : ଅକ୍ଟୋବର ୨କୁ ଗାନ୍ଧୀ ଜୟନ୍ତୀ ଭାବେ ପାଳନ କରାଯାଏ । ଏହି ଅବସରରେ ପୁରୀ କୁମ୍ଭାରପଡାର ଯୁବକ ଜାବିର୍ ଖାଁ ପ୍ରସ୍ତୁତ କରିଛନ୍ତି ଗାନ୍ଧୀଙ୍କ ଚିତ୍ର ତାହା ପୁଣି ଧାନରେ । ଏଥିରେ ସମୁଦାୟ ୩୯୧ ଟି ଧାନ ବ୍ୟବହାର ହୋଇଥିବା ବେଳେ ଜାବିର୍ଙ୍କୁ ୪ଘଣ୍ଟା ସମୟ ଲାଗିଛି ନିର୍ମାଣ କରିବା!-->…
Read More...
Read More...