Browsing Category

ରାଜ୍ୟ

ପୁରୀ ବସଷ୍ଟାଣ୍ଡରେ ଖୋଲିଲା ଯାତ୍ରୀ ସୂଚନା କେନ୍ଦ୍ର

ପୁରୀ : ବାରମ୍ବାର ଦାବି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ବସଷ୍ଟାଣ୍ଡରେ ଖୋଲିଛି ଯାତ୍ରୀ ସୂଚନା କେନ୍ଦ୍ର । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା କେନ୍ଦ୍ରକୁ ଉଦଘାଟନ କରିବା ସହ ଯାତ୍ରୀମାନଙ୍କୁ କିଭଳି ଭଲ ସେବା ଯୋଗାଇ ଦିଆଯିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି ସୂଚନା
Read More...

ସାମାଜିକ ଗଣମାଧ୍ୟମ ଯୁଗରେ ମଞ୍ଚ ନାଟକର ସ୍ଥିତି ଉପରେ ଆଲୋଚନାଚକ୍ର

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି କରଣ ସାହି ସ୍ଥିତ ବିଜୟ ବ୍ୟାୟାମ ଶାଳା ପରିସରରେ ଓଡ଼ିଶା ନାଟ୍ୟ ସଂଘର ୩୫ ତମ ବାର୍ଷିକ ଦିବସ ଉପଲକ୍ଷେ ଗଜପତି ଜିଲ୍ଲା ଶାଖା ପକ୍ଷରୁ ଏକ ନାଟ୍ୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।ସାଂପ୍ରତିକ ସାମାଜିକ ଗଣମାଧ୍ୟମ ଯୁଗ ବା ଡିଜିଟାଲ ଯୁଗରେ ମଞ୍ଚ ନାଟକର
Read More...

ଓଡିଶା ସାମ୍ବାଦିକ ସଂଘ ଓ ମିଡ଼ିଆ ଫୋରମ ପକ୍ଷରୁ ସୁବର୍ଣ୍ଣପୁରର ନୂତନ ଆରଟିଓଙ୍କୁ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର : ଗତକାଲି ଓଡିଶା ସାମ୍ବାଦିକ ସଂଘ ଓ ମିଡ଼ିଆ ଫୋରମ ପକ୍ଷରୁ ସୁବର୍ଣ୍ଣପୁରର ନୂତନ ଆରଟିଓ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ବିଗତ ଆରଟିଓ ରବୀନ ପଟ୍ଟନାୟକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜ଼ିଲ୍ଲାପାଳ
Read More...

ନିଶା ମାଫିଆ ଓ ନିଶାଖୋର ସାବଧାନ, ଜଗିଛନ୍ତି ମାତୃଶକ୍ତି

ପୁରୀ : ପୁରୀରେ ବଢୁଥିବା ଅବାଧ ନିଶା କାରବାର ରୋକିବା ପାଇଁ ପୁରୀ ପୋଲିସ କାର୍ଯ୍ୟକାରୀ କରିବାକୁ ଯାଉଛି ନୂଆ ଏକ ଅଭିଯାନ । ପୁରୀକୁ ନିଶାମୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ ।୨୦୨୨ରେ ପୁରୀ ପୋଲିସ ୩୯ ନିଶା କେଶ ରେଜିଷ୍ଟ୍ରି କରିଥିବା ବେଳେ ୮୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ
Read More...

ପେଟାପାଙ୍ଗା ପଞ୍ଚାୟତରେ “ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ

ଘୁ ଉଦୟଗିରି: ଓଡିଶା ସରକାରଙ୍କ ପାନୀୟଜଳ ଓ ପଞ୍ଚାୟତରାଜ ବିଭାଗ ର୍ନିେଶକ୍ରମେ ପେଟାପଙ୍ଗା ଠାରେ "ସ୍ୱଚ୍ଛତା ହିଁ ସେବା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପେଟାପାଙ୍ଗା ଗ୍ରାମ ପଞ୍ଚାୟତଠାରେ ପ୍ରଥମେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପୁଷ୍ପାଞ୍ଜଳି ମଲ୍ଲିକଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ
Read More...

ପାରାଦ୍ୱୀପ ଯୁବ ବିଜେଡି ସଭାପତି ହେଲେ ଆଲୋକ ମହାପାତ୍ର

ପାରାଦ୍ୱୀପ -ପାରାଦ୍ୱୀପର ଯୁବ ସମାଜସେବୀ ତଥା ଯୁବକମାନଙ୍କ ଆଦର୍ଶ (ଯୁବନେତା ) ଆଲୋକ ମହାପାତ୍ର ପାରାଦ୍ୱୀପ ଯୁବ ବିଜେଡି ସଭାପତି ଭାବେ ତୃତୀୟ ଥର ପାଇଁ ମନୋନୀତ ହୋଇଛନ୍ତି । ଏହାକୁ ନେଇ ପାରାଦ୍ୱୀପ ଯୁବ ବିଜୁ ଜନତା ଦଳ କର୍ମୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ପୁନର୍ବାର ଆସ୍ଥା
Read More...

ଗଜପତି ଜିଲ୍ଲାରୁ ଲୋକସେବା ଭବନକୁ ପଠାଗଲା ପବିତ୍ର ଜଳ ଓ ମାଟି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଦୁଇ ପ୍ରମୁଖ ପବିତ୍ର ନଦୀ ବଂଶଧାରା ଓ ମହେନ୍ଦ୍ରତନୟାର ଜଳ ଏବଂ ମହାତ୍ମା ଗାନ୍ଧୀଙ୍କ ଆଗମନ ସ୍ଥଳର ଏବଂ ସ୍ୱାଧୀନତା ସଂଗ୍ରାମର ଶହୀଦମାନଙ୍କ ଜନ୍ମ ପୀଠରୁ ପବିତ୍ର ମାଟି ସଂଗ୍ରହ ହୋଇ ଭୁବନେଶ୍ୱର ଲୋକ ସେବା ଭବନକୁ ପଠାଯାଇଛି । ଉକ୍ତ ପବିତ୍ର ସ୍ଥାନରେ
Read More...

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ

ସୁବର୍ଣ୍ଣପୁର : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅବସ୍ଥିତ ତାଲିମ କେନ୍ଦ୍ରରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱରଂଜନ
Read More...

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର;ନାହିଁ ଶ୍ରେଣୀ ଗୃହ, ବାରଣ୍ଡାରେ ଭବିଷ୍ୟତ ଗଢ଼ୁଛନ୍ତି ଛାତ୍ରଛାତ୍ରୀ

ବାଲିଗୁଡ଼ା: ଶିକ୍ଷା ବ୍ୟବସ୍ଥାରେ ଏବେ ସ୍ମାର୍ଟ ବ୍ୟବସ୍ଥା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀ ଆଧୁନିକ ଢାଞ୍ଚାରେ ପାଠ ପଢ଼ିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସାରା ରାଜ୍ୟରେ ସ୍ମାର୍ଟ ସ୍କୁଲ୍‌ କଲେଣି । ହେଲେ ଆଜିବି ଏମିତି ଅନେକ ବିଦ୍ୟାଳୟ ରହିଛି ଯେଉଁଠିକି ରାଜ୍ୟ ସରକାର ନା
Read More...

ଭୂ-ଅର୍ଜନ ଅଧିକାରୀଙ୍କୁ ଝାଡୁରେ ପିଟିଲେ ମହିଳା, ଭିଡିଓ ଭାଇରାଲ

ଦଶପଲ୍ଲା : ନୟାଗଡ଼ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀଙ୍କୁ ଝାଡୁରେ ପିଟିଲେ ମହିଳା । ମହିଳାଙ୍କ ମାଡ଼ରେ ଆହତ ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ଆହତ ଭୂ-ଅର୍ଜନ ଅଧିକାରୀ ସଞ୍ଜୟ ପ୍ରତିହାରୀ । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପର ଭୂ-ଅର୍ଜନ ଅଧିକାରୀ
Read More...