Browsing Category

ରାଜ୍ୟ

ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ

ବାଲିଗୁଡ଼ା: ଅତିରିକ୍ତ ତହସିଲଦାରଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଠ ହୋଇ ତହସିଲ କାର୍ଯ୍ୟାଳୟ ଘେରିଲେ ଟ୍ରାକ୍ଟର ମାଲିକ ସଂଘ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ମା' ପାଟ୍ଟଖଣ୍ଡା ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଟ୍ରାକ୍ଟର ମାଲିକ ହେଉ କି ଡ୍ରାଇଭର
Read More...

ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରୁଗିଷ୍ଟ ଆସୋସିଏସନର ସାଧାରଣ ବାର୍ଷିକ ଅଧିବେଶନ

ପୁରୀ : ପୁରୀ ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରୁଗିଷ୍ଟ ଆସୋସିଏସନର ସାଧାରଣ ବାର୍ଷିକ ଅଧିବେଶନ ପୌର ସଦନରେ ଅନୁଷ୍ଠିତ ହୋଇଯାଇଛି । ଅଧିବେଶନରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୫୦୦ସହରୁ ଉର୍ଦ୍ଧ୍ୱ ପ୍ରତିନିଧି ଏଥିରେ ଯୋଗଦାନ କରିଥିଲେ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା
Read More...

ପାଟଣାଗଡ଼ ପାଇଁ ବିଭିନ୍ନ ବିଭାଗରେ ପ୍ରତିନିଧି ମନୋନୀତ କଲେ ରାଜ୍ୟସଭା ସାଂସଦ

ପାଟଣାଗଡ : ପାଟଣାଗଡ଼ ବ୍ଲକର ବିଭିନ୍ନ ବିଭାଗରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ପ୍ରଥମ ପର୍ଯ୍ୟାୟରେ ତାଙ୍କ ପ୍ରତିନିଧି ଭାବରେ ୧୨ ଜଣକୁ ଦାୟିତ୍ୱ ଦେଇଛନ୍ତି । ପାଟଣାଗଡ଼ ବ୍ଲକ ପ୍ରତିନିଧି ଭାବରେ ଶ୍ରୀମତୀ ସନ୍ତୋସିନୀ ବିଶି, ପଞ୍ଚାୟତରାଜ ପ୍ରତିନିଧି ଭାବରେ ମନୋଜ କୁମାର ଲୁହା,
Read More...

କନ୍ଧମାଳ ଜିଲ୍ଲାପାଳଙ୍କ ନୂତନ ପ୍ରୟାସ, ବିଦ୍ୟାଳୟ ସାଜିଲା କୃତ୍ରିମ ବଜାର

ଘୁ ଉଦୟଗିରି: ଆଦିବାସୀ ଅଧ୍ୟୁଷିତ ଅନୁନ୍ନତ କନ୍ଧମାଳ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପାଠପଢ଼ାରେ ଆଗ୍ରହ ସୃଷ୍ଟି କରିବା ପାଇଁ ବିଶେଷ କରି ପ୍ରତ୍ୟେକ ଜିନିଷ ଉପରେ ଧାରଣା ପାଇବା ସହିତ ହିସାବ କିତାବ କିପରି ଜାଣିପାରିବେ ସେଥିପାଇଁ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ସମସ୍ତ
Read More...

ଏନଏସି ଭଡ଼ା ଦୋକାନ ଗୃହ ଗୁଡ଼ିକୁ ଅଚାନକ ଚଢ଼ାଉ ଓ ବକେୟା ଅର୍ଥ ଆଦାୟ

ଘୁ.ଉଦୟଗିରି : ଆଜି ସ୍ଥାନୀୟ ସହରର ଭଞ୍ଜ ମାର୍କେଟ ଓ ନେହରୁ ମାର୍କେଟରେ ଥିବା ବିଜ୍ଞାପିତ ଅଞ୍ଚଳ ପରିଷଦର ଭଡ଼ା ଦୋକାନ ଗୃହ ଗୁଡ଼ିକ ଉପରେ ଅଚାନକ ଚଢ଼ାଉ କରାଯାଇଥିଲା । ଆଜି ସମୁଦାୟ ପରିଷଦର ୯୦ ଗୋଟି ଭଡ଼ା ଦୋକାନ ଗୃହ ମଧ୍ୟରୁ ୩୬ ଗୋଟି ଦୋକାନ ଗୃହ ଚଢ଼ାଉ କରି ଦୋକାନୀ ଭାଇମାନଙ୍କୁ
Read More...

ମନ୍ତ୍ରୀ ସମୀର ଦାଶଙ୍କ ଗିରଫ ଓ ଇସ୍ତଫା ଦାବି

ପୁରୀ : ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଅଡିଓ କ୍ଲିପ୍‌ ଭାଇରାଲ ପରେ ମନ୍ତ୍ରୀ ସମୀର ଦାଶଙ୍କ ଗିରଫ ଓ ଇସ୍ତଫା ଦାବି କରିଛି ନିମାପଡା ବିଜେପି । ଏହାର ପ୍ରତିବାଦରେ ନିମାପଡା ବିଜେପି ପକ୍ଷରୁ ନିମାପଡାର ଜୟଶ୍ରୀ ଛକରେ ବିକ୍ଷୋଭ ଓ ପ୍ରତିବାଦ କରଯାଇଛି । ମନ୍ତ୍ରୀ ସମୀର ଦାଶଙ୍କ କୁଶ
Read More...

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପବିତ୍ର ମାଟି ଓ ଜଳ ସଂଗ୍ରହ

ପୁରୀ : ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପୁରୀ ଜିଲ୍ଲାର ପ୍ରମୁଖ ସ୍ୱାଧୀନତା ପୀଠ, ଐତିହ୍ୟ ପୀଠରୁ ପବିତ୍ର ମାଟି ଓ ଜଳ ସଂଗ୍ରହ କରାଯାଇଛି । ଆଜି ପୁରୀ ସହର ସ୍ଥିତ ଗାନ୍ଧୀ ଘାଟଠାରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଓ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁଙ୍କ
Read More...

ଅଘୋଷିତ ବିଦ୍ୟୁତ୍‌ କାଟ, ଅତ୍ୟଧିକ ବିଲକୁ ନେଇ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ବିଜେପି ପକ୍ଷରୁ ଫୁଲବାଣୀ ଗ୍ରାମିଣ ମଣ୍ଡଳ ସଭାପତି ଆଦିତ୍ୟ କହଁରଙ୍କ ନେତୃତ୍ୱରେ ଏକ ରାଲି ମାଧ୍ୟମରେ ଫୁଲବାଣୀ ବ୍ଲକ୍‌ ଅନ୍ତର୍ଗତ ଆଲାମି, ତୁଡ଼ିପାଜୁ,ଦଡ଼କି, ଗ୍ରାମ ପଞ୍ଚାୟତର ସମସ୍ତ ବାସିନ୍ଦା ମିଳିତ ଭାବେ ବିଦ୍ୟୁତ ବିଭାଗୀୟ କାର୍ଯ୍ୟାଳୟ ଘେରାଉ କରିବା ସହ
Read More...

ଖପ୍ରାଖୋଲ କନିଷ୍ଠ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କନିଷ୍ଠ ଶିକ୍ଷକ ସଂଘର ଏକ ବୈଠକ ପ୍ରଦୀପ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଂଘରେ ଖାଲି ପଡ଼ିଥିବା ସ୍ଥାନରେ ନୂତନ କର୍ମକର୍ତ୍ତା ମନୋନୀତ ତଥା ସଂଘର
Read More...

୮ ଫୁଟର ଅଜଗର ସାପ ଉଦ୍ଧାର

ଫୁଲବାଣୀ : ଗତକାଲି ସନ୍ଧ୍ୟା ୮:୩୦ ସମୟରେ ଫୁଲବାଣୀ ସହରର ଚନ୍ଦନ ନଗର ଅଞ୍ଚଳରେ ଏକ ୮ ଫୁଟର ଅଜଗର ସାପ ପଶିଯାଇଥିବା ନେଇ ସ୍ଥାନୀୟ ଲୋକେ ଟିମ୍‌ ହ୍ୟୁମାନିଟି କନ୍ଧମାଳ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ସୂଚନା ଦେଇଥିଲେ । ଖବର ପାଇ ଟିମ୍‌ ସଦସ୍ୟ ଭି. ଜଗନ୍ନାଥ ରାଜୁ, ସାଇରାମ ପାତ୍ର,
Read More...