Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନବରାତ୍ରୀର ତୃତୀୟ ଦିନରେ ମାତା ସୁରେଶ୍ୱରୀଙ୍କ ଷୋଡ଼ଶୀ ବେଶ
ସୁବର୍ଣ୍ଣପୁର: ଆଜି ନବରାତ୍ରୀର ତୃତୀୟ ଦିବସରେ ମାଁ ସୁରେଶ୍ୱରୀ ଷୋଡ଼ଶୀ (ତ୍ରିପୁରା ସୁନ୍ଦରୀ) ବେଶ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ମାତାଙ୍କ ଏହି ରୂପରେ ଅତ୍ୟନ୍ତ ଶାନ୍ତସ୍ୱରୂପ ଯୋଗୁଁ ଭୟମୁକ୍ତ ହୋଇ ଭକ୍ତବୃନ୍ଦ ମାଆଙ୍କ ପାଖକୁ କୃପାଭିକ୍ଷା ସକାଶେ ପ୍ରାର୍ଥନା ଓ!-->…
Read More...
Read More...
ରେଲଲାଇନ ଦୋହରୀକରଣ ପାଇଁ ସମ୍ବଲପୁର ରୋଡ଼ ଷ୍ଟେସନର ପ୍ଲାଟଫର୍ମ ଉଚ୍ଛେଦ
ସମ୍ବଲପୁର: ସମ୍ବଲପୁର ରେଳ ଷ୍ଟେସନରୁ ଶାସନ ଆଡ଼କୁ ରେଳଲାଇନର ଦୋହରୀକରଣ ପାଇଁ ଏଠାକାର ସମ୍ବଲପୁର ରୋଡ଼ ଷ୍ଟେସନର ମୁଖ୍ୟ ପ୍ଲାଟଫର୍ମ ଉଚ୍ଛେଦ କରାଯାଇଛି । ଏହି ପ୍ଲାଟଫର୍ମକୁ ସୁରକ୍ଷିତ ରଖିବା ସହିତ ଉକ୍ତ ରେଳଷ୍ଟେସନକୁ ଏକ ଐତିହ୍ୟ ଷ୍ଟେସନ ରୂପେ ସଂରକ୍ଷିତ ରଖିବାକୁ ଏଠାରେ ଦୀର୍ଘ ଦିନରୁ!-->…
Read More...
Read More...
ପତ୍ରାପାଲିରୁ ନୂଆପଡା ରାସ୍ତା ଅବସ୍ଥା ଶୋଚନୀୟ
ଖପ୍ରାଖୋଲ,୨୮/୯: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ପତ୍ରାପାଲିରୁ ନୂଆପଡା ମୁଖ୍ୟରାସ୍ତା ବର୍ଷାଦିନେ କାଦୁଅ ପଚ ପଚ ହେଉଥିବାରୁ ଛାତ୍ରଛାତ୍ରୀ ଓ ଜନସାଧାରଣ ଯାତାୟାତରେ ନାହିଁନଥିବା ଅସୁବିଧା ଭୋଗୁଥିବା ଅଭିଯୋଗ ହେଉଛି । ଉକ୍ତ ରାସ୍ତା ଉପରେ ଦୈନନ୍ଦିିନ ଶତାଧିକ!-->…
Read More...
Read More...
ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଆନ୍ଦୋଳନ: ସମସ୍ତ ବିଚାର ବିଭାଗୀୟ କାର୍ଯ୍ୟାଳୟ ବନ୍ଦ
ସମ୍ବଲପୁର:ଏଠାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ଆନ୍ଦୋଳନ ସନ୍ଦର୍ଭରେ ଆଜି ନାଗରିକ କ୍ରିୟାନୁଷ୍ଠାନ କମିଟି ରାସ୍ତାରୋକ କରି ବିଚାର ବିଭାଗୀୟ ସମସ୍ତ କାର୍ଯ୍ୟାଳୟ ଗୁଡ଼ିକୁ ବନ୍ଦ କରି ଦେଇଥିବା ଜଣାପଡିଛି । ଜିଲ୍ଲାଜଜଙ୍କ ନେତୃତ୍ୱରେ ଏଠାକାର ବିଚାର ବିଭାଗୀୟ ସବୁ ଅଧିକାରୀ ସବୁଦିନ!-->…
Read More...
Read More...
ବିଶ୍ୱ ଜଳାତଙ୍କ ରୋଗ ଦିବସ ପାଳିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପ୍ରାଣୀ ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ଜଳାତଙ୍କ ଦିବସ ଉପଲକ୍ଷେ ଏକ ସଚେତନତା ଓ ପ୍ରତିଷେଧକ ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଗିରିଶ କୁମାର!-->…
Read More...
Read More...
ଇରାନୀ କପ୍ ପାଇଁ ରେଷ୍ଟ ଅଫ୍ ଇଣ୍ଡିଆ ଦଳ ଘୋଷଣା, ହନୁମା ବିହାରୀଙ୍କୁ ଅଧିନାୟକ ଦାୟିତ୍ୱ
ନୂଆଦିଲ୍ଲୀ : ଅଲ ଇଣ୍ଡିଆ ସିନିୟର ଚୟନ କମିଟି ରେଷ୍ଟ ଅଫ୍ ଇଣ୍ଡିଆ ଦଳ ଘୋଷଣା କରିଛି । ଇରାନୀ କପ୍ ୨୦୨୨ ରେଷ୍ଟ ଅଫ୍ ଇଣ୍ଡିଆ ଏବଂ ରଣଜୀ ଚାମ୍ପିଅନ୍ ସୌରାଷ୍ଟ୍ର ମଧ୍ୟରେ ୧ ରୁ ୫ ଅକ୍ଟୋବର ମଧ୍ୟରେ ଖେଳାଯିବା ଏହି ମ୍ୟାଚ୍ ରାଜକୋଟରେ ଥିବା ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍!-->…
Read More...
Read More...
ବାଲି ନିଲାମକୁ ବିରୋଧ କରି ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ
ଗଞ୍ଜାମ:ଭିମପୂର ଗ୍ରାମରେ ସରକାରୀ ବାଲି ନିଲାମକୁ ବିରୋଧ କରି ୪ଗୋଟି ଗ୍ରାମ ଯଥା ହୁଣ୍ଡତ, ହତା ପୁର, ଭୀମପୁର, ପାଣ୍ଡର ଖୋଲି ଗ୍ରାମର ଶତାଧିକ ବ୍ୟକ୍ତିଙ୍କ ତହସିଲଦାରଙ୍କ ଅଫିସ ଆଗରେ ଏକାଠି ହୋଇ ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ କହିବା କଥା ଭୀମପୁର ବାଲିଘାଟ ନିଲାମ ଯୋଗୁଁ!-->…
Read More...
Read More...
ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଗଜପତି ପକ୍ଷରୁ ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଏବଂ ଯୁବସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ!-->…
Read More...
Read More...
ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚର ନୂତନ କର୍ମକର୍ତ୍ତା ଚୟନ
ଫୁଲବାଣୀ : ଓଡ଼ିଆ ବାପ୍ଟିଷ୍ଟ ମଣ୍ଡଳୀର ଉପାସନା ଗୃହ ମଧ୍ୟରେ ଓଡ଼ିଆ ବାପ୍ଟିଷ୍ଟ ମଣ୍ଡଳୀର ଆଗାମୀ ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ନିର୍ବାଚନ କରାଯାଇଥିଲା । ଏହି ନିର୍ବାଚନ କାର୍ଯ୍ୟକୁ ଆ. ବିଜୟ କୁମାର କରାଡ଼, ନିର୍ବାଚନ ଅଧିକାରୀ ଓ ଆ. ଜିତେନ୍ଦ୍ରିୟ ସୁନା, ସହ!-->…
Read More...
Read More...
ଜହ୍ନାପଙ୍କ ହାଇସ୍କୁଲ ୨୦୦୬ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ
ଜହ୍ନାପଙ୍କ:ବୌଦ୍ଧ ବ୍ଳକ ବଢିଗାଁ ପଂଚାୟତ ଅନ୍ତର୍ଗତ ଗିରାଶିଙ୍ଗା ଜଗନ୍ନାଥ ବନପ୍ରକଳ୍ପରେ ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟର ୨୦୦୬ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ ରବିବାର ଅନୁଷ୍ଠିତ ହୋଇଯାଇଛି । ଗିରିଧାରୀ କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ସଭାରେ ପ୍ରଶାନ୍ତ ପ୍ରଧାନ ସ୍ୱାଗତ ଭାଷଣ!-->…
Read More...
Read More...