Browsing Category

ରାଜ୍ୟ

୪ଲକ୍ଷ ଟଙ୍କା ଚୋରି : ୩ ଗିରଫ

ଦଶପଲ୍ଲା : ନୂଆଗାଁ ଥାନା ଅଞ୍ଚଳ ମହିତମା ଗ୍ରାମ ଠାରୁ କିଛିଦୂରରେ ଥିବା କୁକୁଡ଼ା ଫାର୍ମର ଦୁଇ କର୍ମଚାରୀ ବାଇକ୍‌ରେ ୪ଲକ୍ଷ ଟଙ୍କା ନେଇ ବ୍ୟାଙ୍କରେ ଡିପୋଜିଟ୍‌ କରିବା ପାଇଁ ଯାଉଥିବା ସମୟରେ ମହିତମା ଜଙ୍ଗଲରେ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରି ଟଙ୍କା ଲୁଟି ନେଇଥିବା ନୂଆଗାଁ
Read More...

ଚିରନିଦ୍ରାରେ ହିଲ୍‌ ମ୍ୟାନ୍‌ ହରି ବେହେରା,୨୫ବର୍ଷ ଲଢେଇ କରି ଗାଁକୁ ଫିଟାଇଥିଲେ ବାଟ

ଦଶପଲ୍ଲା : ଆଉ ନାହାଁନ୍ତି ନୟାଗଡ଼ ଜିଲ୍ଲାରେ ହିଲ୍‌ ମ୍ୟାନ୍‌ ଭାବରେ ପରିଚିତ ହରି ବେହେରା । ଦିନଥିଲା ଅସମ୍ଭବକୁ ସମ୍ଭବରେ ପରିଣତ କରିଥିଲେ । ପ୍ରଶାସନ ଯାହା କରିପାରିନଥିଲା ତାହାକରି ସାରା ଓଡ଼ିଶାରେ ଚର୍ଚ୍ଚିତ ହୋଇଥିଲେ । ଦିନରାତି ଏକ କରି ଗାଁକୁ ନିତିଦିନିଆ ବାଟ ଫିଟାଇଥିଲେ ହରି ।
Read More...

ପଞ୍ଚାୟତରେ ତାଲା ପକାଇ ଧାରଣାରେ ବସିଲେ ଶ୍ରମିକ : ଏମଜିଏନଆରଇଜିଏସ ଅର୍ଥ ଅନିୟମିତତା ଅଭିଯୋଗ

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଏକ ଦାଦନ ପ୍ରବଣ ଅଞ୍ଚଳ । ଏଇଠି ପ୍ରତ୍ୟେକ ବର୍ଷ ହଜାର ହଜାର ଲୋକ କାମଧନ୍ଦା ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଉଛନ୍ତି । ଲୋକମାନେ ଅଭିଯୋଗ କରୁଛନ୍ତି ଯେ, ଏଇଠି କାମଧନ୍ଦା ମିଳୁନି କିନ୍ତୁ ସରକାର ପ୍ରୟାପ୍ତ ପରିମାଣରେ କର୍ମ ଦିବସ ସୃଷ୍ଟି
Read More...

ଆଜି ଭାରତ-ଦ.ଆଫ୍ରିକା ପ୍ରଥମ ଟି-୨୦, ଏମିତି ହୋଇପାରେ ଦୁଇଦଳର ପ୍ଲେଇଙ୍ଗ ଏକାଦଶ

ଥିରୁବନନ୍ତପୁରମ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ୍‌ ଆଜି ଥିରୁବନନ୍ତପୁରମରେ ଖେଳାଯିବ । ଏହି ମ୍ୟାଚରେ ଭାରତୀୟ ଦଳ ଅନେକ ପରିବର୍ତ୍ତନ ସହିତ ପଡିଆକୁ ଓହ୍ଲାଇବ, କାରଣ ଦୁଇ ଖେଳାଳି ଖେଳୁଥିବା ଏକାଦଶରୁ ବାହାରେ ଅଛନ୍ତି ।
Read More...

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ; ରତ୍ନଭଣ୍ଡାର ଖୋଲାଯିବା ନେଇ ଆଲୋଚନା ହେଲାନି

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି । ତେବେ ବୈଠକରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯିବା କିମ୍ବା ମରାମତି ପାଇଁ କୈାଣସି ଆଲୋଚନା କରାଯାଇନାହିଁ । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ଏହା
Read More...

ନାମ ନେଲେ ସରପଞ୍ଚ; ୱାର୍ଡ଼ମେମ୍ବର ହେଲେ ଥାନାର ଦ୍ୱାରସ୍ଥ

ଦଶପଲ୍ଲା : ଜଣେ ୱାର୍ଡ଼ ସଭ୍ୟ ନୋଟିସ ଖାତାରେ ଛକି ପକାଇ ଦେବାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଥିବା ଗୌଡ଼ପୁଟର ସରପଞ୍ଚ ତ୍ରିନାଥ ନାୟକ ଏବେ ନିଜେ ଖୋଳିଥିବା ଖାଲରେ ପଡ଼ିଛନ୍ତି । ଜଣେ ୱାର୍ଡ଼ସଭ୍ୟଙ୍କ ନାଁରେ ଏତଲା ଦେବା ପରେ ୭ରୁ ଉର୍ଦ୍ଧ୍ୱ ୱାର୍ଡ଼ସଭ୍ୟ ପଞ୍ଚାୟତରେ ଚଲାଇଥିବା ମନମୁଖୀ
Read More...

ଏସଟି ଏସସି ସ୍ୱତନ୍ତ୍ର ବିକାଶ ପରିଷଦରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର : ବିଜେଡିର ୧୮ଜଣ ଆଦିବାସୀ ନେତା ବା କର୍ମୀଙ୍କୁ ୯ଟି ଜିଲ୍ଲାର ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦରେ ଥଇଥାନ ହୋଇଛନ୍ତି । ଏହି ନେତାମାନେ ୨ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ଆଜି ଏନେଇ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ବିଧିବଦ୍ଧ
Read More...

ଛାତ୍ରୀ ଗର୍ଭବତୀ ହେବା ଘଟଣା, ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଘୁ ଉଦୟଗିରି/ଟିକାବାଲି:କନ୍ଧମାଳ ଜିଲ୍ଲା ଅଧିନରେ ରହିଥିବା ବେଲଘର ଥାନା ଅଞ୍ଚଳର ଆବାସିକ ବିଦ୍ୟାଳୟର ଜଣେ ନାବାଳିକା ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ସହିତ ସମ୍ପୃକ୍ତ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ମଧ୍ୟ୍ୟ କଡା
Read More...

ନନ୍ଦଗିରି ଗ୍ରାମକୁ ଆଦର୍ଶ ଗ୍ରାମ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅଧିନରେ ରହିଥିବା କଳିଙ୍ଗା ଗ୍ରାମ ପଞ୍ଚାୟତର ନନ୍ଦଗିରି ଗ୍ରାମରେ ଆଜି ଆଦର୍ଶ ଗ୍ରାମ ଗଠନ ଉଦ୍ଦେଶ୍ୟରେ ନନ୍ଦଗିରୀ ମହିଳା ସଙ୍ଗଠନ ପକ୍ଷରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ସ୍ଥାନୀୟ ଅଞ୍ଚଳକୁ ସ୍ୱଚ୍ଛ, ନିର୍ମଳ ଏବଂ
Read More...

ଭଗତ ସିଂଙ୍କ ଜନ୍ମତିଥିରେ ମାନସ ସାହୁଙ୍କ ବାଲୁକା କଳା

ପୁରୀ : ସହିଦ ଭଗତ ସିଂଙ୍କ ପୂଣ୍ୟ ଜନ୍ମତିଥି ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ବେଳାଭୂମି ରେ ଭଗତ ସିଂଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଚଣ୍ଡିଗଡ ଏୟାରପୋର୍ଟ ସହିଦ ଭଗତ ସିଂଙ୍କ ନାମରେ ନାମିତ କରାଯାଉଛି ସେହି ଅବସରେ ପୁରୀ ବେଳାଭୂମିରେ
Read More...