Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଟାଟା ପାଇଁ ହଟହଟା କତିଙ୍ଗିଆ ପଞ୍ଚାୟତର ବାସିନ୍ଦା, ବିଦ୍ୟୁତ ସରବରାହ ବନ୍ଦ ଯୋଗୁ କାର୍ଯ୍ୟାଳୟ ଘେରାଉ
ଘୁ.ଉଦୟଗିରି: ସ୍ଥାନୀୟ ସମିତି ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତର ୧୩ ଗୋଟି ଗ୍ରାମର ସହ ସହ ମହିଳା ପୁରୁଷ ଆଜି ଘୁ.ଉଦୟଗିରି ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରିଥିବା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା ଜଙ୍ଗଲ ପାହାଡ଼ ପର୍ବତ ଘେରା ମଧ୍ୟରେ ଥିବା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କତିଙ୍ଗିଆ!-->…
Read More...
Read More...
ବ୍ରାଉନ ସୁଗାର ଜବତ, ଅଭିଯୁକ୍ତ ଗିରଫ
ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଧୀନ ବେରାବୋଇରୁ ଜବତ ହେଲା ୧୫ ଲକ୍ଷ ୩୦ହଜାର ଟଙ୍କାର ବ୍ରାଉନ ସୁଗାର । ଗିରଫ ଅଭିଯୁକ୍ତ ଜଣକ ହେଉଛି ରାଜକିଶୋର ବେହେରା । ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ମୋବାଇଲ ସ୍କ୍ୱାଡର ନିରୀକ୍ଷକ ସଞ୍ଜୟକୁମାର!-->…
Read More...
Read More...
ମହାଳୟାର ଶୁଭ ଲଗ୍ନରେ “ଧବଳମୁଖୀ ସ୍ତୋତ୍ରମ୍’ ଲୋକାର୍ପିତ
ସମ୍ବଲପୁର: ଆଜି ଆଶ୍ୱିନ ଅମାବାସ୍ୟା ସର୍ବତ୍ର ମହାଳୟା ରୂପେ ପାଳନ କରାଯାଉଛି । ଏହି ଅବସରରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଈ (ସମଲେଶ୍ୱରୀ) ଧବଳମୁଖୀ ଅର୍ଥାତ୍ ଗଙ୍ଗାବେଶ ଧାରଣ କରିଛନ୍ତି । ଆଜିକାର ଏହି ଶୁଭ ଲଗ୍ନରେ କମଳ ଲୋଚନ ପଣ୍ଡାଙ୍କ ରଚିତ "ଧବଳମୁଖୀ ସ୍ତୋତ୍ରମ୍'!-->…
Read More...
Read More...
ଗୁଡପଡା ବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀ ସମାବେଶ
ବୌଦ୍ଧ,୨୩/୯: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ବନ୍ଧାପଥର ପଞ୍ଚାୟତ ଓ ସରସରା କ୍ଲଷ୍ଟର ଅନ୍ତର୍ଗତ ଗୁଡପଡ଼ା ଉଚ୍ଚ଼ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନର ସଭାପତି ଆଲୋକ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।!-->…
Read More...
Read More...
ହବିଷ୍ୟାଳୀ ମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ପରାମର୍ଶ
ପୁରୀ : ଅକ୍ଟୋବର ୧୦ ତାରିଖ ଠାରୁ ନଭେମ୍ବର ୮ତାରିଖ ପର୍ଯ୍ୟନ୍ତ ମାମାନଙ୍କର ରାଇ ଦାମୋଦର ହବିଷ୍ୟାଳୀ ବ୍ରତ ପୁରୀରେ ଅନୁଷ୍ଠିତ ହେବ । ମା ମାନଙ୍କର ରହିବା, ମହାପ୍ରସାଦ ସେବନ କରିବା ,ଶ୍ରୀଜିଉ ମାନଙ୍କୁ ଦର୍ଶନ କରିବା, ପ୍ରବଚନ ଓ ଆଧ୍ୟାତ୍ମିକ ଆଲୋଚନା ଶୁଣିବା ବ୍ୟବସ୍ଥା କରିବାକୁ!-->…
Read More...
Read More...
ତୃତୀୟ ପର୍ଯ୍ୟାୟରେ ବୌଦ୍ଧ ଜ଼ିଲ୍ଲାରେ ୧୫ଟି ହାଇସ୍କୁଲ ଆନ୍ତର୍ଭୁକ୍ତିକରଣ ହେବ
ବୌଦ୍ଧ,୨୩/୯- ବୌଦ୍ଧଜିଲ୍ଲାରେ ତୃତୀୟ ପର୍ଯ୍ୟାୟରେ ୧୫ଟି ହାଇସ୍କୁଲ ଆନ୍ତର୍ଭୁକ୍ତିକରଣ ପାଇଁ ଆଜି ଆଭାସୀ ଜରିଆରେ ୫ଟି ସଚିବଙ୍କ ସହ ବାର୍ତ୍ତାଳାପ କରାଯାଇଛି । ଏହି ଆଭାସୀ ବୈଠକରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ, ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା, ଜ଼ିଲ୍ଲା!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମନ୍ତ୍ରୀ ଟୁକୁନୀ
ବଲାଙ୍ଗିର: ମାନ୍ୟବର ମୁଖ୍ୟମନ୍ତ୍ରୀ ବଲାଙ୍ଗିର ଜିଲ୍ଲାର ଉନ୍ନତି ପାଇଁ ସଦା ସର୍ବଦା ପ୍ରୟାସ କରି ଆସିଛନ୍ତି । ସେହି କ୍ରମରେ ଗୁରବାର ଦିନ ଜିଲ୍ଲାର ବିଭିନ୍ନ ପ୍ରକଳ୍ପକୁ କ୍ୟାବିନେଟରେ ମଞ୍ଜୁରି ମିଳିଛି । ଯାହା ଅଗାମୀ ଦିନରେ ଜିଲ୍ଲାର ବିକାଶରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ନିର୍ବାହ କରିବ!-->…
Read More...
Read More...
ଯୁକ୍ତ ୩ ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ବୌଦ୍ଧ,୨୩/୯: ଆଜି ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗରେ +୩ ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରାଣୀବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପିକା ଶ୍ରୀମତୀ ଗୀତାଞ୍ଜଳି ମହାପାତ୍ର ସମ୍ବର୍ଦ୍ଧନା ସଭାକୁ ପରିଚାଳନା କରିଥିଲେ । ଏହି ବୈଠକରେ!-->…
Read More...
Read More...
ଡଙ୍ଗାବୁଡ଼ି ୭୧ ମୃତ
ଦମାସ୍କସ୍ : ଯୁଦ୍ଧଗ୍ରସ୍ତ ସିରିଆରେ ମାନବୀୟ ସଂକଟ ବଢିବାରେ ଲାଗିଛି । ଗୁରୁବାର ରାତିରେ ସିରିଆ ଉପକୂଳରେ ଶରଣାର୍ଥୀ ଓ ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଜାହାଜ ବୁଡ଼ିଯିବାରୁ ୭୧ ଜଣ ଲୋକ ପ୍ରାଣ ହରାଇଛନ୍ତି ।
ଏହି ଡଙ୍ଗାଟି ଉତ୍ତର ଲେବାନନର ମିନିଆରୁ ବାହାରିଥିଲା ଓ ୟୁରୋପ!-->!-->!-->…
Read More...
Read More...
୩ ବର୍ଷର ଶିଶୁକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ଜେଲ
ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ୩ ବର୍ଷର ଶିଶୁକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୧୨ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଆଧାରରେ ମାମଲାର ଅଭିଯୁକ୍ତ ପ୍ରସନ୍ନ କୁମାର ଡିଗାଲ(୪୨)କୁ ଦୋଷୀ!-->…
Read More...
Read More...