Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦୁର୍ଗାପୂଜା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପୁରୀ : ଦୁର୍ଗାପୂଜା ଓ ଭସାଣୀ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ କରିବା ଉଦ୍ଦେଶ୍ୟରେ ଏକ ପ୍ରସ୍ତୁତି ବୈଠକ ସଦଭାବନା ସଭାଗୃହ ଠାରେ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମର୍ଥ ବର୍ମା ଦୁର୍ଗାପୂଜା ଶାନ୍ତି ଓ ସଦଭାବନାର ପ୍ରତୀକ!-->…
Read More...
Read More...
ଆଳୁ ଫସଲର ବୈଜ୍ଞାନିକ କୃଷି ପ୍ରଣାଳୀ ତାଲିମ ଓ କୁକୁଡ଼ା ଚିଆଁ ବଣ୍ଟନ କାର୍ଯ୍ୟକ୍ରମ
ଘୁ ଉଦୟଗିରି: ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର କନ୍ଧମାଳ ଆନୁକୁଲ୍ୟରେ ଆଳୁ ଫସଲର ବୈଜ୍ଞାନିକ ପ୍ରଣାଳୀରେ ଚାଷ କୌଶଳ ଓ ଉଭୟ ଅଣ୍ଡା ଓ ମାଂସ ପାଇଁ ସୋନାଲି କୁକୁଡ଼ା ଚିଆଁ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ!-->…
Read More...
Read More...
କଳିଙ୍ଗା ପଞ୍ଚାୟତ ଡୁଗୁଡ଼ିପାରି ଗାଁକୁ ନାହିଁ ପକ୍କା ରାସ୍ତା,ଗର୍ଭବତୀଙ୍କୁ ମିଳିପାରୁନି ଆମ୍ବୁଲାନ୍ସ ସେବା
ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ଡୁଗୁଡ଼ିପାରି ହେଉଛି ଏକ ରାଜସ୍ୱ ଗ୍ରାମ ଯାହାର ଜନ ସଂଖ୍ୟା ପ୍ରାୟ ୨ହଜାର ହେବ । ଦୁଃଖର ବିଷୟ ଦେଶ ସ୍ୱାଧୀନତା ପାଇବାର ୭୫ ବର୍ଷ ପୂରଣ ଅବସରରେ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ସମିତି କାର୍ଯ୍ୟାଳୟ ଠାରୁ ମାତ୍ର ୮!-->…
Read More...
Read More...
ଗଜପତି ଜିଲ୍ଲାର କୃଷି ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ବଦଳି କେବେ?
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର କୃଷି ବିଭାଗର କାର୍ଯ୍ୟରତ କର୍ମଚାରୀମାନେ ଦୀର୍ଘ ଦଶ ବର୍ଷରୁ ଉର୍ଦ୍ଧ୍ୱ କାର୍ଯ୍ୟରତ ଥିବାର ଅଭିଯୋଗ ହେଉଛି । ସେମାନଙ୍କୁ ବଦଳି ହେଉନଥିବା ଅଭିଯୋଗ ହେଉଛି । ପଦୋନ୍ନତି ହୋଇ ମଧ୍ୟ ପୁଣି ସେହି କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବାର ଅଭିଯୋଗ ହେଉଛି । କୃଷି!-->…
Read More...
Read More...
ଜଳସ୍ତର ବୃଦ୍ଧି କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ
ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଜଳସ୍ତର ବୃଦ୍ଧି କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯଥାସାଧ୍ୟ ପ୍ରୟାସ କରାଯାଉଛି । ଜିଲ୍ଲାରେ ଜଳସ୍ତର ଦିନକୁ ଦିନ କମିଯାଉଥିବା ଫଳରେ ବିଶେଷ କରି ଖରା ଦିନରେ ଲୋକେ ଜଳ କଷ୍ଟ ଭୋଗୁଛନ୍ତି । ପାଣି ଗରାଏ ପାଇଁ ମାଇଲ ମାଇଲ ବାଟ ଲୋକଙ୍କୁ ଯିବାକୁପଡୁଛି । ନଳ!-->…
Read More...
Read More...
ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ନେଇ ପରିଚୟ ପର୍ବ ଅନୁଷ୍ଠିତ
ସୁବର୍ଣ୍ଣପୁର: ଜିଲ୍ଲାର ଉଲୁଣ୍ଡା ବ୍ଲକର ଯୁକ୍ତଦୁଇ ଧର୍ମଶାଳା ମହାବିଦ୍ୟାଳୟ,ଧର୍ମଶାଳାର ସଭାକକ୍ଷରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ପରିଚୟ ପର୍ବ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅନୁଷ୍ଠାନର ବରିଷ୍ଠ!-->…
Read More...
Read More...
ମୋଦିଙ୍କ ଜନ୍ମଦିନ ଅବସରରେ ୨୭ନଂ ୱାର୍ଡରେ ସେବା ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟକ୍ରମ
ଗଞ୍ଜାମ: ଭାରତର ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ ଅବସରରେ ଭାରତୀୟ ଜନତା ପାର୍ଟି ଦ୍ୱାରା ନିର୍ଦ୍ଧାରିତ ସେବା ସପ୍ତାହ କାର୍ଯ୍ୟକ୍ରମ ଅନୁଯାୟୀ ବ୍ରହ୍ମପୁର ଗୋଷାଣୀ ନୂଆଁଗାଁ ୨୭ନଂ ୱାର୍ଡରେ ଭାରତୀୟ ଜନତା ପାର୍ଟିର କର୍ପୋରେଟର ତଥା ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା!-->…
Read More...
Read More...
ଆସୁଛି ପାର୍ବଣ, ହସୁଛି କାଶ ତଣ୍ଡି
ପାରଳାଖେମୁଣ୍ଡି : ଶରତର ଆଗମନରେ କାଶତଣ୍ଡିର ସମ୍ଭାର ଦେଖିବାକୁ ମିଳେ । ରାସ୍ତା କଡ଼ ଠାରୁ ଆରମ୍ଭ କରି ଚାଷ ଜମି ନଈପଠା ଯାଏଁ ସବୁଠି ଦହଲୁ ଥାଏ କାଶ ତଣ୍ଡି । ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି କାଶ ତଣ୍ଡିର ସମ୍ଭାର । ମଳୟ ପବନରେ ପାର୍ବଣ ଋତୁର ବାସ୍ନା ବାରି ହୋଇ!-->…
Read More...
Read More...
ଏନ୍ଜିଟିର ଗୁରୁତ୍ବପୂର୍ଣ୍ଣ ରାୟ: ୩୪ ଏକରରେ ସୀମିତ ରହିବ ବାଲିଯାତ୍ରା
କଟକ: ମହାନଦୀ ପଠା ପୋତାଯିବା ଘଟଣାକୁ ଜମି ଉପରେ କୌଣସି ସ୍ଥାୟୀ ବା ଅସ୍ଥାୟୀ ନିର୍ମାଣ କରାଯାଇ ବିରୋଧ କରି ଜାତୀୟ ଗ୍ରିନ୍ ଟ୍ରିବୁନାଲ୍ (ଏନ୍ଜିଟି)ରେ ଦାୟର ମାମଲାର ରାୟ ପ୍ରକାଶ ପାଇଛି। ଏନ୍ଜିଟି ବାଲିଯାତ୍ରା ଆୟୋଜନ ପ୍ରସଂଗରେ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି। ବାଲିଯାତ୍ରା!-->…
Read More...
Read More...
ଯୁବକଙ୍କୁ ଗୁଳିକରି ହତ୍ୟା : ମୋବାଇଲ୍ ଓ ବନ୍ଧୁକ ଜବତ
ଦଶପଲ୍ଲା : ଗୁରୁବାର ଦିନ ଗଣିଆଥାନା ଅନ୍ତର୍ଗତ ରାସଙ୍ଗ ପାଟିକଟା ଜଙ୍ଗଲ ନିକଟରେ ଜଣେ ଯୁବକକୁ ଗୁଳି କରି ହତ୍ୟା କରାଯାଇଛି । ଉକ୍ତ ଯୁବକଙ୍କ ନାମ ରଜତ ରାଉତ (୨୮) ଓ ତାଙ୍କ ଘର ରାସଙ୍ଗ ଗ୍ରାମରେ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ ଏହି ପାଟିକଟା ଜଙ୍ଗଲ ନିକଟରେ ରହିଛି!-->…
Read More...
Read More...