Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସପ୍ତାହିକ ହାଟ ସ୍ଥାନ ଜବରଦଖଲ ଉଚ୍ଛେଦ ଆରମ୍ଭ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ସାପ୍ତାହିକ ହାଟ ସ୍ଥାନକୁ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ମାଡିବସି ଅସ୍ଥାୟୀ ଦୋକାନ ଘର କରିଥିବା କିଛି ବ୍ୟବସାୟୀଙ୍କ କ୍ୟାବିନକୁ ପୌରପରିଷଦ ପକ୍ଷରୁ ଗୁରୁବାର ଉଚ୍ଛେଦ କରାଯାଇଛି । ତେବେ ପର୍ଯ୍ୟାୟ କ୍ରମେ!-->…
Read More...
Read More...
ଗୋଷ୍ଠୀ ତଥ୍ୟ ଯୋଗାଯୋଗ ମେଳା
ଫୁଲବାଣୀ : କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ କଇଁଝର ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ପ୍ରାଙ୍ଗଣରେ ଗୋଷ୍ଠୀ ତଥ୍ୟ ଯୋଗାଯୋଗ ମେଳା ଅନୁଷ୍ଠିତ ହୋଇଯାଇଛି । ଯାହାର ଶୀର୍ଷକ ଥିଲା "ପରିବର୍ତ୍ତନର ସ୍ୱର' । ଏହି ପରିପ୍ରେକ୍ଷୀରେ ସରକାରଙ୍କ ଯୋଜନା ଉପରେ ସମସ୍ତଙ୍କର ଯେମିତି ଅଧିକାର ରହିବ ଏବଂ!-->…
Read More...
Read More...
ଗାନ୍ଦ୍ରିଗାଁ ପଞ୍ଚାୟତରେ ପରିବର୍ତ୍ତନ ମେଳା କାର୍ଯ୍ୟକ୍ରମ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ପ୍ରଶାସନ ପକ୍ଷରୁ ଆଜି ଗାନ୍ଦ୍ରିଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗାନ୍ଦ୍ରିଗାଁ ଓ ଚାଞ୍ଚୋଡି ଦୁଇଟି ପଞ୍ଚାୟତର ଲୋକଙ୍କୁ ନେଇ ପରିବର୍ତ୍ତନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ପୁଷ୍ଟିକର ଖାଦ୍ୟ,!-->…
Read More...
Read More...
ଜିଲ୍ଲା ଯୋଜନା କମିଟିର ସଭାପତି ନିଯୁକ୍ତ,ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲ୍ଲାର ଦାୟିତ୍ୱ
ଭୁବନେଶ୍ୱର : ରାଜ୍ୟ ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କୁ ଜିଲ୍ଲା ଯୋଜନା ବୋଡର଼୍ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି ।ଅଶୋକ ଚନ୍ଦ୍ର ପଣ୍ଡା - ଅନୁଗୁଳ, ରୋହିତ ପୂଜାରୀ - ବଲାଙ୍ଗୀର, ଅନନ୍ତ ଦାସ - ବାଲେଶ୍ୱର, ଦେବେଶ ଆଚାର୍ଯ୍ୟ - ବରଗଡ଼, ବ୍ୟୋମେକେଶ ରାୟ - ଭଦ୍ରକ, ମହୀଧର ରଣା - ବୌଦ୍ଧ,!-->…
Read More...
Read More...
ମହୁମାଛି ଆକ୍ରମଣରେ ୪ ଆହତ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଉଲ୍ଲେ ଛକରୁ ଚରଦା ଯିବା ରାସ୍ତାର ଚରଦା ଚୌକିଜୋରରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଥିବା ଜଣାପଡିଛି । ଆହତମାନେ ହେଲେ ଶଙ୍କରା ଗ୍ରାମର ରମେଶ ବାଘ, ବାସୁଦେବ ପଧାନ, ଶୁଭାଜ୍ୟୋତି ପଣ୍ଡା, ଏବଂ ଚରଦାର ମହେନ୍ଦ୍ର ଥନାପତି!-->…
Read More...
Read More...
ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ସହ ପୋଲିସର ମିଳିତ ଚଢ଼ାଉ
ସୁବର୍ଣ୍ଣପୁର : ଜ଼ିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ, ମେଡିକାଲ ଟିମ ଓ ପୋଲିସ ଟିମର ମିଳିତ ଚଢ଼ାଉ ପରେ ସହରର ୨୫ ଗୋଟି ଦୋକାନରୁ ୩୫କେଜି ବାସି ଖାଦ୍ୟକୁ ଫିଙ୍ଗା ଯାଇ ସମୁଦାୟ ୨୯୦୦ ଟଙ୍କା ଫାଇନ ଆଦାୟ କରାଯାଇଥିଲା । ଆଗାମୀ ଦିନ ରେ ହୋଟେଲ ରେଷ୍ଟୁରାଣ୍ଟର ପରିଚାଳନାରେ ସୁଧାର ନ ଆସିଲେ!-->…
Read More...
Read More...
ସାତଦିନ ହେଲା ମିଣିଆ ପଞ୍ଚାୟତବାସୀ ଅନ୍ଧାରରେ
ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ମିଣିଆ ପଞ୍ଚାୟତରେ ଆଜକୁ ସାତ ଦିନ ତଳେ କୌଣସି କାରଣବଶତଃ ଟ୍ରାନ୍ସଫର୍ମର ପୋଡ଼ି ଯିବା ଫଳରେ ପ୍ରାୟ ୧୦୦ ଉର୍ଦ୍ଧ୍ୱ ପରିବାର ଅନ୍ଧାରରେ ରହୁଛନ୍ତି । ଏପଟେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ସାପ ଆଦି ବିଷାକ୍ତ ଜନ୍ତୁ ପ୍ରତି ଭୟ!-->…
Read More...
Read More...
ଅକ୍ଟୋବର ୬ରୁ ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ କାର୍ତ୍ତିକ ନୀତି କାନ୍ତି ସହ ରାଧାଦାମୋଦର ବେଶ
ପୁରୀ : ଅକ୍ଟୋବର ୬ ତାରିଖରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାର୍ତ୍ତିକ ନୀତି କାନ୍ତି ସହ ରାଧାଦାମୋଦର ବେଶ ଓ ବାଳ ଭୋଗ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ପ୍ରଶାସନର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ!-->…
Read More...
Read More...
ଭିସୁଟର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରବୁଦ୍ଧ ନାଗରିକଙ୍କ କୃତଜ୍ଞତା ଜ୍ଞାପନ
ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)କୁ ବିକଶିତ କରିବା ପାଇଁ ବିଗତ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ କୋଟି ଟଙ୍କା ଓ ୧୦୦ ଏକଡ଼ ଭୂମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଏଥିପାଇଁ ଏଠାକାର ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଫଟୋଚିତ୍ର ଆଙ୍କି ଚର୍ଚ୍ଚାରେ କୁନି ଛାତ୍ର ରିସବ
ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୫-ଟି ଅନ୍ତର୍ଭୁକ୍ତ ବାଉଁଶୁଣୀ ଉଚ୍ଚ ବିଦ୍ୟାଳୟର ନବମଶ୍ରେଣୀର ଛାତ୍ରଙ୍କ ପ୍ରତିଭା ଆଜି ଚର୍ଚ୍ଚା ପାଲିଟିଛି । କୁନି ଛାତ୍ର ରିସବ କୁମାର ମେହେର ନିଜ ହାତରେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୈଳ ଫଟୋ ଚିତ୍ର ଅଙ୍କିଛନ୍ତି ।!-->…
Read More...
Read More...